Jun 11, 2024, 06:54 IST

କହୁ କହୁ ଏମିତି କହିଦେଇଗଲେ ମୋଦୀ..କଣ ସତରେ ଆଉ ମିଳିବନି କାଳିଆ ଟଙ୍କା

Gy

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଏବେ ସମସ୍ତଙ୍କ ଭିତରେ ଗୋଟିଏ ପ୍ରଶ୍ନ।ରାଜ୍ୟ ରେ ନୂଆ ମୁଖ୍ୟ ମନ୍ତ୍ରୀ ରହିବେ କୋଉଠି।ଆପଣ ମାନେ ସମସ୍ତେ ଜାଣି ଥିବେ ଆସନ୍ତା ୧୨ ତାରିଖ ରେ ରାଜ୍ୟରେ ନୂଆ ମୁଖ୍ୟ ମନ୍ତ୍ରୀ ଙ୍କ ଶପଥ ଗ୍ରହଣ ଉତ୍ସବ ହେବାକୁ ଯାଉଛି।ତେବେ ଏହି ପରିସ୍ଥିତି ରେ ନୂଆ ମୁଖ୍ୟ ମନ୍ତ୍ରୀ ରହିବେ କୋଉଠି ତାହା ଏ ଯାଏଁ ଜଣା ପଡି ନାହିଁ।ପୂର୍ବତନ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ନବୀନ ନିବାସ ରେ ରହୁଛନ୍ତି।ସେଠାରେ ତାଙ୍କ ପାଇଁ ସବୁ ସୁବିଧା ସୁଯୋଗ ରହିଛି।
Gg
ତେବେ ଏବେ ସବୁଠାରେ କେବଳ ଗୋଟିଏ ଚର୍ଚ୍ଚା ନୂଆ ମୁଖ୍ୟ ମନ୍ତ୍ରୀ କିଏ ହେବେ ଓ ସେ କେଉଁଠାରେ ରହିବେ।ନବୀନ ନିବାସ ହେଉଚି ବହୁତ ବଡ ସ୍ଥାନ।ସେଠାରେ ଦୀର୍ଘ ୨୦୨୦ ମସିହା ଠାରୁ ନବୀନ ପଟ୍ଟନାୟକ ରହି ଆସୁଛନ୍ତି।ଏଠାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରା ଯାଇଚି।ଅନେକ ପୋଲିସ ମାନେ ସେଠାରେ ଅଛନ୍ତି। ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ବର୍ଷ ଧରି ସେଠାରେ ରହି ଆସୁଛନ୍ତି।ତେବେ ଏହି ସମୟ ରେ ନୂଆ ମୁଖ୍ୟ ମନ୍ତ୍ରୀ ଙ୍କ ସମସ୍ତଙ୍କ ର ଚିନ୍ତା।
Yy
ନବୀନ ପଟ୍ଟନାୟକ ଙ୍କ ପୂର୍ବ ରୁ ଯିଏ ମୁଖ୍ୟ ମନ୍ତ୍ରୀ ଥିଲେ ତାଙ୍କ ପାଇଁ ଏଜି ଛକ ନିକଟ ରେ ଗୋଟିଏ ଘର ଥିଲା।ପୂର୍ବତନ ମୁଖ୍ୟ ମନ୍ତ୍ରୀ ମାନେ ସେଠାରେ ରହୁଥିଲେ।ହେଲେ ନବୀନ ପଟ୍ଟନାୟକ ସେଠାରେ ରହି ନ ଥିଲେ।ସେ ନବୀନ ନିବାସ ରେ ରହୁଥିଲେ।ଓ ସେହି ପୂର୍ବତନ ଘର କୁ ସେ ମୁଖ୍ୟ ମନ୍ତ୍ରୀ ଙ୍କ ଅଭିଯୋଗ ପ୍ରକୋଷ୍ଠ କରି ଦେଇଥିଲେ।ଅନେକ ଲୋକ ସେଠାରେ ଅଭିଯୋଗ ନେଇ ଆସୁ ଥିଲେ।ତେବେ ଏହାକୁ ନେଇ ଏବେ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।
ସେହି ଅଭିଯୋଗ ପ୍ରକୋଷ୍ଠ ରେ ସବୁ ପ୍ରକାର ସୁବିଧା ରହିଛି।ନୂଆ ମୁଖ୍ୟ ମନ୍ତ୍ରୀ ଙ୍କ ର ସେଠାରେ ରହିବା ପାଇଁ କୌଣସି ଅସୁବିଧା ହେବ ନାହିଁ।ତେବେ ଏ ଯାଏଁ ଏ ନେଇ କୌଣସି ସ୍ପଷ୍ଟ ସୂଚନା ଦିଆ ଯାଇ ନାହିଁ।ଲୋକ ମାନଙ୍କ ଭିତରେ ଏ ନେଇ ଖୁବ୍ ଚର୍ଚ୍ଚା କରା ଯାଉଛି।ଆସନ୍ତା କାଲି ଓଡ଼ିଶା ର ନୂଆ ମୁଖ୍ୟ ମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ରହିଛି।ଯାହାକୁ ନେଇ ସମସ୍ତଙ୍କ ଭିତରେ ଉତ୍ସାହ ଘେରି ରହିଛି।

Advertisement