ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଅଭିନେତା ଅନୁଭବ ମହାନ୍ତି ଏବଂ ତାଙ୍କ ସ୍ତ୍ରୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ନେଇ ଯାହା ସବୁ ଖବର ଆସିଥାଏ ତାହା ତ ଆପଣମାନେ ଜାଣି ପାରୁଛନ୍ତି । ଏବେ ତାଙ୍କୁ ନେଇ ପୁଣି କିଛି ଖବର ଆସିଛି । ଏହି ଖବର ଏବେ ସୋସିଆଲ ମିଡିଆରେ ଜଣାପଡିଛି ।
ଏବେ ତାଙ୍କ ମାମଲା କୋର୍ଟରେ ଚାଲିଛି । ଏପର୍ଯ୍ୟନ୍ତ ମଧ୍ୟ ତାଙ୍କ ପାରିବାରିକ ସମସ୍ୟା ଦୂର ହୋଇନାହିଁ । ଅନୁଭବ କୋର୍ଟ ଯାଇଥିଲେ ଆଉ ସେଠାରେ ସେ ଓଦା ହୋଇ ଏଭଳି କିଛି କଥା କହିଥିଲେ ଯାହାକୁ ନେଇ ଏବେ କିଛି ଖବର ଆସିଛି । ସେ ପୁରୁଣା କଥାକୁ ଭାବି ଏଭଳି କିଛି କହି ଦେଇଛନ୍ତି । ଅନୁଭବ ଆଉ ବର୍ଷାଙ୍କ ଭଲପାଇବା, ପ୍ରେମ ଆଉ ଛାଡପତ୍ରକୁ ନେଇ ଅନେକ ଖବର ଆସୁଛି । ଆଉ ଏବେ ଏହି ବିଷୟରେ ଜଣାପଡିଛି । ଏବେ ଏଭଳି କଣ ହେଲା ଯେ ବର୍ଷାଙ୍କ କଥାକୁ ମନେ ପକାଇ ଏଭଳି କିଛି କହିଛନ୍ତି ଅନୁଭବ ।
ବର୍ଷା ଆଉ ଅନୁଭବ ଦୁହେଁ ଦୁହିଁଙ୍କ ଠାରୁ ଅଲଗା ହେବା ପରେ ମଧ୍ୟ ବର୍ଷା ଆଣିଥିବା ଅଭିଯୋଗ ଆଧାରରେ ଏବେବି କୋର୍ଟରେ ମାମଲା ଚାଲିଛି । କୋର୍ଟ ଆଗରେ ଛିଡ଼ା ହୋଇ ଅନେକ କିଛି କଥା କହିଛନ୍ତି ଅନୁଭବ ମହାନ୍ତି । ବର୍ଷା ଅନୁଭବଙ୍କ ନାଁରେ ଏଭଳି କିଛି ଅଭିଯୋଗ ଆଣିଛନ୍ତି ଯାହାର ପ୍ରମାଣ ନାହିଁ ବୋଲି ଅନୁଭବ କହିଛନ୍ତି । ଅନୁଭବ ପୁରୁଣା ଦିନର କିଛି କଥା ମନେ ପକେଇ କହିଛନ୍ତି ଯାହା ସେ ଆଜିବି ଭୁଲି ପାରୁ ନାହାଁନ୍ତି । ବର୍ଷାଙ୍କୁ ସେ ଦିନେ ପାଗଳ ପରି ଭଲ ପାଉଥିଲେ ।
ଆଉ ଆଜି ବର୍ଷା ତାଙ୍କ ଉପରେ ଏଭଳି ମିଥ୍ୟା ଅଭିଯୋଗ ଆଣିଛନ୍ତି । ଅନୁଭବ ମହାନ୍ତି କହିଛନ୍ତି ଯଦି ସେ ଦୋଷୀ ଅଛନ୍ତି ତାହେଲେ ତାଙ୍କୁ ଦଣ୍ଡ ମିଳିବ । ଛାଡ଼ପତ୍ର ବିବାଦକୁ ନେଇ ତାଙ୍କ ପରିବାର ଦୁଃଖରେ ଅଛନ୍ତି । ଆଉ ଏବେ ସେ ବର୍ଷାଙ୍କୁ କହିଛନ୍ତି ଯଦି କିଛି ଏହି ଘଟଣାରେ ଅଛି ତାହେଲେ କୋର୍ଟରେ ଆସି ଦେଖା କର ଆଉ ଏହାର ସମାଧାନ କର ଏଭଳି ତାଙ୍କୁ ଆଉ ତାଙ୍କ ପରିବାରକୁ କଷ୍ଟ ଦିଅନ୍ତୁ ନାହିଁ । ଏବେ ଏହି ମାମଲାକୁ ନେଇ ଅନେକ ଖବର ଆସିବା ସହ ଅନେକ କିଛି କଥା ଜଣାପଡିଛି ।