ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ମା ସହିତ ଝିଅ ଫୋନରେ କଥା ହେଲା ବୋଲି ମାରିଦେଲା ବାପା। ଏଭଳି ଝିଅର ମୃ-ତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହିଁ ମା। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନିଆଳି ଥାନା କସରତ ଫାଣ୍ଡି ଅନ୍ତର୍ଗତ କୋଦାଳୀତିଳା ଗାଁର। ଘର ଭିତରୁ ଅସ୍ବଭାବିକ ଭାବେ ନାବାଳିକାଙ୍କ ମୃ-ତ-ଦେ-ହ ମିଳିଛି। ଝିଅର ମୃ-ତ୍ୟୁ ଖବର ଶୁଣି ମା ଜଣଙ୍କ ଦୁଃଖରେ ଭାଙ୍ଗି ପଡିଛନ୍ତି। ଆଉ ଭିଡିଓ ଜରିଆରେ ସଂଘାତିକ ଅଭିଯୋଗ ଆଣିଛନ୍ତି। ଏନେଇ ନାବାଳିକାଙ୍କ ବାପା କୌଶବ ଦାସ ଫାଣ୍ଡିରେ ଝିଅ ଜୀବନ ହାରିଥିବା ନେଇ ଅଭିଯୋଗ କରିଥିଲେ। ତେବେ ବାପ ଘରେ ରହୁଥିବା ମାଙ୍କ ସହ ଫୋନରେ ଝିଅ କଥା ହେଇଥିବାରୁ ଝିଅକୁ ହ-ତ୍ୟା କରାଯାଇଥିବା ନେଇ ମୁଁହ ଖୋଲି କହିଛନ୍ତି ମା।
ଏଭଳି ଝିଅ କେବେବି ଏତେ ବଡ ନିଷ୍ପତି ନେଇନଥିବ ତାକୁ ଯୋଜନାବଦ୍ଧ ଭାବେ ହ-ତ୍ୟା କରିଛନ୍ତି ପରିବାର ଲୋକେ ବୋଲି କହିଛନ୍ତି ଝିଅର ମା। ଏହା ପରେ କିଶୋରଚନ୍ଦ୍ର ସ୍ୱାଇଁ ଥାନାରେ କରିଥିବା ଅଭିଯୋଗ ଅନୁଯାଇ ତାଙ୍କ ବଡ ଝିଅ ବୁଧବାର ରାତିରେ ଖାଇ ପିଇ ସାରିବା ପରେ ଅନ୍ୟ ଭଉଣୀ ସହ ଶୋଇବାକୁ ଯାଇଥିଲେ। କିନ୍ତୁ କିଛି ସମୟ ପରେ କିଶୋରଙ୍କ ମା ଭାନୁମତୀ ସ୍ୱାଇଁ ରୋଷେଇ ଘରେ ଝିଅକୁ ଦେଖି ଚିତ୍କାର କରିଥିଲେ। ଚିତ୍କାର ଶୁଣି କିଶୋର ହଠାତ ଯାଏ ରୋଷେଇ ଘରେ ପହଞ୍ଚିଲା ବେଳକୁ ଝିଅର ଜୀବନ ଚାଲିଯାଇଥିଲା।
ଏନେଇ କସରତ ଫାଣ୍ଡିରେ ଏତଲା ଦେଇଥିଲେ। ପୋଲିସ ଏକ ଅ-ପ-ମୃ-ତ୍ୟୁ ମାମଲା ରୁଜୁ କରି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ସେପଟେ ଝିଅର ମା ସସ୍ମିତା ସ୍ୱାଇଁ ଗତ ଦୁଇବର୍ଷ ହେଲା ଶାଶୁଘରର ଅତ୍ୟାଚାର ସହି ନପାରି ତାଙ୍କ ବାପ ଘରେ ରହୁଥିଲେ। ଏମିତିକି ସସ୍ମିତା ତାଙ୍କୁ ତାଙ୍କ ସ୍ଵାମୀ, ଦିଅର, ନଣନ୍ଦ ମିଶି ବିଭିନ୍ନ ସମୟରେ ଯୌତୁକକୁ ନେଇ ନି-ର୍ଯା-ତ-ନା ଦେଉଥିବା ବେଳେ ମରଣାତ୍ମକ ଆ-କ୍ର-ମ-ଣ କରିଥିଲେ।
ଫଳରେ ସସ୍ମିତା ବାପ ଘରକୁ ଆସି ସେମାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଥିଲେ। ବଡ଼ ଝିଅ ବେଳେ ବେକେ ମା ସହିତ ଫୋନରେ କଥା ହେଉଥିବାରୁ ସେଥିରେ ରାଗି ଯାଇ ତା'ର ବାପା, ନଣନ୍ଦ ଦାଦା ଝିଅକୁ ମିଶି ହତ୍ୟା କଲା ପରେ ଏବେ କହୁଛନ୍ତି ମିଛ। ସେହିପରି ମା ଘର ହେଉଛି ନିଆଳି। ସଭାନେତ୍ରୀ କନକ ଲତା ସାହୁ ମଧ୍ୟ ଏହି ଘଟଣାରେ ଉକ୍ତ ଛାତ୍ରୀଙ୍କୁ ହ-ତ୍ୟା କରାଯାଇଥିବା ନେଇ ଅଭିଯୋଗ କରିବା ସହ ନ୍ୟାୟ ପାଇଁ ଦାବି କରିଛନ୍ତି।