Updated: Feb 28, 2025, 09:37 IST

ଆଖି ବୁଜିଦେଲେ ଉତ୍ତମ ମହାନ୍ତି ସବୁ ଦିନ ପାଇଁ ଆର ପାରି କୁ ଚାଲିଗଲେ...

Gg

ବର୍ତ୍ତମାନ ସବୁଠାରୁ ବଡ଼ ଖବର ଆସି ପହଞ୍ଚିଛି। ଯାହାକୁ ନେଇ ସାରା ଓଡ଼ିଶାରେ ଏହା ଖୁବ ଚର୍ଚ୍ଚା ହେବାରେ ଲାଗିଛି। ଏବେ ଓଡ଼ିଶାର ଓଲିଉଡ଼ ଇଣ୍ଡଷ୍ଟ୍ରି ର ସବୁଠାରୁ ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ଆରପାରି ରେ ଅଛନ୍ତି। ଏବେ ତାଙ୍କର ଦେହାନ୍ତ ହୋଇ ସାରିଛି। ଓଡ଼ିଆ ଚଳଚ୍ଚିତ୍ରର ସେ ହେଉଛନ୍ତି ଏକ ବରିଷ୍ଠ ଅଭିନେତା। ଦିଲ୍ଲୀ ର ଗୁରୁଗ୍ରାମ ର ମେଦାନ୍ତ ହସ୍ପିଟାଲ ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି।
Gv
ଗତ କିଛିଦିନ ହେବ ସେ ଲିଭର ସିରୋସର୍ ରୋଗରେ ପୀଡିତ ଥିଲେ। ଯେତେବେଳେ ତାଙ୍କୁ ଏହି ରୋଗ ହୋଇଥିଲା ସେତେବେଳେ ତାଙ୍କୁ ଭୁବନେଶ୍ୱର ର ଏକ ପ୍ରାଇଭେଟ୍ ହସ୍ପିଟାଲ ରେ ଚିକିତ୍ସା କରାଯାଉ ଥିଲା। ସେଠାରୁ ହିଁ ଜଣା ପଡିଥିଲା କି ତାଙ୍କୁ ଲିଭର ସିରୋସିସ୍ ହୋଇଛି ବୋଲି। ଯାହାକି ଜଣା ପଡ଼ିଥିଲା କି ତାଙ୍କର ଲିଭର ଅକାମୀ ହୋଇ ପଡ଼ିଛି ବୋଲି। ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ତୁରନ୍ତ ମେଡ଼ିକାଲ ନିଆ ଯାଇଥିଲା।
Gg
ଉତ୍ତମ ଚିକିତ୍ସା ପାଇଁ ତାଙ୍କୁ ତୁରନ୍ତ ଦିଲ୍ଲୀ ର ମେଦାନ୍ତ ହସ୍ପିଟାଲ କୁ ନିଆ ଯାଇଥିଲା। ଦିଲ୍ଲୀ ର ମେଦାନ୍ତ ହସ୍ପିଟାଲ ରେ ହିଁ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପ୍ରାଣ ଚାଲି ଯାଇଛି। ଯାହାକୁ ନେଇ ଏବେ ସମସ୍ତେ ପୂରା ଦୁଃଖରେ ଭାଙ୍ଗି ପଡିଛନ୍ତି। ଏଭଳି ଭାବରେ ହଠାତ୍ ଚାଲି ଯାଇଛନ୍ତି ଉତ୍ତମ ମହାନ୍ତି। ଦିଲ୍ଲୀ ର ମେଦାନ୍ତ ହସ୍ପିଟାଲ ରେ ଯେତେବେଳେ ସେ ଚିକିତ୍ସାଧୀନ ଅବସ୍ଥାରେ ଥିଲେ ସେତେବେଳେ ସମସ୍ତେ ଏହା ଆଶା ବାନ୍ଧି ଥିଲେ ଯେ ,
ଉତ୍ତମ ମହାନ୍ତି ଖୁବ ଶୀଘ୍ର ସୁସ୍ଥ ହୋଇଯିବେ ବୋଲି। ଓଡ଼ିଶାରେ ତାଙ୍କର ଅନେକ ଫ୍ୟାନ ମଧ୍ୟ ରହିଛନ୍ତି। ଯେଉଁମାନେ କି ତାଙ୍କୁ ଖୁବ ଭଲ ପାଆନ୍ତି। ଲୋକମାନେ ପୁରୁଣା ଫିଲ୍ମ୍ ଦେଖି ତାଙ୍କୁ ଖୁବ ଝୂରୁ ଥିଲେ। ସମସ୍ତେ ଆଶା ବାନ୍ଧିଥିଲେ କି କେତେବେଳେ ଉତ୍ତମ ମହାନ୍ତି ଘରକୁ ଫେରିବେ ବୋଲି। ହେଲେ ଖବର ଆସି ପହଞ୍ଚିଛି କି ଉତ୍ତମ ମହାନ୍ତି ଙ୍କ ପରଲୋକ ହୋଇଛି। ତେବେ ଆମେ ଏବେ ଭଗବାନ ଙ୍କୁ ପ୍ରାର୍ଥନା କରିଛୁ ତାଙ୍କର ଆତ୍ମା କୁ ଶାନ୍ତି ମିଳୁ।

Advertisement