Aug 29, 2024, 17:37 IST

ଏୟାରଟେଲ ବନ୍ଦ କଲା ୧୦ ବର୍ଷର ଏହି ପ୍ଲାନ୍ ଦେଖନ୍ତୁ ଆସିଲା ବହୁତ୍ ବଡ଼ ଖବର

Hg

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ଏୟାରଟେଲ ସିମକୁ ନେଇ ଆସିଛି କିଛି ଖବର । ଏୟାରଟେଲ ଏବେ ବନ୍ଦ କରିଦେଲା ଏହି ପୁରୁଣା ସର୍ଭିସ୍ । ଏବେ ଏହି ଖବର ଆସିବା ପରେ ଅନେକ ଗ୍ରାହକ ହନ୍ତସନ୍ତ ହେଉଛନ୍ତି । ଏବେ ଏୟାରଟେଲ ଗ୍ରାହକଙ୍କୁ ଦେଇଛି ବଡ ଝଟକା ଆଉ ଏବେ ଏହାକୁ ନେଇ ଚିନ୍ତାରେ ଗ୍ରାହକ । 
Vv
ଏବେ ଏୟାରଟେଲ ବନ୍ଦ କରିଦେଇଛି ଗୋଟିଏ ସର୍ଭିସ୍ । ଏବେ କୋଟି କୋଟି ୟୁଜର୍ଷ ଏବେ ଚିନ୍ତାରେ । ଏବେ ଏୟାରଟେଲ କମ୍ପାନୀ ଖୁଲାଶା କରିଛି କି ଆପୋଲୋ ସହିତ ସେ ପାର୍ଟନରସିପ କରିବାକୁ ଯାଉଛି । ଆଉ ଆସନ୍ତା କିଛି ମାସରେ ୱିଙ୍କ ମ୍ୟୁଜିକ ବନ୍ଦ କରି ଦିଆଯିବ । ଆପୋଲୋ ସହିତ ପାର୍ଟନରସିପ କରୁଥିବାରୁ ଏବେ ଆପୋଲୋ ମ୍ୟୂଜିକର ଆକ୍ସେକ୍ ମିଳିଯିବ । ଏହାସହ ଅନେକ କିଛି ପରିବର୍ତ୍ତନ ହେବା ସହ ଅନେକ କିଛି ବଦଳି ଯିବ ବୋଲି ଏବେ ଖବର ଆସିଛି । 
Gg
ୱିଙ୍କ୍ ପ୍ରିମିୟମ ୟୁଜର୍ଷମାନେ ଏବେ ଏୟାରଟେଲ ଠାରୁ ଖାସ ଅଫର ପାଇବେ । ଏବେ ଏୟାରଟେଲ ଘୋଷଣା କରିଛି କି ଅପୋଲ ଟିଭି ପ୍ଲସର ମଜା ୱୀଙ୍କ ମ୍ୟୁଜିକ ୟୁଜର୍ଷଙ୍କୁ କମ୍ପାନୀର ଭିଡିଓ ଷ୍ଟ୍ରିମିଙ୍ଗ ପ୍ଲାଟଫର୍ମ ଏକଷ୍ଟ୍ରିମ୍ ମାଧ୍ୟମରେ ମିଳିବ । ଏବେ ଏହି ପାର୍ଟନରସିପ କାରଣରୁ ଅନେକ ଫାଇଦା ପାଇବେ। ଏହାଦ୍ବାରା ଅନେକ ଲୋକ ଯେଉଁମାନେ ଏୟାରଟେଲ ପ୍ରିପେଡ଼, ପୋଷ୍ଟପେଡ, ୱାଇଫାଇ ସେବା ନେଉଛନ୍ତି ସେମାନେ ଏହାର ଲାଭ ପାଇପାରିବେ । ଏବେ ଏହାକୁ ନେଇ ଆସୁଛି ଖବର । ଲୋକମାନେ ଏହାର ଲାଭ ଉଠାଇଲୋ ପାରିବେ । 
ଭାରତରେ ଆପୋଲ ଟିଭି ପ୍ଲସ ପାଇଁ ୯୯ ଟଙ୍କା ଦେଇ ଏହି ସେବା ପାଇପାରିବେ । ପ୍ରତିମାସରେ ୯୯ ଟଙ୍କା ଦେଇ ଆପଣ ମେମ୍ବର ହୋଇପାରିବେ । ପିଲାମାନଙ୍କ ପାଇଁ ଏବଂ ପରିବାର ପାଇଁ ଅଲଗା ଅଲଗା ଟଙ୍କା ରହିଛି । ଏୟାରଟେଲ ୱିଙ୍କ ମ୍ୟୁଜିକ୍ ପ୍ରାୟ ୧୦ ବର୍ଷ ତଳେ ଲଞ୍ଚ କରିଥିଲା । ଆଉ ଏହିଥିରେ ଅଧିକ ଉପକୃତ ମଧ୍ୟ ବ୍ୟବହାରକାରୀମାନେ ହେଉଥିଲେ । ଏହା ଜରିଆରେ ଲୋକମାନେ କଲର ଟ୍ୟୁନ ରଖିପାରିବେ ଆଉ ଗୀତ ଡାଉନଲୋଡ କରି ଶୁଣିପାରିବେ ଆଉ ଏବେ ନିକଟରେ ଏହି ସେବା ବନ୍ଦ ହେବାକୁ ଯାଉଛି ।

Advertisement