Sep 30, 2024, 15:01 IST

ଶିକ୍ଷକ ନିଯୁକ୍ତିକୁ ନେଇ ମୁଁହ ଖୋଲିଲେ ସୂର୍ଯ୍ୟବଂଶୀ ସୁରଜ ଦେଖନ୍ତୁ କଣ କହିଲେ

Gg

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଅନେକ କିଛି କଥା ଜାଣିପାରିବେ । ଆପଣମାନେ ଏହା ଜାଣିବା ପରେ ଏହା ଆପଣଙ୍କ କାମରେ ଆସିପାରେ । ଆପଣମାନେ ସମସ୍ତେ ଉଚ୍ଚଶିକ୍ଷା ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀଙ୍କୁ ଜାଣିଥିବେ । ସେ ସବୁବେଳେ ଭଲ କାମ କରିଥାନ୍ତି । ତାଙ୍କୁ ଲୋକମାନେ ବହୁତ ଭଲ ପାଆନ୍ତି ।
Bb
ଆଉ ଏବେ ସେ କିଛି ନୂଆ ଘୋଷଣା କରିଛନ୍ତି । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏହା ସମ୍ପୂର୍ଣ୍ଣ ଭାବରେ ଜାଣିପାରିବେ । ସେ କହିଛନ୍ତି ଆଗାମୀ ଦିନରେ ଅର୍ଥାତ୍ ଭବିଷ୍ୟତରେ ଶିକ୍ଷା ବ୍ୟବସ୍ଥା ଏକ ଦୂରଦୃଷ୍ଟି ସମ୍ପନ୍ନ ଶିକ୍ଷା ବ୍ୟବସ୍ଥା ହେବାକୁ ଯାଉଛି । ଏବେ ଶିକ୍ଷକ ନିଯୁକ୍ତି କରାଯିବ । ଆଉ ଶିକ୍ଷକ ନିଯୁକ୍ତି କରିବା ବ୍ୟବସ୍ଥା ଶିକ୍ଷାବିତ୍ ମାନଙ୍କ ହାତରେ ରହିବ ବୋଲି ଖବର ଆସିଛି । ବିଶ୍ଵବିଦ୍ୟାଳୟ ଗୁଡିକରେ ଶିକ୍ଷକ ନିଯୁକ୍ତି ବା କୁଳପତି ନିଯୁକ୍ତି କଥାକୁ ନେଇ ଅନେକ ଅସଙ୍ଗତ ହୋଇଥିଲା । 
Gg
ମାତ୍ର ୭୦୦ ପଦ ନିଯୁକ୍ତି ରହିଛି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆଇନ ମନ୍ତ୍ରୀ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିଥିଲେ । ସରକାର ସମସ୍ତଙ୍କ ସହିତ ଆଲୋଚନା କରିଥିଲେ । ଶିକ୍ଷକ ନିଯୁକ୍ତି ହେବେ ବୋଲି ଅନେକ ପଦବୀ ବାଗରିଛି । ଆଉ ଏହି ପଦବୀ ଯୋଗୁଁ ଅନେକ ଲୋକ ଚାକିରୀ ପାଇଯିବେ । ଆଉ ଶିକ୍ଷକ ନିଯୁକ୍ତି କରିବା ଶିକ୍ଷାବିତଙ୍କ କାମ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି । ଏବେ ଏହି ଘଟଣାକୁ ନେଇ ଅନେକ କିଛି ଖବର ଆସିଛି । 
ଏହି କଥାକୁ ଅର୍ଥାତ୍ ଶିକ୍ଷକ ନିଯୁକ୍ତି କଥାକୁ ଗୁରୁତର ଭାବରେ ନିଆଯାଉଛି ଆଉ ଏହି କାରଣରୁ ଏହା ଏବେ ସାମ୍ନାକୁ ଆସିଛି । ଏବେ ଦେଢ଼ ହଜାର ଶିକ୍ଷକ ନିଯୁକ୍ତି ହେବେ ବୋଲି ସୂଚନା ଦିଆଯାଇଛି । ଏବେ ଯାହା ସମସ୍ୟା ରହିଛି ଏହାକୁ ସେ ମିଳିମିଶି ଦୂର କରିପାରିବେ । ଶିକ୍ଷକ ନିଯୁକ୍ତି ଏବଂ ଅଣ ଶିକ୍ଷକ ନିଯୁକ୍ତି କରିଦେଲେ ସବୁ ସମସ୍ୟା ଦୂର ହୋଇଯିବ । ଆଉ ଏବେ ଏହି ଶିକ୍ଷକ ମାନେ ନିଯୁକ୍ତି ହେବେ ବୋଲି ସୂଚନା ମିଳିଛି । ଆଉ ଏନେଇ ଏବେ ଅନେକ ଖବର ଆସୁଛି ।

Advertisement