Jul 2, 2024, 20:09 IST

ଅଜା କଟାମୁଣ୍ଡ ବ୍ୟାଗରେ ରଖି ବୁଲିଲା ନାତି ଦେଖି ଧାଇଁଲେ ସମସ୍ତେ ଦେଖନ୍ତୁ - Exclusive

Vh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ବନ୍ଧୁଗଣ ସମ୍ପର୍କୀୟ ଅଜାକୁ ହ-ତ୍ୟା କଲା ପରେ ଶେଷରେ କଟା ମୁଣ୍ଡଟିକୁ ବ୍ୟାଗରେ ଧରି ଗାଁ ଦାଣ୍ଡରେ ବୁଲୁଛି ନାତି।
Bh
ନାତି ନିଜ ଅଜାର ହ-ତ୍ୟା କଲାପରେ ଗାଁ ଦାଣ୍ଡରେ ଘୂରି ବୁଲୁଛି। ଆଉ ହାତରେ ଧରିଛି ଅଜାର କଟା ମୁଣ୍ଡ। ସମ୍ପର୍କୀୟ ଅଜାର କଟାମୁଣ୍ଡକୁ ଏକ ବ୍ୟାଗରେ ଧରି ଘୂରି ବୁଲୁଛି ନାତି। ଏହାକୁ ଦେଖି ଗାଁ ଲୋକ ମଧ୍ୟ ଆତଙ୍କିତ ହେଇପଡିଛନ୍ତି। ଏଭଳି ଏକ ବିଭତ୍ସ ହ-ତ୍ୟା-କା-ଣ୍ଡ ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ ବ୍ଲକ ଅନ୍ତର୍ଗତ କେବଳାଙ୍ଗ ଥାନା ପୁରୁଣା ଗାଁରେ। ଗୁଣୀଗାରେଡି ସନ୍ଦେହରେ ବିଭତ୍ସ ହ-ତ୍ୟା-କା-ଣ୍ଡ ଘଟିଛି ବୋଲି କୁହାଯାଉଛି। 
Bb
ସୂଚନା ଅନୁସାରେ ଅଜାଙ୍କୁ ଟାଙ୍ଗିଆରେ ହାଣି ହ-ତ୍ୟା କଲା ପରେ ନାତି ବ୍ୟାଗରେ କଟା ମୁଣ୍ଡ ଧରି ବୁଲୁଥିଲା। ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ଅଜାଙ୍କର ସମ୍ପର୍କୀୟ ନାତୀ ହେବେ। ନାତିର ନାଁ ହେଉଛି ସଲମନ୍ ମୁଣ୍ଡା। ଯାହାଙ୍କର ବୟସ ୪୫ ବର୍ଷ। ହ-ତ୍ୟା କରାଯାଇଥିବା ଅଜାଙ୍କ ନାଁ ହେଇଛି ନୈମ୍ନ ମୁଣ୍ଡା। ଯାହାଙ୍କର ବୟସ ୫୬ ବର୍ଷ। ଆଉ ଅଜାର କଟା ମୁଣ୍ଡକୁ ଏକ ବ୍ୟାଗରେ ଧରି ଗାଁରେ ବୁଲୁଥିଲା ହ-ତ୍ୟା-କା-ରୀ ନାତି। 
 
ବନ୍ଧୁଗଣ ଗାଁ ଲୋକ ଏହାକୁ ଦେଖି କେବଳାଙ୍ଗ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ହ-ତ୍ୟା-କା-ରୀକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ। ଏହି ହ-ତ୍ୟାକୁ ଦେଖି ଗୁଣିଗାରେଡ଼ି ସନ୍ଦେହରେ ହ-ତ୍ୟା କରାଯାଇଛି ବୋଲି ଗାଁ ଲୋକ ଆଲୋଚନା କରୁଥିବା ପୋଲିସ କହିଛି। ଏବେ ପୋଲିସ ଶ-ବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

Advertisement