Mar 28, 2025, 12:48 IST

ଆସୁଅଛି ବିପଦ ହେଇ ଯାଆନ୍ତୁ ସତର୍କ ଆହୁରି ବର୍ଷିବ ଡରାଇଲା IMD ଆକଳନ

Vv

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇବା ସହ ପାଣିପାଗ ସମ୍ବନ୍ଧୀୟ ଖବର ସବୁ ପାଇ ପାରୁଛନ୍ତି । ଏବେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ପାଇବା ସହ ପାଣିପାଗ କିଭଳି ରହିବ ତାହା ଜାଣିପାରିବେ । ସାରା ରାଜ୍ୟରେ ଏବେ କାଳବୈଶାଖୀ ବର୍ଷା । କେଉଁ ସ୍ଥାନରେ ପ୍ରବଳ ବର୍ଷା ହୋଇଥାଏ ତ ଆଉ କେଉଁ ସ୍ଥାନରେ ଅଳ୍ପ ବର୍ଷା ହେବ । ଆଉ କିଛି ସ୍ଥାନରେ ପ୍ରବଳ ଝଡ, ବର୍ଷା ସହ କୁଆପଥର ମାଡ ହେଇଛି ।
Gg
ବ୍ରହ୍ମପୁର ସହରରେ ଲଗାତାର ତିନି ଘଣ୍ଟା ବର୍ଷା ହେବା ଦ୍ବାରା ସହର ବେହାଲ ହୋଇଯାଇଛି ।କିଛି ମେଡ଼ିକାଲରେ ପାଣି ପଶି ଯାଇଛି । ଆଉ ରାସ୍ତା ଘାଟ ବନ୍ଦ ରହିଛି । ନବରଙ୍ଗପୁର ଏବଂ ଆଉ କିଛି ଜିଲ୍ଲାରେ ପ୍ରବଳ ବର୍ଷା ସହ କୁଆପଥର ମାଡ ହୋଇଛି । ଏହି ଭିଡିଓ ମାଧ୍ୟମରେ ଆପଣମାନେ ନବରଙ୍ଗପୁର ଜିଲ୍ଲାର ଦୃଶ୍ୟ ଦେଖିପାରିବେ । ଶନିବାର ଦିନ ଏହି ଜିଲ୍ଲାରେ ପ୍ରବଳ ବର୍ଷା ସହ କୁହୁଡି ପଥର ମାଡ ହୋଇଥିଲା । ଆଉ ଦୀର୍ଘ ୨ ଘଣ୍ଟା କାଳ ଏଭଳି ହୋଇଥିଲା ।
Gg
କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ଆଉ ଝଡ ପବନରେ ଭାଙ୍ଗିଛି ଘର ଦ୍ବାର ଆଉ ଗଛ ଲତା । ଅନେକ କିଛି କ୍ଷତି ହୋଇଛି । ବଡ ବଡ ଗଛ ଆଉ ବିଜୁଳି ଖୁଣ୍ଟ ଉପୁଡ଼ି ପଡ଼ିଥିବାର ଖବର ଆସିଛି । କିଛି ଜିଲ୍ଲାରେ ବ୍ୟାପକ କ୍ଷତି ହୋଇଛି । ମୟୂରଭଞ୍ଜ ଜିଲ୍ଲାରେ ଫସଲ ନଷ୍ଟ କରିଛି ଏହି କାଳବୈଶାଖୀ ବର୍ଷା । ବ୍ରହ୍ମପୁର ସହରରେ କୁଆପଥର ସହ ବର୍ଷା ହୋଇଥିଲା । ଏମକେସିଯି ମେଡ଼ିକାଲରେ ରୋଗୀ ଚିକିତ୍ସା ବାଧା ପ୍ରାପ୍ତ ହୋଇଥିଲା । ବଡ ଗଛ ପଡ଼ି ରାସ୍ତା ଜାମ ହୋଇଥିଲା ।
ଏଭଳି ଅନେକ ଲୋକଙ୍କ ଘରେ ମଧ୍ୟ ପାଣି ପଶି ଯାଇଥିଲା । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି କି ଆସନ୍ତା ୨୪ ଘଣ୍ଟା ଭିତରେ ଅନେକ ଜିଲ୍ଲାରେ ଝଡ, ପବନ ଆଉ ବର୍ଷା ହେବ । ରାଜ୍ୟର ଅନେକ ସ୍ଥାନରେ ବର୍ଷା ସହ ଝଡ ଆଉ ପବନ ରହିବ। ଆଉ କିଛି ଜିଲ୍ଲାରେ ଅଳ୍ପ ବର୍ଷା ହୋଇଥିଲା । କେନ୍ଦ୍ରାପଡ଼ା ଜିଲ୍ଲାରେ ଅଳ୍ପ ବର୍ଷା ହୋଇଥିଲା । ଏହି ବର୍ଷା ପାଇଁ କିଛି ଜିଲ୍ଲାକୁ ଅରେଞ୍ଜ ଆଉ କିଛି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

Advertisement