Jul 19, 2024, 16:43 IST

ରତ୍ନ ଭଣ୍ଡାର ଭିତରୁ ଆସି ଖୁସି ଖବର ଦେଲେ ଅରବିନ୍ଦ ଦେଖନ୍ତୁ କଣ କହିଲେ

Yg

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି ଖବର ପାଇପାରିବେ । ଏବେ ରତ୍ନ ଭଣ୍ଡାରକୁ ନେଇ ଆସୁଥିବା ଖବର ସବୁ ଆପଣମାନେ ପାଇ ପାରୁଛନ୍ତି । ଆପଣମାନେ ରତ୍ନ ଭଣ୍ଡାର ବିଷୟରେ ସବୁ ଖବର ଏବଂ ସେଥିରେ କଣ ସବୁ ରହିଛି ତାହା ଜାଣି ପାରୁଛନ୍ତି । 
Tt
ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ରତ୍ନ ଭଣ୍ଡାର ବିଷୟରେ କିଛି ଖବର ଜାଣିବା ସହ ଅନେକ କିଛି କଥା ଜାଣିପାରିବେ । ଏବେ ଏହି ଭିଡିଓରେ ରତ୍ନ ଭଣ୍ଡାର ଭିତରକୁ ଯାଇଥିବା ବ୍ୟକ୍ତି ଜଣେ କିଛି କଥା କହିଛନ୍ତି । ମୁଖ୍ୟ ପ୍ରଶାସକ ଅରିବିନ୍ଦ ପାଢ଼ୀ କିଛି କଥା କହିଛନ୍ତି । ରତ୍ନ ଭଣ୍ଡାରକୁ ନେଇ ସେ ଅନେକ କଥା କହିଛନ୍ତି ଯାହା ଆପଣମାନେ ଜାଣି ରଖନ୍ତୁ । ଏବେ ରତ୍ନ ଭଣ୍ଡାରର ସ୍ଥାନାନ୍ତରଣ କରାଯାଉଛି । ରତ୍ନ ଭଣ୍ଡାରର ଅଳଙ୍କାର ସବୁ ରତ୍ନ ଭଣ୍ଡାରରୁ ବାହାର କରି ଦିଆଯାଉଛି । 
Gg
ରତ୍ନ ଭଣ୍ଡାରରୁ ସୁନା ଅଳଙ୍କାର ସବୁ ସ୍ଥାନାନ୍ତରଣ କରି ଅଲଗା ଗୃହରେ ରଖାଯାଉଛି । ରତ୍ନ ଭଣ୍ଡାର ଭିତରେ ଯେଉଁ ସ୍ଵର୍ଣ୍ଣ ଅଳଙ୍କାର ରହିଛି ତାହା ସବୁ ଅସ୍ଥାୟୀ । ଆଉ ଏହା ପୁଣି ରତ୍ନ ଭଣ୍ଡାରକୁ ସ୍ଥାନାନ୍ତରଣ ସରିଛି । ପ୍ରଭୁ ଜଗନ୍ନାଥ, ବଡ ଠାକୁର ବଳଭଦ୍ର, ଏବଂ ମାତା ସୁଭଦ୍ରାଙ୍କ କୃପାରୁ ଯେଉଁ ଅଭିପ୍ରାୟ ନେଇକରି ସେମାନେ ଯାଇଥିଲେ ତାହା ଫଳପ୍ରଦ ହୋଇଛି । ରାଜ୍ୟ ସରକାରଙ୍କ ଦ୍ଵାରା ଅନେକ କିଛି ଗଠିତ ହୋଇଥିଲା । ଆଉ ରାଜ୍ୟ ସରକାର ଅନେକ କିଛି ନିଷ୍ପତ୍ତି ନେଇଥିଲେ । 
ରାଜ୍ୟ ସରକାର ଏତେ ନିଷ୍ପତ୍ତି ନେବା ପରେ ଏବେ ରତ୍ନ ଭଣ୍ଡାର ଭିତରକୁ ପ୍ରଶାସନ ଟିମ୍ ଏବଂ ପ୍ରଶାସକ ଅରବିନ୍ଦ ପାଢୀ ଯାଇ ସେଠାକାର କାମ ଭଲରେ ଭଲରେ ସାରି ଦେଇଛନ୍ତି । ରତ୍ନ ଭଣ୍ଡାର ଭିତରୁ ବାହାରି ଏବେ ଖୁସି ଖବର ଦେଇଛନ୍ତି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ଏବେ ରତ୍ନ ଭଣ୍ଡାର ବିଷୟରେ ଆପଣମାନେ ଏହିସବୁ ଖବର ପାଇପାରିଲେ । ଏବେ ଏହାକୁ ନେଇ ଅନେକ ଚର୍ଚ୍ଚା ହେବା ସହ ଅନେକ କିଛି ଖବର ଆସୁଛି ବୋଲି ଜଣାପଡିଛି । ଏବେ ଏହାକୁ ନେଇ ସମସ୍ତେ ଖୁସି ଅଛନ୍ତି ବୋଲି ଜଣାପଡିଛି ।

Advertisement