Updated: Jun 28, 2024, 20:58 IST

ଏତେ ଦୁଃଖ କଷ୍ଟ ପରେ ମୁଁହ ଖୋଲିଲେ ରାଣୀ ପଣ୍ଡା ଦେଖନ୍ତୁ କଣ କହିଲେ

Yy

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ବନ୍ଧୁଗଣ ରାଣୀ ପଣ୍ଡା ଗଣମାଧ୍ୟମ ଆଗରେ କହିଛନ୍ତି ଯେ- ତାଙ୍କ ଆଖିର ଲୁହର କାରଣ ଯିଏ ତାଙ୍କୁ ନିଶ୍ଚିନ୍ତ ଦଣ୍ଡ ମିଳିବ। ବ୍ରିକମ ତାଙ୍କ ମନରେ ଘୃଣା ଭରିଦେଇଛି ଆଉ ବିକ୍ରମ ପ୍ରତି ଭଲ ପାଇବା ନାହିଁ ବୋଲି ରାଣୀ ପଣ୍ଡା କହିଛନ୍ତି। 
Yt
ରାଣୀ ପଣ୍ଡାଙ୍କ ପରିବାର ଲୋକେ ଏବଂ ସାଙ୍ଗସାଥୀ ସମସ୍ତେ ତାଙ୍କୁ କହିଥିଲେ- "ରାଣୀ ତୁ ସେ ପିଲା ପଛରେ ପଡ଼େନି ସେ ତତେ ବାହା ହେବନି। ତୋ ଲାଇଫ ବର୍ବାଦ୍ କରିଦେବ। କିନ୍ତୁ ରାଣୀ ପଣ୍ଡା କାହା କଥା ନଶୁଣି ବିକ୍ରମ କଥାରେ ଚାଲୁଥିଲେ। ଆଉ କହିଛନ୍ତି ବିକ୍ରମକୁ ସେ ଅନ୍ଧ ଭଳି ଭଲ ପାଉଥିଲେ କିନ୍ତୁ ସେ ରାଣୀ ପଣ୍ଡାଙ୍କୁ ବିଶ୍ବାସରେ ବିଷ ଦେଇଛି। ରାଣୀ ପଣ୍ଡା କହିଛନ୍ତି - ରାଜନୀତିକୁ ସେ ଘୃଣା କରନ୍ତି। ରାଜନୀତି ଲୋକଙ୍କୁ ସେ ବେଶୀ ପସନ୍ଦ କରନ୍ତି ନାହିଁ। 
Cf
ସେ ସ୍ଵାଧୀନ ଯୁବତୀ ଅଟନ୍ତି। ଯିଏ ଭଲକାମ କରେ ସେ ତାଙ୍କୁ ସପୋର୍ଟ କରନ୍ତି ଆଉ ଯିଏ ଖରାପ କାମ କରେ ତା ବିରୁଦ୍ଧରେ ସେ ସ୍ୱର ଉତ୍ତୋଳନ କରନ୍ତି। ରାଣୀ ପଣ୍ଡା କୌଣସି ଦଳର ନୁହଁନ୍ତି। ସେ କୌଣସି ଦଳକୁ ସପୋର୍ଟ କରନ୍ତି କି ବିରୋଧ ମଧ୍ୟ କରନ୍ତିନି। ବିକ୍ରମ ରାଣୀ ପଣ୍ଡାଙ୍କ ଲାଇଫକି ବର୍ବାଦ କରିବା ସହିତ ତାଙ୍କ ପରିବାରକୁ ମଧ୍ୟ ବର୍ବାଦ କରିଦେଇଛି। କିନ୍ତୁ ବିକ୍ରମ ଦିନେ ନା ଦିନେ ନିଶ୍ଚିନ୍ତ ଭାବେ ଶାସ୍ତି ପାଇବ ବୋଲି ରାଣୀ ପଣ୍ଡା କହିଛନ୍ତି। 
ରାଣୀ ପଣ୍ଡା ଆହୁରି କହିଛନ୍ତି ସେ ସବୁବେଳେ ନ୍ୟାୟରେ କୁହନ୍ତି ଅନ୍ୟାୟରେ କେବେ ହେଲେ କାହାକୁ କୁହନ୍ତିନି। ରାଣୀ ପାଣ୍ଡ କୌଣସି ଝିଅର ଚରିତ୍ରକୁ ଅପେକ୍ଷା କରି କୁହନ୍ତିନି। ରାଣୀ ପଣ୍ଡା କହିଛନ୍ତି ସମସ୍ତେ ନାଟକ ଦେଖିବାକୁ ଆସିବା ପାଇଁ ଅନୁରୋଧ କରି କହିଛନ୍ତି। ରାଣୀ ପଣ୍ଡା ସ୍ୱାର୍ଥପର ମଣିଷ ନୁହଁନ୍ତି। ଜଣେ ଅଭିନେତ୍ରୀ ହିସାବରେ ଯଦି ଆପଣ ମାନଙ୍କୁ ମୋ ନାଟକ ବା ଅଭିନୟ ଭଲ ଲାଗେ ତାହାଲେ ନାଟକ ଦେଖିବାକୁ ଆସନ୍ତୁ ଆଉ ମତେ ଆଶୀର୍ବାଦ ମଧ୍ୟ ଦିଅନ୍ତୁ ବୋଲି ରାଣୀ ପଣ୍ଡା କହିଛନ୍ତି।

Advertisement