May 23, 2024, 16:48 IST

ପୁଣି ଅଚାନକ କମିଲା ସୁନା ଦର ଦେଖନ୍ତୁ କଣ ହେଲା ଏବଂ କେଉଁ କାରଣ ପାଇଁ କମିଲା ଏତେ ସୁନା ଦର

Bb

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଆଜିକା ସମୟରେ ସୁନାର ଦର ବିଷୟରେ ତ ଜାଣିଥିବେ ।
ସୁନା ଦରକୁ ନେଇ ଏବେ କିଛି ଖବର ସାମ୍ନାକୁ ଆସିଛି । ଆପଣମାନେ ଏହି ଖବର ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ସର୍ଡନ ସୁନା ଦର ହ୍ରାସ ହୋଇଛି ବୋଲି ଏବେ ଆସିଛି ଖବର । ସୁନାପ୍ରେମୀମାନଙ୍କ ପାଇଁ ଆସିଲା ଖୁସି ଖବର ।
ହୁ ହୁ ହୋଇ ସୁନା ଦର ବଢୁଥିବା ବେଳେ ଏବେ ଖବର ଆସିଛି କି ସୁନା ଦରରେ ବ୍ରେକ ଲାଗିଛି । ଏକାସାଙ୍ଗରେ ଏତେ ଟଙ୍କା ଖସି ଯାଇଛି ସୁନା ଦର ଯାହା ଶୁଣିଲେ ଯେ କେହିବି ଆଶ୍ଚର୍ଯ୍ୟ ହୋଇଯିବ । ଏହି ନୂଆ ସୁନା ଦର ଶୁଣି ସୁନା ଦୋକାନରେ ଭିଡ ଲାଗିଲାଣି ।
Bb
ହୁ ହୁ ହୋଇ ସୁନା ଦର ବଢୁଥିବା ବେଳେ ସୁନା ଦର ଏତେ କମିଯିବ ବୋଲି କେହି କେବେ ଆଶଙ୍କା କରିନଥିଲେ । ଏକା ସାଙ୍ଗରେ ବହୁତ ଟଙ୍କା କମି ଯାଇଛି ସୁନା ଦର । ସୁନା ଦର ଦୁଇଦିନ କମି ଯାଇଥିଲା ଆଉ ସୁନା ଦୋକାନ ଆଗରେ ଭିଡ ଦେଖିବାକୁ ମିଳିଥିଲା । 
ଆପଣମାନେ ଯଦି ସୁନା କିଣିବାକୁ ଚାହୁଁଛନ୍ତି ତାହେଲେ ଏହି ବିଷୟରେ ଜାଣି ରଖନ୍ତୁ । ୨୧ ତାରିଖ ଦିନ ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୭୫ ହଜାର ୧୬୦ ଟଙ୍କା ହୋଇଥିବା ବେଳେ ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ଦର ୬୮ ହଜାର ୯୦୦ ଟଙ୍କା ରହିଥିଲା ।
ସେହିପରି ଭୁବନେଶ୍ୱର ସହରରେ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୬୮ ହଜାର ୯୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ୍ ସୁନା ଦର ୭୫ ହଜାର ୧୬୦ ଟଙ୍କା ଥିଲା । ହଠାତ୍ ଗତକାଲି ସୁନା ଦର୍ କମି ଯାଇଛି ।
Gh
ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦର ୬୮ ହଜାର ୨୯୦ ଟଙ୍କା ଆଉ ୨୪ କ୍ୟାରେଟ ସୁନା ଦର ୭୪ ହଜାର ୫୦୦ ଟଙ୍କା ହୋଇଛି । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ଦର ୭୪ ହଜାର ୫୧୦ ଟଙ୍କା ହୋଇଥିବା ବେଳେ ୨୨ କ୍ୟାରେଟ୍ ସୁନା ଦର ୬୮ ହଜାର ୩୦୦ ଟଙ୍କା । ଭୁବନେଶ୍ୱର ସହରରେ ମଧ୍ୟ ସୁନା ଦର ସେୟା ରହିଛି ।
ମୁମ୍ବାଇ ସହରରେ ୨୪ କ୍ୟାରେଟ ସୁନା ଦର ୭୪ ହଜାର ୫୧୦ ଟଙ୍କା ହୋଇଥିବା ବେଳେ ୨୨ କ୍ୟାରେଟ୍ ସୁନା ଦର ୬୮ ହଜାର ୩୦୦. ଟଙ୍କା ।ଏବଂ ନୂଆଦିଲ୍ଲୀରେ ୬୮ ହଜାର ୪୫୦ ଟଙ୍କା ୨୨ କ୍ୟାରେଟ ସୁନା ଦର ଥିବା ବେଳେ ୨୪ କ୍ୟାରେଟ ୭୪ ହଜାର ୬୧୦ ଟଙ୍କା ରହିଛି । ଏଭଳି ଚେନ୍ନାଇ ଆଉ କଲିକତା ସହରର ସୁନା ଦର ମଧ୍ୟ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ ।

Advertisement