ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଖାଲି ମହାରାଷ୍ଟ୍ରରେ ନୁହେଁ ପୂରା ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ମହାରାଷ୍ଟ୍ରର ଶାସକ ଦଳର ନେତା ବାବା ସିଦ୍ଦିକି ଙ୍କ ହ-ତ୍ୟା-କାଣ୍ଡ ର ଗୁମରର ଗୋଟେ ପରେ ଗୋଟେ ଫର୍ଦ୍ଦ ଖୋଲିବାର ଲାଗୁଛି। ପୂରା ହ-ତ୍ୟା-କାଣ୍ଡ ଉପରୁ ଏବେ ପରଦା ଉଠିଛି। ଫେସବୁକ୍ ରେ ପୋଷ୍ଟ କରି ଗ୍ୟାଙ୍ଗ ର ଜଣେ ସଦସ୍ୟ ଏହି ସମ୍ପର୍କରେ ସୁଚନା ଦେବା ପରେ ଅଧିକ ଛନାବିନ୍ କରିବାରେ ଲାଗିଛି ମୁମ୍ବାଇ ପୋଲିସ।
ବଲିଉଡ ଅଭିନେତା ସଲମାନ୍ ଖାନ ଓ ଅଣ୍ଡର ୱର୍ଲ୍ଡ ଗ୍ୟାଙ୍ଗଷ୍ଟର ଦାଉଦ ଇବ୍ରାହିମ୍ ଙ୍କ ସହ ସମ୍ପର୍କ ରଖିବା କାରଣରୁ ତାଙ୍କୁ ହ-ତ୍ୟା କରିଛି ଲରେନ୍ସ ବିଶ୍ରୋଇ ଗ୍ୟାଙ୍ଗ ବୋଲି ସେହି ପୋଷ୍ଟ ରେ ଉଲ୍ଲେଖ ରହିଛି। ସେପଟେ ବାବା ସିଦ୍ଦିକି ଙ୍କ ହ-ତ୍ୟା କୁ ନେଇ ମହାରାଷ୍ଟ୍ର ରାଜନୀତି ସରଗରମ ହେବାରେ ଲାଗିଛି। ସରକାରଙ୍କୁ ସେ ଏନେଇ ଘେରିଛନ୍ତି ପ୍ରଶ୍ନ କରିଛନ୍ତି କି ଯଦି ଜଣେ ନେତାଙ୍କ ଜୀବନ ସୁରକ୍ଷିତ ନୁହେଁ ତେବେ ସାଧାରଣ ଲୋକଙ୍କ ଜୀବନ କେତେ ସୁରକ୍ଷିତ।
ଏହାର ଓଲଟା ଜବାବ ରଖି ଶାସକ ଦଳ ମଧ୍ଯ କହିଛି ଯେ ବାବା ସିଦ୍ଦିକି ଙ୍କ ହ-ତ୍ୟା ନିଶ୍ଚିତ ଭାବରେ ଏକ ଦୁଃଖଦ ଘଟଣା। ତେବେ ଏହି ଦୋଷୀ ମାନଙ୍କୁ କୌଣସି ପ୍ରକାରରେ କ୍ଷମା ଦିଆଯିବ ନାହିଁ।ମୁଖ୍ୟମନ୍ତ୍ରୀ ମଧ୍ୟ କହିଛନ୍ତି କି ଦୋଷୀ ମାନଙ୍କୁ ଫା-ଶୀ ଦଣ୍ଡ ଦିଆଯିବ ବୋଲି। ପ୍ରଥମେ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ ଆଉ ଏହାପରେ ସେଭଳି ହିଁ କିଛି ଘଟି ଯାଇଥିଲା ବାବା ସିଦ୍ଦିକି ଙ୍କ ସହ। ଯାହାକି ଖୁବ୍ ଆଶ୍ଚର୍ଯ୍ୟଜନକ ଅଟେ।
ଏହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ସୋସିଆଲ ମିଡ଼ିଆରେ ମଧ୍ୟ ଲୋକମାନେ ଏହାକୁ ନେଇ ନିଜ ନିଜର ମତାମତ ଦେଇଛନ୍ତି। କାରଣ ଏବେ ଚାରିଆଡ଼େ କେବଳ ଏହି ସମ୍ପର୍କରେ ହିଁ ଚର୍ଚ୍ଚା ହେବାରେ ଲାଗିଛି। ଏହି ଘଟଣା ପୂରା ଭାରତରେ ଚହଳ ସୃଷ୍ଟି କରିଛି। ତେବେ ଏହି ଘଟଣା ସମ୍ପର୍କରେ ଶୁଣିବା ପରେ ଏହି ଘଟଣା ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ଭୁଲି ଯିବେ ନାହିଁ।