Aug 20, 2024, 19:31 IST

ଖବର ପ୍ରସାରଣ ପରେ ସରପଞ୍ଚଙ୍କ ସ୍ୱାମୀ ଗୋଡେଇ ପିଟିଲେ ଦେଖନ୍ତୁ ଆସିଲା ବହୁତ୍ ବଡ଼ ଖବର

Bb

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏଭଳି କିଛି ଖବର ପାଇବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସାମ୍ବାଦିକମାନଙ୍କର କାମ ହେଉଛି ଯେଉଁ ଅଞ୍ଚଳରେ କିଛି ଘଟଣା ଘଟିବ ତାହା ଲୋକମାନଙ୍କ ସାମ୍ନାକୁ ଆଣିବ । କିନ୍ତୁ ଏବେ ସାମ୍ବାଦିକ ଜଣକ ଏଭଳି କିଛି କରିଛନ୍ତି ଯାହାକୁ ନେଇ ଏବେ ଆସିଛି ଖବର ।
Gg
ଏହି ସାମ୍ବାଦିକ ଜଣକ ସରପଞ୍ଚଙ୍କ ନାଁରେ ସମ୍ବାଦ ବାହାର କରିଥିଲେ । ନିମ୍ନମାନର ରାସ୍ତା ନିର୍ମାଣ କରିଥିଲେ ଆଉ ଏହାକୁ ନେଇ ଏବେ ସାମ୍ବାଦିକ ଜଣକ କରିଥିଲେ ଏଭଳି କାମ । ସରପଞ୍ଚ ନିମ୍ନମାନର ରାସ୍ତା ତିଆରି କରି ଲକ୍ଷାଧିକ ଟଙ୍କା ଖାଇଗଲେ । ଏହି ଖବର ପରେ ସାମ୍ବାଦିକମାନେ ସେଠାରେ ପହଞ୍ଚିଥିଲେ । ଏହି ସାମ୍ବାଦିକ ମାନଙ୍କୁ ସରପଞ୍ଚଙ୍କ କାର୍ଯ୍ୟକଳାପ ବିଷୟରେ କହିବା ପାଇଁ ଗ୍ରାମବାସୀଙ୍କୁ ସେଠାକୁ ଡକା ଯାଇଥିଲା । ଆଉ ଏହାପରେ ଘଟିଥିଲା ଏଭଳି କିଛି ।
Hh
ଏହାପରେ ସାମ୍ବାଦିକମାନେ ଏହି ଖବର ବିଷୟରେ ଲୋକମାନଙ୍କୁ ଜଣାଇଥିଲେ । ଏହି ଖବର ବାଜିଥିଲା । ଆଉ ଏହି ଖବର ବାଜିବା ପରେ ସରପଞ୍ଚଙ୍କ ସ୍ଵାମୀ ରାଗି ଯାଇଥିଲେ । ଆଉ ସେ ରାଗି ଯାଇ କରିଥିଲେ ଏଭଳି କାମ । ସରପଞ୍ଚଙ୍କ ସ୍ବାମୀ ମାମଲାକୁ ରଫା ଦଫା କରିବା ପାଇଁ ସେହି ସଂପୃକ୍ତ ସାମ୍ବାଦିକଙ୍କୁ ଡାକିଥିଲେ । ଏହାପରେ ସେଠାରେ ସରପଞ୍ଚଙ୍କ ସ୍ବାମୀ ଆଉ ତାଙ୍କ ସହଯୋଗୀ ପହଞ୍ଚିଥିଲେ । ସେଠାରେ ସରପଞ୍ଚଙ୍କ ସ୍ବାମୀ ବୁଝାବୁଝି କରାଇବା ପରିବର୍ତ୍ତେ କରିଲେ ଏଭଳି କିଛି ।
ଏହି ସରପଞ୍ଚଙ୍କ ସ୍ୱାମୀ ଏହି ସାମ୍ବାଦିକଙ୍କୁ ହାଣିବା ପାଇଁ ଖଣ୍ଡା ଧରି ଦୌଡ଼ିଥିଲେ । ଏହି ସାମ୍ବାଦିକ ଜଣଙ୍କୁ ସେ ଗୋଟିଏ ସ୍ଥାନକୁ ଡାକି ଏଭଳି କରିଥିଲେ 
। ବଲାଙ୍ଗୀର ଜିଲ୍ଲା ମୁରିବାହାରି ବ୍ଲକ୍ ହଳଦୀ ପଞ୍ଚାୟତର ସରପଞ୍ଚ ସୌମିନା ସେଡଙ୍କ ସ୍ବାମୀ ରମାରଞ୍ଜନ ସେଡ ଏକ ଖବର ପ୍ରଶାସନକୁ ନେଇ ଓଏସ ସାମ୍ବାଦିକଙ୍କୁ ଖଣ୍ଡାରେ ହାଣିବା ଅଭିଯୋଗରେ ଏବେ ଏହି ସରପଞ୍ଚଙ୍କ ସ୍ବାମୀ ଜେଲରେ ଅଛନ୍ତି । ଅଭିଯୋଗ ପାଇବା ପରେ ସେଠାରେ ପୋଲିସ ପହଞ୍ଚି ଏହି ଘଟଣାର ତଦନ୍ତ କରୁଛି । ଏବେ ଏହି ଘଟଣାକୁ ନେଇ ଚର୍ଚ୍ଚା ହେଉଛି ।

Advertisement