Jul 4, 2024, 17:20 IST

ପ୍ରଭୁ ଜଗନ୍ନାଥଙ୍କ ପାଖକୁ ଆସିଲା ଅନନ୍ତ ଅମ୍ବାନୀଙ୍କ ସୁନାର ନିମନ୍ତ୍ରଣ କାର୍ଡ ଦେଖନ୍ତୁ କଣ ଅଛି ଏହି କାର୍ଡ ରେ

Hh

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏଭଳି ଏକ ଖବର ଜାଣିପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଭାରତର ଧନୀ ବ୍ୟକ୍ତିମାନଙ୍କ ଭିତରୁ ମୁକେଶ ଅମ୍ବାନୀ ହେଉଛନ୍ତି ଅନ୍ୟତମ । ଏହି ବ୍ୟକ୍ତି ଜଣଙ୍କର ପୁଅ ଅନନ୍ତ ଅମ୍ବାନୀ । ସେ ଧନୀ ହେଲେ ମଧ୍ୟ ପ୍ରଭୁ ଜଗନ୍ନାଥଙ୍କୁ ମାନି ଯାଇଛନ୍ତି । ସେ ପ୍ରଭୁ ଜଗନ୍ନାଥଙ୍କୁ ବହୁତ ବିଶ୍ବାସ କରିଥାନ୍ତି ।
Gg
ପୁଅ ଅନନ୍ତ ଶୋଇଥିଲେ ଆଉ ପ୍ରଭୁ ଜଗନ୍ନାଥ ଦେଖା ଦେଇଥିଲେ । ବାହାଘର ପୂର୍ବରୁ ପ୍ରଭୁ ଜଗନ୍ନାଥଙ୍କୁ ଦୁଃଖ ଜଣାଇଥିଲେ ଅନନ୍ତ । ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ ବାହାଘର ହେବାକୁ ଯାଉଛନ୍ତି । ଆଉ ଏବେ ପ୍ରଭୁ ଜଗନ୍ନାଥଙ୍କ ପାଖକୁ ରୂପା କାର୍ଡ ପଠାଇ ଜଗାକୁ ନିମନ୍ତ୍ରଣ କରିଛନ୍ତି ଅନନ୍ତ ଅମ୍ବାନୀ । ଅନନ୍ତ ଅମ୍ବାନୀ କୋଟି କୋଟି ଟଙ୍କାର ମାଲିକ ଅଟନ୍ତି । କିନ୍ତୁ ଜଗା ଆଗରେ କିଛି ନାହିଁ । ପ୍ରଭୁ ଜଗନ୍ନାଥ କାହାର କୋଟି କୋଟି ଟଙ୍କାକୁ ଲୋଭ କରନ୍ତି ନାହିଁ । ସେ କେବଳ ଭକ୍ତଙ୍କ ପ୍ରେମ ଆଉ ଭକ୍ତି ଚାହାନ୍ତି । 
Hh
ଗରିବ ହେଉ ଅବା ଧନୀ ସମସ୍ତଙ୍କର ଦୁଃଖ ଶୁଣିଥାଏ ଜଗା । ଯେତେବେଳେ ଅନନ୍ତ ଅମ୍ବାନୀ ପୁରୀ ଶ୍ରୀମନ୍ଦିର ଆସିଥିଲେ ଆଉ ପ୍ରଭୁଙ୍କୁ ଦେଖା କରିଥିଲେ ସେ ଏହି କଥା ମନେ ରଖିଛନ୍ତି ଆଉ ସେ କେବେବି ପ୍ରଭୁଙ୍କୁ ଭୁଲି ପାରିବେ ନାହିଁ । କୋଟି କୋଟି ଟଙ୍କାର ପାହାଡ଼ରେ ବସି ସେ ଏତେ ଖୁସି ନଥିଲେ ଆଉ ପ୍ରଭୁ ଜଗନ୍ନାଥଙ୍କ ପାଖକୁ ଆସି ସେ ବହୁତ ଖୁସି ହୋଇଥିଲେ । ଆସନ୍ତା ମାସ ୧୨ ତାରିଖରେ ଅନନ୍ତ ଅମ୍ବାନୀ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ମୁକେଶ ଆମ୍ବନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ବିବାହ କରିବାକୁ ଯାଉଛନ୍ତି ।
ସେ ରାଧିକା ମର୍ଚାଣ୍ଡଙ୍କୁ ବିବାହ କରୁଛନ୍ତି । ତାଙ୍କ ବିବାହ କାର୍ଡରେ ଅତିଥି ମାନଙ୍କ ପାଇଁ ଏକ ବିଶେଷ ଉପହାର ରହିଛି । ଲାଲ ବାକ୍ସରେ ରହିଛି ଭଗବାନ ଗଣେଶ ଏବଂ ରାଧାକୃଷ୍ଣ ଆଉ ଦୁର୍ଗା ମାଆଙ୍କ ମୂର୍ତ୍ତି ସୁନାରେ ରହିଥିବା ବେଳେ ରୂପାର ଏକ ମନ୍ଦିର ରହିଛି । ଆଉ ଏହି କାର୍ଡ ଭାରତୀୟ ପରମ୍ପରାରେ ପରିପୂର୍ଣ୍ଣ ରହିଛି । ଆଉ ପ୍ରଭୁ ଜଗନ୍ନାଥଙ୍କ ପାଖକୁ ଆଜି ଏହି କାର୍ଡ ପହଞ୍ଚିଛି । ଅନନ୍ତ ଅମ୍ବାନୀଙ୍କ ବାହାଘର କାର୍ଡ ଖୋଲିଲେ ଭଗବାନଙ୍କ ମନ୍ତ୍ର ବାଜୁଛି । ଏବେ ଏହି ବିବାହ କାର୍ଡ ପ୍ରଭୁ ଜଗନ୍ନାଥଙ୍କ ପାଖରେ ପହଞ୍ଚିଛି ।

Advertisement