Oct 17, 2024, 23:44 IST

ଆସିଗଲା ବାବାଙ୍କ ଭାଇରାଲ ଭିଡିଓ ରଡ଼ି ଛାଡ଼ୁଥିଲା ଯୁବତୀ ବାବା ଏମିତି କରନି ମ-ରିଯିବି

Vv

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବାବା ପ୍ରେମରେ ପାଗଳୀ ହୋଇ ଯାଇଥିଲା ଝିଅ ମାମାଲି। ଆଉ ରାତି ହେବା ମାତ୍ରେ ଖଟରେ ଫୁଲ ବିଛାଇ ଚାହିଁ ରହୁଥିଲା ବାବାର ବାଟ କୁ। ଏପଟେ ବାବା ଦିନରେ ପ୍ରବଚନ ଦେଉଥିଲେ ଆଉ ରାତି ହେଲେ ସୋନାଲି ପାଖକୁ ଯାଉଥିଲେ। ଆଉ ଦୁହେଁ ମିଶି ଯାଇ ରାତିକୁ ରଙ୍ଗୀନ କରି ଦେଉଥିଲେ। ଏହି ଯୁବତୀ ଜଣକ ନାଆଁ ମଧ୍ୟ ହେଉଛି ମାମାଲି। ବାବାଙ୍କୁ ଦେଖି ମାମାଲି ସତେ ଯେମିତି ପାଗଳି ହୋଇ ଯାଇଥିଲା।
Vv
ଆଉ ତାର ପ୍ରେମରେ ପଡି ବାବା ନିକଟକୁ ଚାଲି ଯାଇଥିଲା। ଏହାପରେ ସେହି ଭଣ୍ଡ ବାବା ର ଶଯ୍ୟା ସଙ୍ଗିନୀ ହୋଇ ଯାଇଥିଲା। ଏପଟେ ସେହି ବାବା ଜଣକ ନିଜର ସୁନ୍ଦରୀ ପ୍ରେମିକା ମାମାଲି କୁ ନିଜର ବାହୁ ବନ୍ଧନରେ ଚାପି ଧରୁଥିଲେ। ଯାହାର ଫଟୋ ମଧ୍ୟ ସେ ଉତ୍ତୋଳନ କରୁଥିଲେ। ଖାଲି ସେତିକି ନୁହେଁ ସୁନ୍ଦରିଆ ଝିଅକୁ ଦେଖି ବାବା ନିଜକୁ ସମ୍ଭାଳି ପାରୁ ନଥିଲେ। ଆଉ ମଉକା ମିଳିଲେ ତାକୁ ଗେଲ କରି ପକାଉ ଥିଲେ।
Tf
ମାମାଲି ମଧ୍ୟ ସେହି ଭଣ୍ଡ ବାବା କୁ ଖୁସୀ କରିବା ପାଇଁ ହାତରେ ଗୋଲାପ ଧରି ବିଛଣା ରେ ଫୁଲ ପକାଇ ରଙ୍ଗିଲା ବାବା ର ଫେରିବା ବାଟକୁ ଚାହିଁ ରହୁଥିଲା। ରଙ୍ଗିଲା ବାବା ମଧ୍ୟ ସେହି ଖଟରେ ରାତି ରାତି କାଟି ଦେଉଥିଲେ। ମାମାଲି ର ପରିବାର ଲୋକେ ନିଜ ସୁନ୍ଦରିଆ ଝିଅକୁ ନପାଇ ବ୍ୟସ୍ତ ହୋଇ ପଡୁଥିଲେ। ଭଣ୍ଡ ବାବା ଜଣକ ଦୋଷ ଦୂର କରିବା ନାମରେ ତାଙ୍କ ଝିଅକୁ ଉଠାଇ ନେଇଥିବା ମଧ୍ୟ ଯାଇ ଅଭିଯୋଗ କରିଥିଲେ ।
ପୋଲିସ ମଧ୍ୟ ଉକ୍ତ ଭଣ୍ଡ ବାବା କୁ ଗିରଫ କରି ସାରିଥିଲା। ଏହାପରେ ଭଣ୍ଡ ବାବା ର ସବୁ କାରନାମା ମଧ୍ୟ ପଦାରେ ପଡି ଯାଇଥିଲା। ମାତ୍ର ଠିକ୍ ସମୟରେ ହିଁ ମାମାଲି କୁ ଯେତେବେଳେ ପଚରା ଉଚରା କରାଯାଇ ଥିଲା ସେତେବେଳେ ସେ ବାବା ଙ୍କ ବିରୁଦ୍ଧରେ ତାର ମୁହଁ ଆଦୌ ହେଲେ ବି ଖୋଲି ନଥିଲା। ମୁହଁ ଚୁପ୍ କରି ରହିଲା ଆଉ ତାର ପରିବାରର ଲୋକଙ୍କ ବିରୁଦ୍ଧରେ କହିଲା। ଯାହା ଦ୍ବାରା କି ପୋଲିସ କୁ ସେହି ଭଣ୍ଡ ବାବା କୁ ଛାଡ଼ିବାକୁ ପଡ଼ିଲା।

Advertisement