ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଜଣେ ସାମ୍ବାଦିକାଙ୍କୁ ନେଇ ଆସିଥିବା ଖବର ଜାଣିପାରିବେ । ଆପଣମାନେ ସମସ୍ତେ ସାମ୍ବାଦିକା ମଧୁମିତାଙ୍କ ବିଷୟରେ ତ ଶୁଣିଥିବେ । ଏବେ ଏହି ସାମ୍ବାଦିକା ଜଣକ ଆଉ ଏହି ଦୁନିଆରେ ନାହାଁନ୍ତି । ସେ ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି । ସେ ତାଙ୍କ ନିଜ ଜୀବନ ହାରି ଦେଇଛନ୍ତି ।
ଇନଷ୍ଟାଗ୍ରାମରେ ମଧୁମିତା କାନ୍ଦି କାନ୍ଦି ତାଙ୍କ ମାଙ୍କୁ ଅନେକ କିଛି କଥା କହିଥିଲେ । ତାଙ୍କ ଜୀବନର ଦୁଃଖ ସେ କହିଥିଲେ । ସେ ତାଙ୍କ ମାଆଙ୍କୁ କହିଲେ ତାଙ୍କୁ କ୍ଷମା କରିଦେବାକୁ । ସେ ଆଉ ବଞ୍ଚିବା ପାଇଁ ଚାହୁଁ ନାହାଁନ୍ତି ବୋଲି କହିଥିଲେ । ଆଉ ଏବେ ଏହି ସାମ୍ବାଦିକା ମଧୁମିତାଙ୍କର ମୃ-ତଦେହ ଦେଖିବାକୁ ମିଳିଛି । ରେଳ ଧାରଣା ଉପରେ ଏହି ସାମ୍ବାଦିକା ଜଣଙ୍କର ମୃ-ତଦେହ ଦେଖିବାକୁ ମିଳିଛି । ସାମ୍ବାଦିକା ମଧୁମିତା ୫ ମାସ ତଳେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଆଉ ଏବେ ତାଙ୍କର ପରିବାର ଭାଙ୍ଗି ଯାଇଛି ।
ଏହି ସାମ୍ବାଦିକା ଜଣଙ୍କର ସ୍ବାମୀ ତାଙ୍କ ସହିତ ରହିବାକୁ ଚାହୁଁ ନାହାଁନ୍ତି । ସେ ତାଙ୍କୁ ଛାଡି ଦେବେ ବୋଲି କହୁଛନ୍ତି । ଏହି କଥା ସାମ୍ବାଦିକା ଜଣକ ତାଙ୍କ ମାଆଙ୍କୁ କହିଥିଲେ । ଆଉ ଶେଷରେ ଏହା କହି ନିଜ ଜୀବନ ହାରି ଦେଇଛନ୍ତି । ତାଙ୍କ ସ୍ଵାମୀ ତାଙ୍କ ହାତ ଛାଡ଼ି ଦେବେ ବୋଲି କହିଥିଲେ ଆଉ ସେ ବଞ୍ଚିବେ ନାହିଁ ବୋଲି କହି ଟ୍ରେନ ଲାଇନକୁ ଯାଇ ଆ-ତ୍ମ-ହ-ତ୍ୟା କରିଥିଲେ । ଏହି ସାମ୍ବାଦିକା ଜଣକ ଏଭଳି କାମ କରିବେ ବୋଲି କେହି କେବେ ଭାବିନଥିଲେ । ଏହି ସାମ୍ବାଦିକା ଜଣକର ବାପା ଅନେକ କଥା କହିଛନ୍ତି ।
ସାମ୍ବାଦିକା ଜଣକ ସବୁବେଳେ ଭଲ କାମ କରିଥାନ୍ତି ଆଉ ସେ ଏଭଳି ଜୀବନ ହାରିବା କାମ କରିବେ ବୋଲି କେହି ବିଶ୍ବାସ କରୁ ନାହାଁନ୍ତି । ଏଭଳି ଘଟଣା ଦେଖିବାକୁ ମିଳୁଛି ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ରେଲୱେ ଷ୍ଟେସନରୁ ଲିଙ୍ଗରାଜ ଷ୍ଟେସନ ମଝି ଅଞ୍ଚଳରେ । ଏହି ସାମ୍ବାଦିକା ମଧୁମିତା ପରିଡ଼ା ଏଭଳି ଆ-ତ୍ମ-ହ-ତ୍ୟା କରିବେ ବୋଲି କେହି ଭାବି ନଥିଲେ । ଏବେ ଏହି ଘଟଣାକୁ ନେଇ ଏବେ ଚର୍ଚ୍ଚା ହେଉଛି । ସେ ଭୁବନେଶ୍ଵରରେ ରହି ସାମ୍ବାଦିକା କାମ କରୁଥିଲେ । ଏବେ ଏହି ଘଟଣାକୁ ନେଇ ତଦନ୍ତ ଚାଲୁଛି ।