ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆ ଦ୍ଵାରା ଅନେକ କିଛି ଖବର ଜାଣି ପାରୁଛନ୍ତି । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି ଖବର ପାଇବା ସହ ଏଭଳି କିଛି ଘଟଣା ଜାଣିବେ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବା ସହ ଦୁଃଖ ଦେବ । ଏବେ ମାଆ ଚିତ୍କାର କରି କାନ୍ଦୁଛି । ମାଆ ତାର ପୁଅକୁ ଆଜି ସବୁଦିନ ପାଇଁ ହରାଇ ଦେଇଛି । ମାଆ ପୁଅକୁ ହରାଇ ଧର୍ଯ୍ୟହରା ହୋଇଯାଇଛି । ଆଉ ପୁଅକୁ ହରାଇ ପରିବାର ଲୋକମାନେ କାନ୍ଦୁଛନ୍ତି ।
ଏହି ପୁଅର ଜୀବନ ଏଭଳି ଯାଇଛି ଯାହା ଶୁଣିଲେ ଆପଣ ବିଶ୍ୱାସ କରିପାରିବେ ନାହିଁ । ଏହି ପୁଅ ଜଣଙ୍କର ଜୀବନ ରେଲୱେ ଟ୍ରାକ ଉପରେ ଚାଲି ଯାଇଛି । ଏହି ଯୁବକ ଜଣଙ୍କୁ ବାନ୍ଧି ଦେଇ ରେଲୱେ ଟ୍ରାକ ଉପରେ ପକାଇଦେଲେ । ଏହି ଯୁବକ ଜଣକର ଦେହ ଦୁଇ ଖଣ୍ଡ ହୋଇଯାଇଛି ଆଉ ଚାଲିଯାଇଛି ଯୁବକ ଜଣଙ୍କର ଜୀବନ । ଏବେ ପରିବାର ଲୋକମାନେ ଦୁଃଖରେ ଭାଙ୍ଗି ପଡିଛନ୍ତି । ପରିବାର ଲୋକ ଏବେ ଦୁଃଖରେ ଭାଙ୍ଗିବା ସହ ପୁଅକୁ ହ-ତ୍ୟା କରାଯାଇଛି ବୋଲି ଅଭିଯୋଗ ଆଣିଛନ୍ତି ।
ଏହି ଯୁବକ ଜଣଙ୍କର ମାଆ କହିଛନ୍ତି ତାଙ୍କ ପୁଅର ଜିନିଷ ଲୁଗାପଟା ସବୁ ଅଛି । ଆଉ ଗାଡ଼ି ଗୋଟେ ସ୍ଥାନରେ ଛିଡ଼ା ହୋଇଛି । କିନ୍ତୁ ତାଙ୍କ ପୁଅ ସହିତ ଏଭଳି ଘଟଣା ଘଟିଛି । ତାଙ୍କ ପୁଅକୁ ହତ୍ୟା କରାଯାଇଛି ବୋଲି ଏବେ ଅଭିଯୋଗ କରିଛନ୍ତି ପରିବାର ଲୋକ । କଟକ ଜିଲ୍ଲା ନିର୍ଗୁଣ୍ଡି ଷ୍ଟେସନ ପାଖ ସର୍ଦରା ପାଖ ରେଳ ଧାରଣାରୁ ମିଳିଛି ଯୁବକ ଜଣଙ୍କର ମୃ-ତଦେହ । ଏହି ଯୁବକ ଜଣକ ସେହି ଷ୍ଟେସନରେ ରେଳ ଧାରଣାରେ ହାତ ଗୋଡ ବନ୍ଧା ହୋଇଥିବା ଅବସ୍ଥାରେ ମିଳିଥିଲେ ।
ଏହି ଯୁବକ ଜଣକ ହେଉଛନ୍ତି କେ ତିରୁପତି ରେଡ୍ଡୀ । ସେ ନିର୍ଗୁଣ୍ଡି ଷ୍ଟେସନ ପାଖରେ ଥିବା ବ୍ରଦର୍ସ ମୋଟର୍ସରେ କାମ କରୁଥିଲେ । ଗତକାଲି ସେ କମ୍ପାନୀରେ କାମ କରିବାକୁ ଯାଇଥିଲେ ଆଉ ତାଙ୍କୁ ଏଭଳି ଅବସ୍ଥାରେ ଦେଖା ଯାଇଥିଲା । ପରିବାର ଲୋକଙ୍କ କହିବା ଅନୁସାରେ ତାଙ୍କ ପୁଅକୁ ମାଡ଼ ମାରି ଏଭଳି ହ-ତ୍ୟା କରାଯାଇଛି । ଏବେ ଏଭଳି ଦେଖି ସନ୍ଦେହ କରାଯାଇଛି । ଏବେ ଏହି ଘଟଣାକୁ ନେଇ ଟାଙ୍ଗୀ ପୋଲିସ ଏହି ଘଟଣାର ତଦନ୍ତ କରୁଛି । ଏବେ ଏହି ଘଟଣାରେ ନ୍ୟାୟ ଦାବି କରିଛନ୍ତି ପରିବାର ଲୋକେ ।