Oct 7, 2024, 15:03 IST

ଆରେ ମୋର ଇଚ୍ଛା ହେଲା ମୁ କଣ କରିବି.. ୫ ବର୍ଷୀୟା ଝିଅ କୁ ବି ବ-ଳା-ତ୍କାର କଲି...

Gg

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆ ଦ୍ଵାରା ଅନେକ କିଛି ଖବର ପାଇ ପାରୁଛନ୍ତି । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି ଏଭଳି ଘଟଣା ଜାଣିପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଜିକାଲି ଦୁନିଆ ଏତେ ଖରାପ ହୋଇଗଲାଣି ଯେ ଏହି ସମାଜରେ ଝିଅମାନେ ଜନ୍ମ ହେବା ବି ଭୁଲ ଅଟେ । ଝିଅମାନେ ସମାଜରେ ଆଉ ସୁରକ୍ଷିତ ନୁହଁନ୍ତି । ଏବେ ଏଭଳି କିଛି ଘଟଣା ଘଟିଛି ଯାହାକୁ ନେଇ ଚର୍ଚ୍ଚା ହେଉଛି । 
Vv
ଆଜିକାଲି ସମାଜରେ ଲୋକ ଏତେ ଖରାପ ହୋଇଗଲେଣି ଯେ ସେ ଗୋଟେ ୪ ବର୍ଷର ଝିଅ ସହିତ ଦୁ-ଷ୍କ-ର୍ମ କରିବାକୁ ବି ପଛାଉ ନାହାଁନ୍ତି । ଏବେ ଏହି ବ୍ୟକ୍ତି ଜଣକ ଏଭଳି କାମ କରିଛି ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି । ଯୁବକ ଜଣକ ମାଆ ଉପରେ ରଖିଥିବା ରାଗ ଝିଅ ଉପରେ ସୁଝାଇଲା । ମାଆ ଉପରେ ଥିବା ରାଗକୁ ୪ ବର୍ଷର ଝିଅ ଉପରେ ସୁଝାଇ ଦେଲା ସେହି ରାକ୍ଷସ ଯୁବକ ।ଏପଟେ ଛୋଟ ଝିଅଟି ତାକୁ ଛାଡି ଦେବାକୁ ଚିତ୍କାର କରୁଥିବା ବେଳେ ଯୁବକ ଜଣକ କିଛି ଶୁଣି ନଥିଲା ।
Gg
ଏହି ଯୁବକ ଜଣଙ୍କର ମନକୁ ଯାହା ଆସିଥିଲା ସେ ସେହି କୁନି ଝିଅ ସହିତ କରିଲା । ଯାହା ଦେଖିଲେ ଯେ କେହିବି ଆଶ୍ଚର୍ଯ୍ୟ ହୋଇଯିବ । ଏହି କୁନି ଝିଅ ଅଙ୍କଲ ଅଙ୍କଲ କହି ସେହି ବ୍ୟକ୍ତି ଜଣଙ୍କ ପାଖକୁ ଯାଇଥାଏ । ଆଉ ସେହି ଅଙ୍କଲ ତା ଉପରେ ଖରାପ ନଜର ପକାଉଛି ବୋଲି ସେ ଜାଣି ନଥିଲା । ଝିଅଟି ରାସ୍ତାରେ ଖେଳୁଥିଲା ଆଉ ତାକୁ ଚକୋଲେଟ୍ ଦେଖାଇ ଘରକୁ ଡ଼ାକି ନେଇଥିଲା ଏହି ରାକ୍ଷସ ଯୁବକ ଜଣକ । ଏହାପରେ ସେହି ରାକ୍ଷସ ୪ ବର୍ଷର ସେହି ଛୋଟ ଝିଅ ସହିତ ଏଭଳି ନୃଶଂସ କାମ କରିଥିଲା । ପଡୋଶୀ ହୋଇ ଏଭଳି ନିନ୍ଦନୀୟ କାମ କରିଛି ।
କୌଣସି କାରଣରୁ ସେହି ଯୁବକ ଏବଂ ଝିଅର ମାଆ ସବୁବେଳେ ଝଗଡ଼ା କରିଥାନ୍ତି । ଏହିସବୁ ସବୁବେଳେ ଦେଖି ଯୁବକ ଜଣଙ୍କର ମୁଣ୍ଡ ଖରାପ ହୋଇ ଯାଇଥିଲା । ପଡୋଶୀକୁ ସବକ ଶିଖାଇବା ପାଇଁ ଯୁବକ ଜଣକ ତାର ଝିଅକୁ ଅପହରଣ କରି ନେଇଥିଲା । ଏବେ ଏହି ଘଟଣାକୁ ନେଇ ମାଆ ପୋଲିସ ଥାନାରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ଆଧାରରେ ପୋଲିସ ଛୋଟ ଝିଅକୁ ଉଦ୍ଧାର କରି ତାର ମାଆକୁ ହସ୍ତାନ୍ତର କରିଛି । ଆଉ ଏବେ ଏହି ଯୁବକ ଜଣକ ଖସିଯିବାକୁ ଚାହୁଁଥିବା ବେଳେ ତାଙ୍କୁ ଗିରଫ କରିଛି ପୋଲିସ ।

Advertisement