Jul 12, 2024, 17:34 IST

Jio ଝଟକା ଦେବା ପରେ ଏବେ ଆଗକୁ ବଢୁଛି ଏହି କମ୍ପାନୀ ଦେଉଛି ଏତିକି ଶସ୍ତାରେ ପ୍ଲାନ୍

Hh

ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଆପଣ ମାନେ ତ ଆଗରୁ ଜାଣିଥିବେ ଦେଶର ଅଗ୍ରଣୀ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ଗ୍ରାହକଙ୍କୁ ଦେଇଛି ଏକ ବଡ଼ ଝଟକା। କମ୍ପାନୀ ପକ୍ଷରୁ ପ୍ରିପେଡ ପ୍ଲାନ ଉପରେ ଲାଗୁଥିବା ଟାରିଫରେ ୨୫ ପ୍ରତିଶତ ବୃଦ୍ଧି କରାଯାଇଛି। ଏ ବାବଦରେ ଆଜି କମ୍ପାନୀ ପକ୍ଷରୁ ଅଫିସିଆଲ ଭାବେ ଘୋଷଣା କରାଯାଇଛି। ତେବେ ଦୁଇବର୍ଷର ପ୍ରଥମଥର ପାଇଁ ଜିଓ ଟାରିଫ ବୃଦ୍ଧି କରିଥିବା କମ୍ପାନୀ ପକ୍ଷରୁ କୁହାଯାଇଛି। ରିଲାଏନ୍ସ ଜିଓର ଏହି ନିଷ୍ପତ୍ତି ଫଳରେ ଏଣିକି ଗ୍ରାହକଙ୍କୁ ବିଭିନ୍ନ ପ୍ଲାନରେ ପୂର୍ବାପେକ୍ଷା ଅଧିକ ଅର୍ଥ ଗଣିବାକୁ ପଡ଼ିବ।
Gh
ବନ୍ଧୁଗଣ ଜିଓ ଏୟାରଟେଲ ଭଡା ଫୋନ ନିକଟରେ ରିଚାର୍ଜ୍ ପ୍ଲାନ୍ ବୃଦ୍ଧି କରାଯାଇଥିଲା। ଯାହାଦ୍ବାରା ଉପଭୋକ୍ତା ମାନେ ଅସନ୍ତୁଷ୍ଟ ଅନୁଭବ କରିଥିଲେ। ଏଥିସହିତ ଅନେକ ପ୍ଲାନକୁ ଲିଷ୍ଟରୁ ହଟାଇ ଦେଇଛନ୍ତି। ଏହାରି ଭିତରେ ବହୁତ ସାରା ପ୍ଲାନ୍ ସୀମିତ ରହିଥିଲା। ଯାହାକୁ ୟୁଜର ମାନେ ପସନ୍ଦ କରୁନଥିଲେ। ଏବେ ଦେଖିବାକୁ ମିଳିଛି ଯେ, ୟୁଜର ସରକାରୀ କଂପାନୀ ବିଏସେନାଲ୍ ଆଡ଼କୁ ଯିବା ପାଇଁ ଚିନ୍ତା କରୁଛନ୍ତି। ଯାହାର ପ୍ରଭାବ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି। ରିଚାର୍ଜ୍ ପ୍ଲାନ୍ ବୃଦ୍ଧି ହେବା ବେଳେ ହଠାତ ବିଏସେନାଲ୍ ପ୍ଲାନ ଏକ୍ସଟ୍ରା ଟ୍ରେଣ୍ଡ କରିବାକୁ ଲାଗିଛି। 
Gg
ଆଉ ଏହାକୁ ନେଇ ୟୁଜର ଭିନ୍ନ ଭିନ୍ନ ମତ ଦେଉଛନ୍ତି। କିଛି ୟୁଜରଙ୍କ କହିବା କଥା ଯେ, ବିଏସେନାଲ୍ ଏବେବି ଏମିତି ଏକ କନେକ୍ସନ୍ ଯାହା କୌଣସି ଲୋକଙ୍କ ଦ୍ୱାରା ଏଫଟ କରାଯାଇନାହିଁ। ଏହା ହିଁ କାରଣ ଏମନପିଟୁ ବିଏସେନାଲ ଏବେ ଟ୍ରେଣ୍ଡକୁ ଆସିଥିଲା। ଯଦି ପ୍ଲାନ ବିଷୟରେ କହିବା ତେବେ ଏହା ବାସ୍ତବରେ ଏହା ବହୁତ ଭଲ ବିକଳ୍ପ ହେଇପାରେ। କାରଣ ସର୍ବପ୍ରଥମେ ଏହାର ଭାଲିଡିଟି ୩୫ ଦିନ ରହିଛି। 
ତେବେ ଅଧିକାଂଶ ମାସିକିଆ ପ୍ଲାନର ଭାଲିଡିଟି ୨୮ ଦିନିକିଆ ଆସେ। ଏଥିରେ ୨ମିନିଟ ଭୋଏସ୍ କଲିଂ ସୁବିଧା ଦିଆଯାଉଛି। ଏଥିସହିତ ୩ଜିବୀ ପର୍ଯ୍ୟନ୍ତ ମିଳୁଛି ଡାଟା। ଯଦିଓ ଏଥିରେ ଏସେମେସ ବେନିଫିଟ୍ ନାହିଁ। ଡାଟା ସେହିସବୁ ଲୋକଙ୍କ ପାଇଁ ଭଲ ସିମ ପ୍ରମାଣିତ ହେଇପାରେ ଯିଏ ନିକ ସୀମକୁ କମଦାମରେ ଆକ୍ଟୀଭେଟ ରଖିବାକୁ ଚାହାଁନ୍ତି। କାରଣ ସେମାନଙ୍କୁ ଏଥିପାଇଁ କିଛି ଅଲଗାରେ କରିବା ଦରକାର ନାହିଁ। ସେମାନେ ସହଜରେ ଏହାକୁ ଫୋଲ କରିପାରିବେ।

Advertisement