May 16, 2024, 06:33 IST

ଆହା କି କଷ୍ଟ ! ହସି ହସି ସ୍ବାମୀ ର ଗୁ-ପ୍ତା-ଙ୍ଗ କୁ..ପିଟି ପିଟି ଛେଚେରା କରିଦେଲା ରାକ୍ଷସୀ ସ୍ବୀ..

Gg

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ପର ପୁରୁଷ ପାଇଁ ନିଜ ସ୍ଵାମୀ ର ଗୁ-ପ୍ତା-ଙ୍ଗ କୁ କା-ଟି ଦେଲା ସ୍ତ୍ରୀ।ବର୍ତ୍ତମାନ ସମୟ ରେ ମହିଳା ମାନେ ଏଭଳି କିଛି କାମ କରୁଛନ୍ତି ଯାହାକୁ ନେଇ ଏବେ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।
ଆମେ ଆଜି ସେଭଳି ଏକ ମହିଳା ଙ୍କ ବିଷୟ ରେ କହିବାକୁ ଯାଉଛୁ ଯିଏ କି ପର ପୁରୁଷ ପାଇଁ ନିଜ ସ୍ଵାମୀ କୁ ଜୀବନ ରୁ ମାରି ଦେଇଛି।ଏଭଳି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ଥାନା ଅଞ୍ଚଳ ର ତାଳପଦା ଗାଁ ରେ।ସେଠାରେ ଗତ କିଛି ଦିନ ତଳେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି।
Gg
ସୂଚନା ଅନୁସାରେ ସେହି ଅଞ୍ଚଳ ର ବନିତା ଜେନା ବନ ବିହାରି ଜେନା ଙ୍କୁ ଗତ କିଛି ବର୍ଷ ତଳେ ବିବାହ କରି ଥିଲେ।ବିବାହ ପରେ ଉଭୟ ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟରେ ଭଲ ସମ୍ପର୍କ ରହି ଥିଲା।ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ମଧ୍ୟ ହୋଇ ଥିଲା।
ହେଲେ ତାଙ୍କ ସ୍ଵାମୀ ଚାକିରି କରିବା ପାଇଁ ତାମିଲନାଡୁ ଯାଇ ଥିଲେ।ଘରେ କେହି ନ ଥିବାର ସୁଯୋଗ ନେଇ ବନିତା ନିଜ ପାଖ ପଡ଼ୋଶୀ ଘର ଯୁବକ ଙ୍କ ପ୍ରେମ ରେ ପଡ଼ି ଯାଇ ଥିଲେ।ଏହା ପରେ ଉଭୟ ଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢି ଉଠି ଥିଲା।
Hh
କିଛି ଦିନ ପରେ ମହିଳା ଙ୍କ ସ୍ଵାମୀ କାମ ରୁ ଘର କୁ ଫେରି ଆସି ଥିଲେ।ସେ ଅନେକ ଥର ନିଜ ସ୍ତ୍ରୀ ଓ ପ୍ରେମିକ କୁ ଅ-ସଂ-ଜ-ତ ଅବସ୍ଥା ରେ ଦେଖି ଥିଲେ।ଏହା ପରେ ଉଭୟ ବନିତା ଓ ସ୍ଵାମୀ ବନ ବିହାରି ଜେନା ଙ୍କ ମଧ୍ୟ ରେ ଖୁବ୍ ଝଗଡ଼ା ହୋଇ ଥିଲା।
ବନିତା ନିଜ ସ୍ଵାମୀ ଙ୍କ ଉପରେ ରାଗି ତାଙ୍କ ଗୁ-ପ୍ତା-ଙ୍ଗ କୁ କା-ଟି ଦେଇ ଥିଲେ।ଏହା ପରେ ତାଙ୍କ ସ୍ଵାମୀ ଙ୍କ ରେ ମୃ-ତ୍ୟୁ ହୋଇ ଯାଇ ଥିଲେ।ନିଜକୁ ବଞ୍ଚାଇବାକୁ ଯାଇ ସେ ସ୍ଵାମୀ ର ଶବ କୁ ଦଉଡ଼ି ରେ ଟଙ୍ଗାଇ ଦେଇ ଆ-ତ୍ମ-ହ-ତ୍ୟା କରିଛନ୍ତି ବୋଲି କହି ଥିଲେ।
ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ଥିଲେ।ପରେ ଜଣା ପଡି ଥିଲା କି ତାଙ୍କ ସ୍ତ୍ରୀ ହିଁ ମୁଖ୍ୟ ଅଭିଯୁକ୍ତ।ପୋଲିସ ତାଙ୍କୁ ଏବେ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।ତେବେ ମହିଳା ଙ୍କୁ ଫାଶୀ ଦଣ୍ଡ ରେ ଦଣ୍ଡିତ କରା ଯାଉ ବୋଲି ଲୋକ ମାନେ କହିଛନ୍ତି।

Advertisement