Sep 25, 2024, 14:39 IST

ଆଖି ଆଗରେ ଘଟିଲା ଏମିତି..ଛତୁ ହେଇଗଲା ଦିପକଙ୍କ ମୁଣ୍ଡ

Gg

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ କି ଜଣେ ଯୁବକ ଆଜି ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି । ତାଙ୍କ ସୁଖର ସଂସାର ଆଜି ଭାସି ଯାଇଛି । ଆଉ ମାତ୍ର ତିନି କିଲୋମିଟର ଯିବା ପରେ ଦିପକ ତାଙ୍କ ଘରେ ପହଞ୍ଚି ଯାଇଥାନ୍ତେ । ଆଉ ସେ ଘରେ ପହଞ୍ଚି ତାଙ୍କ ଝୁଅକୁ ଗେଲ କରିଥାନ୍ତେ । କିନ୍ତୁ ଭାଗ୍ୟର ବିଡମ୍ବନା ଏଭଳି ହୋଇଯିବ ତାହା କିଏ ବା ଜାଣିଥିଲା । 
Bt
ଦିପକ ବିବାହ କରିଥିଲେ କିଛି ବର୍ଷ ତଳେ । ଆଉ ସେ ତାଙ୍କ ସ୍ତ୍ରୀ ଆଉ ଛୁଆ ସହିତ ହସଖୁସିରେ ରହୁଥିଲେ କିନ୍ତୁ ତାଙ୍କ ଖୁସିରେ ଆଉ କାହାର ନଜର ଲାଗିଗଲା । ଦିପକ ଦେଢବର୍ଷ ତଳେ ବିବାହ କରିଥିଲେ । ଆଉ ସେ ଏବେ ତାଙ୍କ ସ୍ତ୍ରୀକୁ ଏକୁଟିଆ କରି ଛାଡି ଚାଲି ଯାଇଛନ୍ତି । ଦିପକ ଘରକୁ ଆସିଥିଲେ ତାଙ୍କ ସ୍ତ୍ରୀଙ୍କ ସହିତ କଥା ହୋଇଥାନ୍ତେ ଆଉ କହିଥାନ୍ତେ ପରୀକ୍ଷା ବହୁତ ଭଲ ହୋଇଛି କିନ୍ତୁ ଏଭଳି ସବୁ ଘଟଣା ଘଟିଯିବ କିଏ ବା ଜାଣିଥିଲା । ଏବେ ଏହି ସ୍ତ୍ରୀ ଜଣକ ଏକା ହୋଇ ଯାଇଛନ୍ତି ।
Bb
ଆଉ ଯିଏ ଦୁନିଆ ବିଷୟରେ କିଛି ଜାଣି ନାହିଁ ଆଉ ଯାହାକୁ ବାପାର ସ୍ନେହ ଦେଇଥାନ୍ତେ ଆଜି ସେହି କୁନି ଝିଅଟି ମଧ୍ୟ ଏକା ହୋଇଯାଇଛି । ଏବେ ଦୁଃଖରେ ଭାଙ୍ଗି ପଡିଛନ୍ତି ଦୀପକଙ୍କ ପରିବାର । ଦିପକ ଆରଆଇ ପରୀକ୍ଷା ଦେଇ ଯାଇଥିଲେ । ଆଉ ସେ ପରୀକ୍ଷା ଦେଇ ଫେରିବା ବାଟକୁ ସମସ୍ତେ ଚାହିଁ ରହିଥିଲେ କିନ୍ତୁ ଦିପକ ବଦଳରେ ତାଙ୍କ ମର ଶରୀର ଘରକୁ ଫେରିଥିଲା । ଯେତେବେଳେ ଘରେ ଆସି ଆମ୍ବୁଲାନ୍ସ ପହଞ୍ଚିଥିଲା ସେତେବେଳେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ।
ଆଉ ଯେତେବେଳେ ଘରୁ ଦିପକଙ୍କ ମାଆ ଆଉ ସ୍ତ୍ରୀ ଘରୁ ବାହାରି ଆସିଥିଲେ ସେତେବେଳେ ଦିପକଙ୍କ ମର ଶରୀରକୁ ଦେଖି ସେମାନେ କିଛି ଜାଣିପାରି ନଥିଲେ । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଶ୍ଚର୍ଯ୍ୟ ସୃଷ୍ଟି କରିଛି । ଏହି ଘଟଣା ଦିଗପହଣ୍ଡୀ ଅଞ୍ଚଳରେ ଦେଖିବାକୁ ମିଳୁଛି । ଏହି ଯୁବକ ଜଣକ ସବୁଦିନ ପାଇଁ ଆଜି ଚାଲି ଯାଇଛନ୍ତି । ପରୀକ୍ଷା ଦେଇ ଫେରୁଥିବା ବେଳେ ଦିପକ ସ୍କୁଟିରେ ଆସୁଥିଲେ ଆଉ ତାଙ୍କ ଗାଡ଼ିକୁ ଏକ ମହିନ୍ଦ୍ରା ଗାଡ଼ି ଧକ୍କା ଦେଇଥିଲା । ଏହି ଗାଡ଼ି ତାଙ୍କ ଗାଡ଼ି ଉପରେ ଚଢ଼ି ଯାଇଥିଲା ଆଉ ସବୁଦିନ ପାଇଁ ଆଖି ବୁଜି ଦେଇଥିଲା ଦିପକ ।

Advertisement