Aug 20, 2024, 18:50 IST

ଗଛକୁ ରାକ୍ଷୀ ବାନ୍ଧିଲେ ମୁଖ୍ୟମନ୍ତ୍ରୀ ଉପହାର ଦେଲେ ଦେଖନ୍ତୁ ଆସିଲା ବହୁତ୍ ବଡ଼ ଖବର

Bv

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ପବିତ୍ର ରାକ୍ଷୀ ପୂର୍ଣ୍ଣିମାରେ ସମସ୍ତେ ନିଜ ଭାଇକୁ ରାକ୍ଷୀ ବାନ୍ଧିଥାନ୍ତି । କିନ୍ତୁ ଏବେ ଗୋଟିଏ ଗାଁରେ ଏଭଳି କିଛି ଦେଖିବାକୁ ମିଳିଛି ଯାହା ଶୁଣିଲେ ଆପଣ ତାଙ୍କୁ ସାବାସି ଦେବେ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏହା ଦେଖିପାରିବେ । ଗାଁର ଲୋକମାନେ ଗଛକୁ ରାକ୍ଷୀ ବାନ୍ଧିଛନ୍ତି । 
Bf
ଜଣେ ବ୍ୟକ୍ତି ଗଛକୁ ରାକ୍ଷୀ ବାନ୍ଧିବାକୁ ନେଇ କିଛି କଥା କହିଛନ୍ତି । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏହା ଶୁଣିପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓରେ ବ୍ୟକ୍ତି ଜଣକ କଥା ଶୁଣି ବହୁତ ଖୁସି ହେବେ । ବ୍ୟକ୍ତି ଜଣକ କହିଛନ୍ତି, ସେ ହେଉଛନ୍ତି ମୁଡମୁଡ଼ା ଗ୍ରାମର ବାସିନ୍ଦା । ସେ ଆସୋସିଏସନର ଜଣେ କର୍ମୀ । ଗଛ ହେଉଛି ସବୁଠାରୁ ମହାନ୍ । ସେ ସୁରକ୍ଷା ପାଇଁ ଗଛରେ ରାକ୍ଷୀ ବାନ୍ଧିଛନ୍ତି । ସେ କହିଛନ୍ତି ଆଗ ଗଛ ଆଉ ସବୁ ପଛ । ଗଛ ଅନେକ କିଛି ଜିନିଷ ଦେଇଥାଏ । 
Tt
ଗଛ ଖାଦ୍ୟ ଉପକରଣ, ଏବଂ ଅନେକ ପ୍ରକାରର ଜିନିଷ ଗଛ ଆମକୁ ଯୋଗାଇଥାଏ । ଗଛ ହେଉଛି ମହାନ୍ । ଆଜିକାର ପରିବେଶ ପାଇଁ ଗଛ ନିହାତି ଆବଶ୍ୟକ । ଆଉ ଗଛ ବଞ୍ଚିଲେ ଜୀବ ମଣ୍ଡଳ ରହିବ । ଗଛ ହେଉଛି ବଡ ଭାଇ ସଦୃଶ । ପ୍ରତିବର୍ଷ ଏହି ଗ୍ରାମର ଲୋକମାନେ ଗଛରେ ରାକ୍ଷୀ ବାନ୍ଧୁଛନ୍ତି । ସେମାନେ ଏଭଳି କାମ କରି ପରିବେଶ ସୁରକ୍ଷା କରୁଛନ୍ତି । ଏହି ଗଛ ଥିବା ଯୋଗୁଁ ପାଣିପାଗ ପରିବର୍ତ୍ତନ ହୋଇଥାଏ । ଗଛ ବା ଜଙ୍ଗଲକୁ ସୁରକ୍ଷା ରଖିଲେ ପରିବେଶ ସୁରକ୍ଷା ରହିବ ।
ଜଙ୍ଗଲ ଆମକୁ ଖାଦ୍ୟ ଉପକରଣ ଦେଇଥାଏ । ଜଙ୍ଗଲ ଔଷଧିକରଣ ମଧ୍ୟ ଦେଇଥାଏ । ଗଛ ରକ୍ଷା କରିବା ପାଇଁ ଏହି ଗ୍ରାମର ଲୋକମାନେ ଗଛରେ ରାକ୍ଷୀ ବାନ୍ଧୁଛନ୍ତି । ଜଙ୍ଗଲ ଅନେକ ସାହାଯ୍ୟ କରିଥାଏ ଲୋକମାନଙ୍କୁ କିନ୍ତୁ ଆଜିର ଲୋକମାନେ ଏହା ବୁଝିପାରୁ ନାହାଁନ୍ତି । ଜଙ୍ଗଲ ଜାଳେଣୀ, ଖାଦ୍ୟ ଯୋଗାଣ ଏବଂ ସବୁ ପ୍ରକାରର ସହାୟ କରୁଛି ବୋଲି ଏହି ଗ୍ରାମର ଜଣେ ବୃଦ୍ଧ ମହିଳା କହିଛନ୍ତି । ସବୁ ବର୍ଷ ରାକ୍ଷୀ ପୂର୍ଣ୍ଣିମା ଦିନ ଏହି ଗ୍ରାମର ଲୋକମାନେ ଗଛକୁ ରାକ୍ଷୀ ବାନ୍ଧି ଥାଆନ୍ତି । ଏବେ ଏହି ଘଟଣାକୁ ନେଇ ସମସ୍ତେ ଖୁସି ଅଛନ୍ତି ।

Advertisement