Jul 20, 2024, 20:20 IST

ପୁଣି ଅଚାନକ ଖସିଲା ଏତିକି ସୁନାଦର ଦେଖନ୍ତୁ ଗ୍ରାହକଙ୍କ ପାଇଁ ଆସିଲା ବଡ଼ ଖୁସି ଖବର

Hhb

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ବନ୍ଧୁଗଣ ଏବେ ସୁନା ଏବଂ ରୂପା ଦରରେ ଦେଖିବାକୁ ମିଳିଛି ହ୍ରାସ।
Bb
ଭାରତରେ ସୁନାଦର ଲଗାତାର ଆଜି ଦ୍ୱିତୀୟ ଦିନ ହ୍ରାସ ପାଉଥିବାର ଦେଖା ଦେଇଛି। ଖାଲି ସୁନା ନୁହେଁ ତା ସହିତ ରୂପା ଦର ବି କମିଛି। ଯଦି ଆପଣ ସୁନା କି ରୂପା କିଣିବା ପାଇଁ ଚିନ୍ତା କରୁଛନ୍ତି ତେବେ ଏବେ ଆପଣଙ୍କୁ କମ ଦାମରେ ମିଳିଯିବ। ୨୨ କ୍ୟାରେଟ ସୁନାଦରରେ ଆଜି ୪୫୦ ଟଙ୍କା ହ୍ରାସ ସହିତ ଏହା ୬୮୧୫୦ ଟଙ୍କା ୧୦ ଗ୍ରାମ ପିଛା ହେଇଛି। ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ଆଜି ୪୫୦୦ ଟଙ୍କା ହ୍ରାସ ପାଇ ୬ ଲକ୍ଷ ୮୧ ହଜାର ୫୦୦ ଟଙ୍କା ହେଇଛି। 
Gg
ସେହିପରି ଯଦି ୨୪ କ୍ୟାରେଟ ସୁନା କଥା କହିବା ତେବେ ଏଥିରେ ୪୯୦ ଟଙ୍କା ହ୍ରାସ ପାଇ ୧୦ ଗ୍ରାମ ପିଛା ହେଇଛି ୭୪୩୫୦ ଟଙ୍କା। ସମାନ ଭାବରେ ୨୪ କ୍ୟାରେଟ ସୁନା ୧୦୦ ଗ୍ରାମ ପିଛା ୪୯୦୦ ଟଙ୍କା ହ୍ରାସ ପାଇ ହେଇଛି ୭ ଲକ୍ଷ ୪୩ ହଜାର ୫୦୦ ଟଙ୍କା। ତେବେ ଜୁଲାଇ ୧୯ ତାରିଖରେ ଦେଶରେ ୧୮ କ୍ୟାରେଟ୍ ସୁନା ଦାମ ୩୭୦ ଟଙ୍କା ହ୍ରାସ ସହିତ ୧୦ ଗ୍ରାମ ପିଛା ୫୫୭୬୦ ଟଙ୍କା ରହିଛି। ସେହିପରି ୧୦୦ ଗ୍ରାମ ପିଛା ୩୭୦୦ ଟଙ୍କା ହ୍ରାସ ପାଇ ୫ ଲକ୍ଷ ୫୭ ହଜାର ୬୦୦ ଟଙ୍କା ହେଇଛି। 
ତେବେ ଭାରତରେ ରୂପା ଦାମରେ ପୁଣି ହ୍ରାସ ହେଇଛି। ତେବେ ୧ କିଲୋଗ୍ରାମ ରୂପା ଦାମ ୧୪୫୦ ଟଙ୍କା ହ୍ରାସ ପାଇ ହେଇଛି ୯୩୨୫୦ ଟଙ୍କା। ଆଉ ୧୦୦ ଗ୍ରାମ ରୂପା ୧୪୫ ଟଙ୍କା ହ୍ରାସ ପାଇ ୯୩୨୫ ଟଙ୍କା ହେଇଛି। ଜୁଲାଇ ୧୮ ତାରିଖରେ ପୁଣି ୧୫୦ ଟଙ୍କା ହ୍ରାସ ହେବା ସହିତ ୧୭ ଜୁଲାଇ ବଢିଥିଲା ଏହା ୯୦୦ ଟଙ୍କାକୁ। ଆଜି ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନାଦର୍ ହେଉଛି ୬୮୦୦୦ ଟଙ୍କା ରହିଛି। କିନ୍ତୁ ଗତକାଲି ଥିଲା ୬୮୬୦୦ ଟଙ୍କା। ସମାନ ଭାବରେ ୨୪ କ୍ୟାରେଟ ସୁନା ଦାମ ଗତକାଲି ୭୪୮୪୦ ଟଙ୍କା ଥିବା ବେଳେ ଆଜି ଏହା ରହିଛି ୭୪୩୫୦ ଟଙ୍କା।

Advertisement