ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ବନ୍ଧୁଗଣ ବନ୍ଧୁଗଣ ଜିଓ ଗ୍ରାହକଙ୍କ ପାଇଁ ଖୁସି ଖବର। ଜବରଦସ୍ତ ଭାଲିଡିଟି ସହ ଆସିଲା ଶସ୍ତା ପ୍ଲାନ।
ଜୁଲାଇ ମାସରେ ଭାରତର ଘରୋଇ ଟେଲିକମ କମ୍ପାନୀ ଗୁଡ଼ିକ ପ୍ରିପେଡ ଏବଂ ପୋଷ୍ଟପେଡ ରିଚାର୍ଜ୍ ପ୍ଲାନରେ ବୃଦ୍ଧି କରି ସାରା ଦେଶର ଲୋକଙ୍କୁ ଝଟକା ଦେଇଥିଲେ। ଏୟାରଟେଲ ଏବଂ ଭଡ଼ା ଫୋନ ଆଇଦିଆ ବ୍ୟତୀତ ଜିଓ କଂପାନୀ ମଧ୍ୟ ନିଜ ପ୍ଲାନରେ ୨୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିଛି। କିନ୍ତୁ ଏବେ ଜିଓ ଗ୍ରାହକଙ୍କୁ ଟିକେ ଆଶ୍ୱସ୍ତି ଦେବା ପାଇଁ ନେଇ ଆସିଛି ଏକ ନୂଆ ପ୍ଲାନ୍। ଏହା କେବଳ ଗ୍ରାହକଙ୍କୁ କମଦାମରେ ମିଳିବ ନାହିଁ ବରଂ ଏଥିରେ ଅଧିକ ଭ୍ୟାଲିଡିଟି ମଧ୍ୟ ମିଳିବ।
କହିବାକୁ ଗଲେ ଜିଓର ଏହି ରିଚାର୍ଜ ପ୍ଲାନର ଦାମ ହେଉଛି ୧୮୯୯ ଟଙ୍କା। ରାଲୁସେକ୍ସନରେ ଯୋଡ଼ା ଯାଇଥିବା ଜିଓର ଏହି ପ୍ଲାନରେ ୟୁଜରଙ୍କୁ ୩୩୬ ଦିନର ଭ୍ୟାଲିଡିଟି ମିଳିବ। ଏହାର ଅର୍ଥ ୧୮୯୯ ଟଙ୍କାରେ ଏହି ପ୍ଲାନରେ ଆପଣ ପ୍ରାୟ ୧୧ ମାସର ଭ୍ୟାଲିଡିଟି ପାଇପାରିବେ। ଜିଓ ନିଜର ଏହି ନୂଆ ପ୍ଲାନ୍ ସହିତ ୟୁଜରଙ୍କୁ କୌଣସି ବି ନେଟୱାର୍କରେ ୩୩୬ ଦିନ ପାଇଁ ଅଲଲିମିଟେଡ କଲିଂ ଓ ମୋଟ ୩ ହଜାର ୬୦୦ ଏସେମେସର ସୁବିଧା ଦେଇଛି।
ଏହି ପ୍ଲାନ ସହିତ ଜିଓ ୟୁଜରଙ୍କୁ ୨୪ ଜିବି ଇଣ୍ଟ୍ରନେଟ ଡାଟା ମିଳିବ। ଯଦି ଆପଣ ଅଧିକ ଇଣ୍ଟ୍ରନେଟ ଡାଟା ବ୍ଯବହାର କରୁନାହାଁନ୍ତି। ତେବେ ପ୍ଲାନ୍ ଆପଣଙ୍କ ପାଇଁ ଜବରଦସ୍ତ ପ୍ରମାଣିତ ହେଇପାରେ। ମାସକୁ ଦେଖିବାକୁ ଗଲେ ଏଥିପାଇଁ ପ୍ରାୟ ୧୭୨ ଟଙ୍କା ପଡ଼ିବ। ଯାହା ଗ୍ରାହକଙ୍କ ପାଇଁ ଭଲ ଡ଼ିଲ ହେଇପାରେ। କିନ୍ତୁ ଯେଉଁ ମାନଙ୍କ ପାଇଁ ଅଧିକ ଡାଟା ଆବଶ୍ୟକ ସେମାନଙ୍କ ପାଇଁ ହୁଏତ ଏହା ଏତେ ଖାସ ହେଇନପାରେ।