Jun 17, 2024, 17:51 IST

ବାହାଘର ପରେ ଝିଅ ଶୁଝୁଛି ପିତ୍ରୁରୁଣ ଦେଖନ୍ତୁ ସାମ୍ନାକୁ ଆସିଲା ହୃଦୟ ବିଦାରକ ଘଟଣା

Gh

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି କଥା ଜାଣିପାରିବେ । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ କି ପିତୃ ଦିବସରେ ଜଣେ ବାପାଙ୍କ ସେବା ତାଙ୍କ ବିବାହିତା ଝିଅ କରୁଛି । ପିତୃ ଦିବସରେ ଅନେକ ଲୋକ ଷ୍ଟାଟସ୍ ପକାଇଥାନ୍ତି କିନ୍ତୁ ବାପାଙ୍କ ସେବା କରନ୍ତି ନାହିଁ ।
Fh
ବାପା ତାଙ୍କ ଜୀବନ ବୋଲି ଲେଖି ଦିଅନ୍ତି କିନ୍ତୁ ବାପାଙ୍କୁ ସେ ମାନ କରନ୍ତି ନାହିଁ । କିନ୍ତୁ ଏବେ ଏହି ପିତୃ ଦିବସରେ ଗୋଟିଏ ଝିଅ ତାର ବାପାଙ୍କର ସେବା କରୁଥିବାର ଆପଣମାନେ ଦେଖିପାରିବେ । ଏହି ଝିଅ ଜଣକ ହେଉଛନ୍ତି ଇନ୍ଦୁପ୍ରଭା । ଇନ୍ଦୁ ତିନିମାସ ହେବ ବିବାହ କରିଛନ୍ତି ଆଉ ସେ ବିବାହ କରିବା ପରେ ମଧ୍ୟ ଶାଶୁଘର କଥା ବୁଝି ତାଙ୍କ ବାପାଙ୍କ କଥା ବୁଝୁଛନ୍ତି । ସ୍ବାମୀ ଆଉ ବାପାଙ୍କ ଭିତରେ ତାଙ୍କୁ ଯଦି ପଚରା ଯାଇଥାଏ କାହା ସେବା କରିବୁ । ସେ ତାଙ୍କ ବାପାଙ୍କ ସେବା କରିବ । 
Gg
ଇନ୍ଦୁଙ୍କ ବାପା ପାରାଲିସ୍ ରୋଗରେ ଆକ୍ରାନ୍ତ ଅଛନ୍ତି । ସେ ପୂର୍ବରୁ କାମ କରି ଘର ଚଳାଉଥିଲେ । ଆଉ ଏବେ ସେ ବାପାଙ୍କ ପାଖରେ ଅଛନ୍ତି । ପ୍ରାୟ ୬ ରୁ ୭ ବର୍ଷ ହେଲା ସେ ଏହି ରୋଗରେ ପୀଡିତ ଅଛନ୍ତି । ଏହି ବ୍ୟକ୍ତି ଜଣଙ୍କର ଦୁଇଝିଅ ଆଉ ପୁଅ ଗୋଟିଏ ଅଛି । ତାଙ୍କ ପୁଅ ବାହାରେ ଅଛି ଆଉ ସେ କାମ କରୁଛି । ସବୁ କଥା କହି ବୃଦ୍ଧ ବ୍ୟକ୍ତି ଜଣକ କାନ୍ଦି ପକାଉଛନ୍ତି । ଏହି ଝିଅଟି ବାହାରେ କାମ କରି ଟଙ୍କା ରୋଜଗାର କରି ଘର ଚଳାଇ ଥାଆନ୍ତି । ତାଙ୍କ ବାପା ତାଙ୍କୁ ବହୁତ ଭଲ ପାଆନ୍ତି । ଭାଇ ଭଉଣୀ ମିଶି ଘର ଚଳାଉଥିଲେ । 
ଏହି ଝିଅଟି ମାର୍ଚ୍ଚ ୧ ତାରିଖରେ ବିବାହ କରିଛନ୍ତି । ଲୋକମାନେ ମନ୍ଦିର ଯାଇ ପୂଜାପାଠ କରୁଛନ୍ତି କିନ୍ତୁ ଘରେ ଥିବା ବାପା ମାଙ୍କୁ ବୃଦ୍ଧାଶ୍ରମ ପଠାଇ ଦେଉଛନ୍ତି । ଇନ୍ଦୁ କହିଛନ୍ତି ସବୁବେଳେ ତାଙ୍କ ବାପା ତାଙ୍କ ପାଖରେ ରହି ଥାଆନ୍ତୁ । ଆଉ ଆଜିକାଲି ଦୁନିଆରେ ଏଭଳି ଝିଅ ମିଳିବା କଷ୍ଟକର । ଏହି ବୃଦ୍ଧ ଜଣକର ସେବା କରିବାକୁ ଝିଅ ଶାଶୁଘର ପଛରେ ପକାଇ ଆସିଛି । ଏଭଳି ଝିଅ ସମସ୍ତଙ୍କ ପାଇଁ ଉଦାହରଣ ଅଟେ । ଭଗବାନଙ୍କୁ ପୂଜା କରିବା ଠାରୁ ବାପା ମାଙ୍କ ସେବା କରିବା ବହୁତ ଭଲ । ଆପଣମାନେ ଏହି ଭିଡିଓ ମାଧ୍ୟମରେ ସମ୍ପୂର୍ଣ୍ଣ ଖବର ଜାଣିପାରିବେ।

Advertisement