Jun 5, 2024, 18:57 IST

ପ୍ରଥମଥର ପରାଜୟ ପରେ ମୁଁହ ଖୋଲିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଖନ୍ତୁ କଣ କହିଲେ

Hh

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଯାହା ରାଜନୀତିକୁ ନେଇ ଆସୁଛି ତାହା ସବୁ ଦେଖିଥିବେ । ଏବେ ସବୁଆଡେ ବିଜେପି ଦଳର ଚର୍ଚ୍ଚା ହେଉଛି । ବିଜେଡି ଦଳ ଏବେ ନିର୍ବାଚନ ହାରି ଯାଇଛି । ଆଉ ବିଜେପି ଦଳ ଓଡ଼ିଶାରେ ଶାସନ କରିବ ବୋଲି ଜଣାପଡିଛି । 
Gg
ପ୍ରଥମ ଥର ପାଇଁ ନିର୍ବାଚନରେ ହାର ମାନିଛନ୍ତି । ଏବେ ଦେ ପରାଜୟ ହେବା ପରେ ମୁହଁ ଖୋଲି କହିଛନ୍ତି କିଛି କଥା । ସେ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ପୋଷ୍ଟ କରି ଲେଖିଛନ୍ତି କିଛି କଥା । ସେ ଲେଖିଛନ୍ତି, "ଦଳମତ ନିର୍ବିଶେଷରେ ବିଜୟୀ ସମସ୍ତ ପ୍ରାର୍ଥୀଙ୍କୁ ମୋର ଶୁଭେଚ୍ଛା । ବିଜୁ ଜନତା ଦଳର ସମସ୍ତ କର୍ମୀ ଓ ନେତାଙ୍କ ନିଷ୍ଠାପର ଉଦ୍ୟମ ଓ ତ୍ୟାଗ ପ୍ରତି ମୋର ସମ୍ମାନ ଓ ଧନ୍ୟବାଦ ଜଣାଉଛି "। ଏହାକୁ ଦେଖି ଏବେ ଭାବ ବିହ୍ବଳ ହୋଇ ପଡିଛନ୍ତି ତାଙ୍କର ଶୁଭେଚ୍ଛୁକମାନେ ।
Hh
କଣ୍ଟାବାଞ୍ଛି ନିର୍ବାଚନ ମଣ୍ଡଳୀରୁ ସେ ହାରି ଯାଇଛନ୍ତି । ସେ ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗଙ୍କ ଠାରୁ ହାରି ଯାଇଛନ୍ତି । ସେ ମୁଖ୍ୟମନ୍ତ୍ରୀ ହେବା ସହିତ କଣ୍ଟାବାଞ୍ଛି ଅଞ୍ଚଳରୁ ଛିଡ଼ା ହୋଇଥିଲେ କିନ୍ତୁ ସେ ପରାଜିତ ହୋଇଛନ୍ତି । ସେ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଏଭଳି ପୋଷ୍ଟ କରିଛନ୍ତି । ଆଉ ଲେଖିଛନ୍ତି ଏଭଳି କିଛି କଥା । ଏହାକୁ ନେଇ ଏବେ ସବୁଠି ଚର୍ଚ୍ଚା ହେଉଛି । ଆପଣମାନେ ସମସ୍ତେ ଏହି ଖବର ଶୁଣି କେତେ କଥା ଭାବୁଥିବେ । କେହି କେହି ଏହି ଖବର ଶୁଣି ଖୁସି ଥିବା ବେଳେ ଆଉ କେହି ମନ ଦୁଃଖ କରୁଛନ୍ତି ।
ନବୀନ ପଟ୍ଟନାୟକଙ୍କ ସମର୍ଥକ ଆଉ ତାଙ୍କ ଶୁଭେଚ୍ଛୁକମାନେ ଏବେ ଭାବ ବିହ୍ବଳ ହୋଇ ପଡିଛନ୍ତି । ବିଜେଡି ଦଳ ୪୯ ଟି ସିଟ ପାଇଥିବା ବେଳେ ବିଜେପି ଦଳ ଅଧିକ ସିଟ ପାଇଛି । ଏବେ ନବୀନ ପଟ୍ଟନାୟକଙ୍କ ଦଳ ପରାଜୟ ହୋଇଛନ୍ତି । ଆଉ ସେ ବିଜୟୀ ଦଳକୁ ଶୁଭେଚ୍ଛା ଦେଇଛନ୍ତି । ଏବଂ ଏହାସହ ସେ ତାଙ୍କ ଦଳର ପ୍ରାର୍ଥୀଙ୍କ କାମକୁ ପ୍ରଂଶସା କରିଛନ୍ତି । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏହି ପୋଷ୍ଟ ଆଉ ବିଜେଡି ଦଳ ବିଷୟରେ ଅଧିକ ଖବର ପାଇପାରିବେ । ଏବେ ଏହାକୁ ନେଇ ଚର୍ଚ୍ଚା ହେଉଛି ।

Advertisement