ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି ଖବର ପାଇ ପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ପାଇପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଋଷର ରାଷ୍ଟ୍ରପତି ଏଭଳି କିଛି କଥା କହିଛନ୍ତି ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ସେ କହିଛନ୍ତି ଅଫିସରେ ଚାହିଁଲେ ମଧ୍ୟ ଶାରୀରିକ ସଂପର୍କ ରଖିପାରିବେ । ଏଣିକି ଅଫିସରେ ରଖିବାକୁ ପଡିବ ଶାରୀରିକ ସଂପର୍କ ।
ଅଫିସରେ ସେ-କ୍ସ୍ କରିବାକୁ ପରାମର୍ଶ ଦେଲେ ରାଷ୍ଟ୍ରପତି । ଋଷରେ ଜନ୍ମହାର ବହୁତ ଅଧିକ ଆଉ ସେଥିପାଇଁ ଏହାକୁ କମ୍ କରିବାକୁ ଏଭଳି କିଛି କାମ କରିଛନ୍ତି ଋଷ ରାଷ୍ଟ୍ରପତି । ଲଞ୍ଚ ଆୱାର ଏବଂ କଫି ବ୍ରେକରେ ସେ-କ୍ସ୍ କରିବାକୁ ପରାମର୍ଶ ଦିଆଯାଇଛି ।ଏହି କଥା ଶୁଣିଲେ ଯେ କେହିବି ଆଶ୍ଚର୍ଯ୍ୟ ହୋଇଯିବେ ଆଉ ଏହି ପରାମର୍ଶ ଏବେ ଋଷ ରାଷ୍ଟ୍ରପତି ପୁଟିନ ଦେଇଛନ୍ତି । ଆଉ ଏହି କଥା ଏବେ ସମସ୍ତଙ୍କ ମନରେ ଅନେକ କଥା ସୃଷ୍ଟି କରିଛି । ଜନ୍ମହାର ହ୍ରାସ ପାଇଁ ଏବେ ଏହି ପରାମର୍ଶ ଦିଆଯାଇଛି ।
ବର୍ତ୍ତମାନ ସମୟରେ ଅନେକ ଦେଶରେ ଜନସଂଖ୍ୟା ହ୍ରାସ ଏବେ ଚିନ୍ତାର କାରଣ ପାଲଟିଛି । କିଭଳି କାମ କରିଲେ ଜନସଂଖ୍ୟା ହ୍ରାସ ପାଇବ ଏନେଇ ଅନେକ ଖବର ଆସୁଛି । ଆଉ ଏବେ ଏଭଳି ପରିସ୍ଥିତିରେ ଋଷର ରାଷ୍ଟ୍ରପତି ପୁଟିନ ଏଭଳି ନିଷ୍ପତି ନେଇଛନ୍ତି । ଋଷ ସରକାର ତାଙ୍କ ଦେଶରେ ଏଭଳି ନିଷ୍ପତି ନେଇଛନ୍ତି ଯାହାଦ୍ଵାରା ଜନସଂଖ୍ୟା ହ୍ରାସ ପାଇବ । ସରକାର ଲଞ୍ଚ ବ୍ରେକରେ ଏବଂ କଫି ବ୍ରେକରେ ଶାରୀରିକ ସଂପର୍କ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଋଷର ମହିଳାଙ୍କ ପ୍ରଜନନ ହାର ୨ ପ୍ରତିଶତ ରୁ ୧ ପ୍ରତିଶତ ହୋଇଯାଇଛି । ଜନସଂଖ୍ୟା ସ୍ଥିରତା ପାଇଁ ଏବେ ଏଭଳି ନିଷ୍ପତ୍ତି ନିଆଯାଇଛି । ୟୁକ୍ରେନ ସହିତ କରିଥିବା ଯୁଦ୍ଧ ପରେ ଅନେକ ଋଷ ବାସୀଙ୍କ ସଂଖ୍ୟା କମିଯାଇଛି । ଋଷରେ ଏହି ଯୁଦ୍ଧ ଯୋଗୁଁ ୧୦ ଲକ୍ଷରୁ ଅଧିକ ଲୋକ ପଳାୟନ କରିଛନ୍ତି । ପୁଟିନ କହିଛନ୍ତି ଋଷବାସୀଙ୍କ ସଂରକ୍ଷଣ ତାଙ୍କର ସର୍ବୋତ୍ତମ ପ୍ରାଥମିକତା । କେତେ ଜଣ ଲୋକ ଏଠାରେ ରହିବେ ଏହା ଉପରେ ଋଷର ଭାଗ୍ୟ ନିର୍ଣ୍ଣୟ କରେ। ଋଷର ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଜୀବନ ବିତି ଯାଉଛି ସେଥିପାଇଁ ଆପଣ ଅଫିସ ସମୟରେ ଶାରିରୀକ ସଂପର୍କ ରଖିପାରିବେ ।