ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟରେ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି। ଦେଖିବାକୁ ମିଳିଛି ଯେ, ଯାତ୍ରା ପେଣ୍ଡାଲରେ ଅ-ଶ୍ଳି-ଳ-ତାର ସୀମା ପାର କରିଥିଲେ ସାହୁ ଭାଉଜ।
ସୋସିଆଲ ମିଡିଆରେ ସାହୁ ଭାଉଜ ନାମରେ ଚର୍ଚ୍ଚିତ ଆଞ୍ଜେଲ ଶ୍ରୀ କମେଡି ଛାଡ଼ି ଯାତ୍ରା କରୁଛନ୍ତି ସତ କିନ୍ତୁ ଏବେ ଯାତ୍ରା ପେଣ୍ଡାଲରେ ଅଶ୍ଳିଳ ନୃତ୍ୟ ପାଇଁ ବିବାଦୀୟ ହେଇପଡିଛନ୍ତି।
ଗତ ଦୁଇଦିନ ତଳେ ଯେତେବେଳେ ଷ୍ଟେଜ ଉପରେ ନାଚୁ ଥିଲେ ଆଞ୍ଜେଲ୍ ଶ୍ରୀ ଏହି ସମୟରେ ତଳେ ବସିଥିବା ଦର୍ଶକ ମଧ୍ୟ ବେସ ଝୁମି ଥିଲେ। କିନ୍ତୁ ସେହି ସମୟରେ ଆଞ୍ଜେଲ୍ ଶ୍ରୀ ସବୁ ଭୁଲି ଯାଇ ନିଜ ଦେହରୁ ପୋଷାକ ଖୋଲି ଅ-ଶ୍ଳି-ଳ ନୃତ୍ୟ କରିଥିଲେ।
ଯାହା ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବା ସହ ଅନେକ ଖରାପ ମନ୍ତବ୍ୟ ମଧ୍ୟ ଦିଆଯାଇଛି। ତେବେ କେବଳ ଆଞ୍ଜେଲ୍ ଶ୍ରୀ ନୁହେଁ ପୂର୍ବରୁ ମଧ୍ୟ ରାଣୀ ପଣ୍ଡା ନିଶା ମହାରଣାଙ୍କ ଭଳି ଅନେକ ଯାତ୍ରା ଅଭିନେତ୍ରୀ ଏହିଭଳି ଭାବରେ ଅ-ଶ୍ଳି-ଳ ନୃତ୍ୟ ନାଚି ବିବାଦୀୟ ହେଇଥିଲେ। କିନ୍ତୁ ଏବେ ଆଞ୍ଜେଲ ଶ୍ରୀ ନିଜର ଭୁଲ ବୁଝି ପାରିଛନ୍ତି। ଏବଂ ଏଥିପାଇଁ ସାରା ଓଡ଼ିଶାବାସୀକୁ କ୍ଷମା ମାଗିଛନ୍ତି।
ଜଣେ ଓଡ଼ିଆ ଝିଅ ହୋଇ ଯାତ୍ରାରେ ଏଭଳି ନାଚ ନାଚିବ ଅସଭ୍ୟ ସମାଜ ଆଡ଼କୁ ଇଙ୍ଗିତ କରୁଥିବାର କଥା କହି ଭୁଲ ମାଗିବା ସହିତ ପୂର୍ବ ଭଳି ଭଲ ପାଇବା ଦେବାକୁ କହିଛନ୍ତି ଆଞ୍ଜେଲ୍। ତେବେ ଯାତ୍ରା ପେଣ୍ଡାଲରେ ଅଶ୍ଳିଳ ନୃତ୍ୟ କରିବା ଠିକ୍ ନୁହେଁ। କିଛିଦିନ ତଳେ ଏକ ଯାତ୍ରା ମଞ୍ଚରେ ଅ-ଶ୍ଳି-ଳ-ତାର ସୀମା ପାର କରିଥିଲେ ଆଞ୍ଜେଲ ଶ୍ରୀ। ଆଉ ଆଜି ସେ ସୋସିଆଲ ମିଡିଆ ସାହାଯ୍ୟରେ କ୍ଷମା ପ୍ରାର୍ଥନା କରିଛନ୍ତି।