Updated: May 29, 2024, 18:10 IST

ପୁଣି ବିରୋଧୀ ଦଳଙ୍କ ମୁଁହ ବନ୍ଦ କରିଦେଲେ Vk Pandian ଦେଖନ୍ତୁ ଦେଲେ ଆଉ ଏକ ବଡ଼ ଝଟକା

Gh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ। ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ। ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ରାଜନୀତିକୁ ନେଇ ଆସିଥିବା ଖବର ଜାଣିପାରିବେ। ବିଜେଡି ସରକାର ଅନେକ କିଛି ଯୋଜନା ଲୋକମାନଙ୍କ ପାଇଁ କରିଛନ୍ତି। ଆଉ ଏବେ ଭି କେ ପାଣ୍ଡିଆନ ଅନେକ କଥା କହିଛନ୍ତି। ସେ ଏକ ରାଲିକୁ ଯାଇଥିଲେ। ଆଉ ସେଠାରେ ସେ ଅନେକ କଥା କହିଛନ୍ତି।
Bb
ରେମୁଣା ଗାଁରେ ଲୋକମାନେ ତାଙ୍କୁ ଭଲରେ ସ୍ବାଗତ କରିଥିଲେ। ଆଉ ସେମାନେ କହିଥିଲେ ଏଥର ରେମୁଣା ଅଞ୍ଚଳର ନେତା କିଏ ହେବ। ରେମୁଣାରେ କିଏ ଶାସନ କରିବେ ଏଭଳି ଅନେକ କଥା ସେ କହିଛନ୍ତି। ଆଉ ଏହାର ଉତ୍ତରରେ ବିଜେଡି ଆସିଛି। ଆଉ ବିଜେଡି ଏବେ ଜିତିବ ବୋଲି ଖବର ଆସୁଛି। କାଳିଆ ଯୋଜନା, ଲକ୍ଷ୍ମୀ ଯୋଜନା, ମିଶନ ଶକ୍ତି, ମମତା ଯୋଜନା ଆଦି ନବୀନ ବାବୁ ଏହିସବୁ ବ୍ୟବସ୍ଥା କରିଛନ୍ତି ବୋଲି ପାଣ୍ଡିଆନ କହିଛନ୍ତି। ସରପଞ୍ଚ ତାଙ୍କ ପାଖରେ ଠିଆ ହୋଇଥିଲେ।
Vv
ଅନେକ ସରପଞ୍ଚଙ୍କୁ ମଧ୍ୟ ନବୀନ ସରକାର ଛିଡ଼ା କରିଛନ୍ତି। ଆପଣମାନଙ୍କୁ ଦେଇଥିବା ଟାର୍ଗେଟ ବିଷୟରେ ସେ କହିଛନ୍ତି। ଆପଣମାନେ ଏହାକୁ ମନେ ରଖିଛନ୍ତି କି ନାହିଁ ପଚାରିଛନ୍ତି। ଏଥର ବିଜେଡି ଜିତିଲେ ବିଦ୍ୟୁତ୍ ମାଗଣା ଦେବ, ଆଉ ଅନେକ ଯୋଜନା ମଧ୍ୟ କରିବ ଯାହା ସେ କହିଛନ୍ତି। ତାହା ଆପଣ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ। ଏହି ଭିଡିଓରେ ଆପଣମାନେ ଅନେକ କିଛି କଥା ଜାଣିପାରିବା ସହ ସେ ବିଜେପିକୁ ନେଇ କିଛି କଥା କହିଛନ୍ତି। 
ସେ କହିଛନ୍ତି ଗୁଜୁରାଟରେ ଶାସନ କରୁଥିଲେ ସେ କଣ ସେଠାରେ ଉନ୍ନତି କରିଛନ୍ତି। ଗରିବ ଲୋକଙ୍କୁ ମାଗଣାରେ ଚିକିତ୍ସା କରାଉଛନ୍ତି ନବୀନ ସରକାର। ନବୀନ ସରକାର ଅନେକ କିଛି କାମ କରିଛନ୍ତି। ଆଉ ଏଥର ବିଜେପି ଆସିଲେ ଆଉ କିଛି କରିବେ ବୋଲି କହୁଛନ୍ତି। ସେ କଣ କରିବେ ବୋଲି କହିଛନ୍ତି ଭି କେ ପାଣ୍ଡିଆନ।
ଆମ ଓଡ଼ିଶାରେ ନକ୍ସଲ ବନ୍ଦ କରିଲେ ନବୀନ ସରକାର। ଛତିଶଗଡରେ ବିଜେପି ଡବଲ ଇଞ୍ଜିନ ସରକାର ଚାଲିଛି କିନ୍ତୁ ସେଠାରେ ନକ୍ସଲମାନଙ୍କ ଆତଙ୍କ ଚାଲୁଛି। ଅନେକ ସରପଞ୍ଚ ମଧ୍ଯ ଏମଏଲ୍ ଆଉ ଏମପି ହେବେ ବୋଲି ସେ କହିଛନ୍ତି। ଏଭଳି ଅନେକ କଥା ସେ କହିଛନ୍ତି ଯାହା ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ।

Advertisement