ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଅନେକ କିଛି କଥା ଯାତ୍ରା ଜଗତର ଅଭିନେତ୍ରୀଙ୍କ ବିଷୟରେ ଜାଣିପାରିବେ । ଆପଣମାନେ ସମସ୍ତେ ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡାଙ୍କୁ ତ ଜାଣିଥିବେ । ଏହି ଅଭିନେତ୍ରୀ ଜଣକ ବହୁତ ସୁନ୍ଦର ଅଭିନୟ କରନ୍ତି । ଏବେ ତାଙ୍କୁ ନେଇ କିଛି ଖବର ଆସିଛି । ତାଙ୍କ କଥାକୁ ନେଇ ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଏବେ ଏହି ଭିଡିଓରେ ତାଙ୍କ ବିଷୟରେ କିଛି କଥା ଜାଣିପାରିବେ ।
ସାକ୍ଷାତକାରରେ ଅଭିନେତ୍ରୀ ରାନୀ ପଣ୍ଡା କହିଛନ୍ତି, ସେ ନାଚ ପାଇଁ ସାଧନା କରିଛନ୍ତି ଆଉ ସେ ନାଚ କରୁଥିଲେ । ଆଉ ସେ ନାଚ ପାଇଁ ଅନେକ ସଙ୍ଘର୍ଷ କରିଛନ୍ତି । ସେ ନାଚ ପାଇଁ ତାଙ୍କ ଜୀବନରେ ଅନେକ ଲଢେ଼ଇ କରିଛନ୍ତି । ତାଙ୍କ ସହିତ କିଛି ହୋଇଥିଲା ଆଉ ସେଥିପାଇଁ ସେ ଆଇଟମ ନାଚ ଛାଡି ଦେଇଛନ୍ତି । ଏବେ ଏଭଳି ଅନେକ ଆଇଟମ ଡ୍ୟାନ୍ସର ଅଛନ୍ତି ଯେଉଁମାନେ ଜାଣିଶୁଣି ଏଭଳି ନାଚ କରୁଛନ୍ତି । ଅନେକ ଟଙ୍କା ରୋଜଗାର କରିବା ପାଇଁ ଏଭଳି ସବୁ କରୁଛନ୍ତି । ଅଭିନେତ୍ରୀ ରାନୀ ପଣ୍ଡା ଶସ୍ତା ପବ୍ଲିସିଟି କରିବାକୁ ଚାହୁଁ ନାହାଁନ୍ତି ।
ଯାହାବି କିଛି ଘଟଣା ଘଟୁଛି ସବୁଥିରେ ତାଙ୍କୁ ଟଣା ଯାଉଛି । ଅଭିନେତ୍ରୀ ରାନୀ ପଣ୍ଡା ୨୦ ବର୍ଷ ହେଲା ନାଚ କରୁଛନ୍ତି । ଯେଉଁମାନେ ଏହି ନାଚ ବିଷୟରେ ଜାଣିଛନ୍ତି ସେମାନେ ତାଙ୍କୁ ବୁଝି ପାରୁଥିବେ । ଯେତେବେଳେ ରାନୀ ପଣ୍ଡା ଯାତ୍ରା ଜଗତକୁ ଆସିଥିଲେ ସେ ନାଚ କଣ ଜାଣିଥିଲେ ଆଉ ସେ ନାଚ କରୁଥିଲେ । ସେ ଅନେକ ବର୍ଷ ହେବ ନାଚ କରୁଥିଲେ । ନାଚ କହିଲେ କଣ ସେ ବୁଝିଥିଲେ । ଯେଉଁମାନେ ନାଚ ବିଷୟରେ ଜାଣିଥିବେ ସେମାନେ ହିଁ ଅଭିନେତ୍ରୀ ରାନୀ ପଣ୍ଡାଙ୍କୁ ଜାଣିଥିବେ । ଆଉ ତାଙ୍କୁ ଭଲରେ ବୁଝି ପାରୁଥିବେ ।
ଯେତେବେଳେ ସେ ଯାତ୍ରା ଜଗତକୁ ଆସିଥିଲେ ସେତେବେଳେ ସେ ନାଚ କରୁଥିଲେ । ସେ ସବୁବେଳେ ତାଙ୍କ କଷ୍ଟ୍ୟୁମ୍, ଏବଂ ନାଚ ଉପରେ ଧ୍ୟାନ ଦିଅନ୍ତି । ତାଙ୍କ ମନରେ ଭାବନା ନାହିଁ କି ସେ ଅଧିକ ରୋଜଗାର କରିବେ ଏଭଳି ସବୁ କାମ କରିବେ । ତାଙ୍କ ସହିତ ଯେଉଁ ଜିନିଷ ଘଟିଥିଲା ଏହା ଭୁଲରେ ହୋଇଥିଲା । ଫିଲ୍ମରେ ବା ଯାତ୍ରା ମଞ୍ଚରେ ସମସ୍ତେ ଆଇଟମ ନାଚ କରୁଛନ୍ତି । ଏବେ ସେ ଏହି ଆଇଟମ ନାଚ ଛାଡି ଦେଇଛନ୍ତି । ତାଙ୍କ ମନରେ ଆଶା ନାହିଁ କି ସେ ଜଣେ ବଡ ଷ୍ଟାର ହେବେ ଆଉ ଟଙ୍କା ରୋଜଗାର କରିବେ । ସେ ଏବେ ସେ ସେହି ନାଚ ଛାଡି ଖୁସିରେ ଅଛନ୍ତି ବୋଲି କହିଛନ୍ତି ।