Mar 31, 2025, 11:23 IST

ଅଶାନ୍ତ ହେଲାଣି ସମୁଦ୍ର ଆସୁଛି ବଡ଼ ଲଘୁଚାପ...!

Bb

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ଏହି ଭିଡିଓ ମାଧ୍ୟମରେ ପାଣିପାଗ ବିଷୟରେ ଆସିଥିବା ଖବର ଜାଣିପାରିବେ । ହୋଇ ଯାଆନ୍ତୁ ସାବଧାନ ମାଡ଼ି ଆସିବ ବଡ ଲଘୁଚାପ । ପ୍ରବଳ ମାତ୍ରାରେ ଏହି ଅଞ୍ଚଳରେ ବହିବ ପବନ ଆଉ ସବୁକିଛି ନଷ୍ଟ ହୋଇଯିବ । ଏବେ ଖବର ଆସିଛି କି ଅଶାନ୍ତ ହେଲାଣି ସମୁଦ୍ର ଆଉ ଗର୍ଜନ କରି ମାଡ଼ି ଆସୁଛି ଜୁଆର । ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ । 
Ggg
ଏହି ଲଘୁଚାପ ପ୍ରଥମ ସପ୍ତାହରେ ଅବପାତର ରୂପ ନେବ । ରାଜ୍ୟରେ ଅସମ୍ଭାଳ ତାତି ଏବେ ଅନୁଭୂତ ହେଉଛି । ଆଜି ବି ପ୍ରବଳ ଖରା ହେବ ଆଉ ଆଜି ମଧ୍ୟ ଖରା ୨ ରୁ ୩ ଡିଗ୍ରୀ ବଢିବ । ଏବେ ଆସିଥିବା ଖବର ଅନୁଯାୟୀ କିଛି ସ୍ଥାନରେ ତାପମାତ୍ରା ୪୩ ଡିଗ୍ରୀ ହୋଇପାରେ । ଆଜି ହିଟ ୱେଭ ନେଇ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । କଳାହାଣ୍ଡି, ବଲାଙ୍ଗୀର, ସୋନପୁର, ବୌଦ୍ଧ, ସମ୍ବଲପୁର, ଝାରସୁଗୁଡ଼ା ଜିଲ୍ଲାକୁ ହାଇ ଆର୍ଲଟ ଜାରି କରାଯାଇଛି । 
Gg
ଏବେ କିଛି ଜିଲ୍ଲାରେ ୪୫ ଡିଗ୍ରୀ ଅତିକ୍ରମ କରୁଛି ତାପମାତ୍ରା । ଏହି ଅସହ୍ୟ ତାତି ଆଉ ଗୁଳୁଗୁଳି ପାଇଁ କିଛି ଜିଲ୍ଲାରେ ହାଇ ଆଲର୍ଟ ଜାରି କରାଯାଇଛି । ଏବେ ନିକଟରେ କାଳବୈଶାଖୀ ବର୍ଷା ହେଉଥିଲା । କାଳବୈଶାଖୀର କରାଳ ରୂପ ଆପଣମାନେ ସମସ୍ତେ ତ ଦେଖିଥିବେ । କେଉଁଠି ବଡ ବଡ ଗଛ ଭାଙ୍ଗି ଯାଇଥିଲା ତ ଆଉ କେଉଁଠାରେ ଗାଡ଼ି ଫସି ଯାଇଥିଲା । ଲୋକମାନେ ଏହି କାଳବୈଶାଖୀର କରାଳ ରୂପ ଭୁଲି ନଥିବା ବେଳେ ଆସିବାକୁ ଯାଉଛି ଆଉ ଏକ ଲଘୁଚାପ । 
ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ପାଣିପାଗ ଦେଇଥିବା ସୂଚନା ଅନୁସାରେ ଆସନ୍ତା ୫, ୬ ତାରିଖ ବେଳକୁ ବର୍ଷା ହେବ ବୋଲି ସୂଚନା ମିଳୁଛି । ସମ୍ଭାବ୍ୟ ଲଘୁଚାପ ସୃଷ୍ଟି ହେବା କାରଣରୁ ଅନେକ କିଛି ନଷ୍ଟ ହୋଇଯିବ ବୋଲି ସୂଚନା ମିଳିଛି । ଏହି ଲଘୁଚାପ ସ୍ଥିତି କେବେ ରହିବ ଏହାକୁ ନେଇ ଏବେ ଖବର ଆସୁଛି। ଆଗାମୀ ଦିନରେ କେବେ ଲଘୁଚାପ ହେବ ଏହା ନେଇ ଏବେ ସୂଚନା ସଠିକ୍ ମିଳିନାହିଁ । ଦୁଇ ରୁ ତିନି ଦିନ ମଧ୍ୟରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ ବୋଲି ଅନୁମାନ କରାଯାଉଛି ।

Advertisement