Nov 3, 2024, 23:10 IST

ଆସିବ ଏନେସ୍ଥେସିଆର ପୁରା ରିପୋର୍ଟ ସ୍ବାମୀ କେତେ ଦେଇଛି ଓଭରଡୋଜ...?

Gg

ଏବେ ସ୍ବାମୀ ନିଜ ସ୍ତ୍ରୀ କୁ ମାରିଥିବା ଘଟଣା ଚାରିଆଡ଼େ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି। ଯାହାକୁ ନେ଼ଇ ଅନେକ ଲୋକ ମାନେ ଅନେକ କଥା କହିଛନ୍ତି। ନିଜର ଦୁଇଜଣ ପ୍ରେମିକା ପାଇଁ ସ୍ବାମୀ ଏଭଳି କିଛି କରିଥିବା ଜଣା ପଡିଥିଲା। ଏବେ ଏହାକୁ ନେଇ ଜଣେ ବରିଷ୍ଠ ବ୍ୟକ୍ତି କହିଛନ୍ତି କି ବାସ୍ତବରେ ଏହି କ୍ଷେତ୍ରରେ ସ୍ତ୍ରୀ ସହ କଣ କରାଯାଇଛି କଣ ନାହିଁ ତାହା କେହି ହେଲେ ମଧ୍ୟ କହି ପାରିବେ ନାହିଁ। ସେ ତାଙ୍କର ସ୍ତ୍ରୀ ଙ୍କୁ,
Gh
ଅନାଥେସିଆ କି ଅନ୍ୟ କଣ ଦେଇଥିଲେ ତାହା କହି ହେବ ନାହିଁ। ଏହା ରିପୋର୍ଟ ରେ ବାହାରିବା ପରେ ହିଁ ଜଣା ପଡିବ। ସେ କେଉଁ ଅନାଥେସିଆ ଦେଇଥିବେ ଏକଥା ସେହିଁ ନିଜେ ଜାଣିଥିବେ। ଯଦି ଓଭର ଡୋଜ୍ ହୋଇଥିବ ତ ଏଥିରେ ନିଶ୍ଚିତ ଭାବରେ ଜଣକର ମୃ-ତ୍ୟୁ ହୋଇଯିବ। ସେହି ବରିଷ୍ଠ ବ୍ୟକ୍ତି ଜଣକ ଆଉ କେହି ନୁହଁନ୍ତି ସେ ହେଉଛନ୍ତି ଜଣେ ଡାକ୍ତର ଯିଏକି ଫାର୍ମାସିଷ୍ଟ ଜଣକ ଏବେ ଯେଉଁ ତାଙ୍କ ସ୍ତ୍ରୀ ଙ୍କୁ ମାରି ଦେଇଛନ୍ତି,
Hh
ସେହି କଥାରେ ହିଁ ଏବେ ସେ ମୁହଁ ଖୋଲିଛନ୍ତି। ଆଉ କହିଛନ୍ତି କି ଫାଇନାଲ ରିପୋର୍ଟ ଆସିବା ପରେ ଜଣା ପଡ଼ିବ କି ବାସ୍ତବରେ ସେ ମହିଳାଙ୍କ ସହ ତାଙ୍କର ସ୍ବାମୀ କଣ କରିଥିଲେ। ସେଥିରେ ଜଣା ପଡ଼ିଯିବ କି କିଛି କେମିକାଲ ଓ ବିଷ ର ବ୍ଯବହାର ହୋଇଛି ନା ନାହିଁ। ଲାବ୍ରୋଟୋରି ରୁ ରିପୋର୍ଟ ଆସିବା ପର୍ଯ୍ୟନ୍ତ ହିଁ ଅପେକ୍ଷା କରିବାକୁ ପଡିବ। ଏହାପରେ ହିଁ ଯାଇ ସବୁ କଥା ଜଣା ପଡ଼ିବ ବୋଲି କହିଥିଲେ।
ଯାହାକୁ ନେଇ ଏହି ଡାକ୍ତରଙ୍କ ଭିଡିଓ ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ୍ ହେବାରେ ଲାଗିଛି। ଲୋକମାନେ ମଧ୍ୟ ଏହାକୁ ଅନେକ ମାତ୍ରାରେ ଦେଖି ସାରିଲେଣି। ଆଉ ଘଟଣା ପଛର ସତ କଣ ତାହା ସେ ଜାଣିବା ପାଇଁ ଅପେକ୍ଷା କରି ରହିଛନ୍ତି। ତେବେ ଏହି ଘଟଣା ସମ୍ପର୍କରେ ଆପଣଙ୍କୁ କଣ ଲାଗୁଛି ଆଉ ଏହି ଘଟଣା ପ୍ରତି ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।

Advertisement