Jun 13, 2024, 16:45 IST

ଏକାଠି ହେଲେ ମୋଦୀ ନବୀନ ଦେଖନ୍ତୁ ଏହି ସୁନ୍ଦର ଦୃଶ୍ୟ ସାରା ଓଡ଼ିଶା କହିଲେ ସାବାସ

Vb

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇ ପାରୁଛନ୍ତି । ଏବେ ରାଜନୀତିକୁ ନେଇ ଆସୁଥିବା ଖବର ସବୁ ପାଇ ପାରୁଛନ୍ତି । ଆପଣମାନେ ସମସ୍ତେ ଏବେ ରାଜନୀତିକୁ ନେଇ ଯାହା ଖବର ଆସୁଛି ତାହା ସବୁ ସୋସିଆଲ ମିଡ଼ିଆ ଦ୍ଵାରା ଜାଣି ପାରୁଥିଁବେ । ଏବେ ଏକ ଭିଡିଓ ମାଧ୍ୟମରେ ଆପଣମାନେ ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଖିପାରିବେ । 
Bb
ଆପଣମାନେ ସମସ୍ତେ ତ ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନେଇ ଆସିଛି ଖବର । ଆପଣମାନେ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ଜାଣିଥିବେ । ଏବେ ଓଡ଼ିଶାରେ ବିଜେପି ଶାସନ ଚାଲୁଛି । ଆଉ ଏହି ବିଜେପି ଶାସନରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ହୋଇଛନ୍ତି । ତାଙ୍କର ଶପଥ ଗ୍ରହଣ ସମୟରେ ନବୀନ ପଟ୍ଟନାୟକ ସେଠାରେ ଉପସ୍ଥିତ ଥିଲେ । ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଥିଲେ । ଆଉ ସେ ନବୀନଙ୍କ ପାଖକୁ ଯାଇ କଣ ସବୁ କଥା ହେଉଥିଲେ । ଯାହାର ଭିଡିଓ ଆପଣମାନେ ଦେଖିପାରିବେ । ନବୀନ ଛିଡ଼ା ହୋଇଥିଲେ । ଆଉ ତାଙ୍କ ପାଖରେ ପହଞ୍ଚିଥିଲେ ମୋଦୀ । 
Vb
ମୋଦୀ ତାଙ୍କ ପାଖରେ ପହଞ୍ଚି ତାଙ୍କ ସହିତ କଥା ହୋଇଥିଲେ । ନବୀନ ପଟ୍ଟନାୟକ ମଧ୍ୟ ହସି ହସି ମୋଦୀଙ୍କ ସହିତ କଥା ହେଉଥିଲେ ।ଶପଥ ଗ୍ରହଣ ପରେ ଏଭଳି କିଛି ଦେଖିବାକୁ ମିଳିଥିଲା । ଓଡ଼ିଶାର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି ମୋହନ ମାଝୀ ଆଉ ତାଙ୍କ ସହ ତାଙ୍କ ମନ୍ତ୍ରୀ ମଣ୍ଡଳ ମଧ୍ୟ ଶପଥ ନେଇଛନ୍ତି । ସେଠାରେ ନିମନ୍ତ୍ରଣ ପାଇ ସାମିଲ ହୋଇଥିଲେ ନବୀନ ପଟ୍ଟନାୟକ । ଶପଥ ଗ୍ରହଣ ପରେ ଏଭଳି ଦେଖିବାକୁ ମିଳିଥିଲା । ୨୫ ବର୍ଷ ହେଲା ଜିତି ଆସୁଥିବା ନବୀନ ହାରି ଯାଇଛନ୍ତି ସତ କିନ୍ତୁ ଶପଥ ଗ୍ରହଣ ସମୟରେ ସେ ସେଠାରେ ପହଞ୍ଚିଥିଲେ । 
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହସି ହସି ସେଠାରେ ପହଞ୍ଚିଥିଲେ । ସେ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ସ୍ଵାଗତ କରିଥିଲେ । ଲୋକମାନେ ଆଲୋଚନା କରିଥାନ୍ତି କି ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ ବେଳେ ନବୀନ ସେଠାରେ ରହିବେ । ଏହାକୁ ନେଇ ଅନେକ ପ୍ରଶ୍ନ ଆସୁଥିବା ବେଳେ ସେଠାରେ ପହଞ୍ଚିଥିଲେ ନବୀନ ପଟ୍ଟନାୟକ । ଆଉ ୨୫ ବର୍ଷ ହେଲା ନବୀନ ପଟ୍ଟନାୟକ ଯେତେବେଳେ ମୁଖ୍ୟମନ୍ତ୍ରୀ ପାଇଁ ଶପଥ ନେଇଛନ୍ତି ସବୁ ନେତାଙ୍କୁ ନିମନ୍ତ୍ରଣ ଦେଇଥାନ୍ତି । ଆଉ ଏବେ ସେ ନିମନ୍ତ୍ରଣ ପାଇ ଆସିଛନ୍ତି । ସେଠାରେ ମୋଦୀ ମଧ୍ୟ ଥିଲେ । ମୋଦୀ ସେଠାରୁ ବାହାରି ଯାଉଥିବା ବେଳେ ନବୀନ ପଟ୍ଟନାୟକଙ୍କୁ ଦେଖି ଅଟକି ଯାଇଥିଲେ । ଆଉ ଏହାପରେ ସେମାନେ ଦୁଇଜଣ କଥା ହୋଇଥିଲେ । ଏବେ ଏହାକୁ ନେଇ ଚର୍ଚ୍ଚା ହେଉଛି ।

Advertisement