Updated: Jun 23, 2024, 19:23 IST

ମୁଖ୍ୟମନ୍ତ୍ରୀ ହେବା ପରେ ୫୦୦ କୋଟି ଟଙ୍କାର ଏହି ଘର ତିଆରି କରିଥିଲେ ଜଗନ୍ ଦେଖନ୍ତୁ ଆସିଲା ବହୁତ୍ ବଡ଼ ଖବର

Hh

ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ମୂଖ୍ୟମନ୍ତ୍ରୀ ହେଲା ପରେ ପ୍ରଥମେ ୫୦୦ କୋଟି ଟଙ୍କାର ଘର ବାନାଇଥିଲେ ଜଗନ ମୋହନ। ଆନ୍ଧ୍ରପ୍ରଦେଶରେ କ୍ଷମତା ପରିବର୍ତ୍ତନ ହେଲା ମାତ୍ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡି ତାଙ୍କର ବିଳାସପୂର୍ଣ୍ଣ ପ୍ରସାଦ ପାଇଁ ଏବେ ଆଗକୁ ଆସୁଛନ୍ତି। ଆଉ ଏହାକୁ ନେଇ ସମସ୍ତେ ଚର୍ଚ୍ଚା କରୁଛନ୍ତି। ୪ ଶହ ୫୨ କୋଟି ଟଙ୍କାରେ ନିର୍ମାଣ କରାଯାଇଛି ଏକ ମହଲ। ପାହାଡ କଟାଯାଇ ଏଭଳି ତିଆରି କରାଯାଇଥିଲା ୫୦୦ କୋଟି ଟଙ୍କାର ମହଲ। ଆନ୍ଧ୍ରପ୍ରଦେଶରେ ଏହି ମହଲର ନାମ ଜଗନ ପ୍ୟାଲେସ ରଖାଯାଇଛି। ଏହି ମହଲର ଫୋଟ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଇଯାଇଛନ୍ତି। 
Bh
ଜଗନ ମୋହନ ରେଡିଙ୍କ ଏହି ଜଗନ ପ୍ୟାଲେସ ବିଶାଖାପାଟନମ ସମୁଦ୍ରକୂଳରେ ଥିବା ରୁଷିକୁଣ୍ଡା ହିଲ୍ ଉପରେ ତିଆରି ହେଇଛି। ଏଥିରେ ୧୧ଟି ହଲ ରହିଛି। ୧୨ଟି ବିଶାଳପୂର୍ଣ୍ଣ ଶୟନ କକ୍ଷ ରହିଛି। ପ୍ରତ୍ୟେକ ୧୫ ୧୫ ଲକ୍ଷ ଟଙ୍କାର ୨୦୦ଟି ଝୁମର ଲାଗିଛି। କେବଳ ଏହି ଘରର ଭିତର ଭାଗରେ ୩୩ କୋଟି ଟଙ୍କା ଖର୍ଚ୍ଚ ହୋଇଛି ଡିଜାଇନ କରିବା ପାଇଁ। ତେବେ ଏହି ଜଗନ ପ୍ୟାଲେସରେ ଲକ୍ଷ ଲକ୍ଷ ଟଙ୍କାର ସ୍ପା ସେଣ୍ଟର୍ ଏବଂ ଲକ୍ଷ ଲକ୍ଷ ଟଙ୍କାର ମାସଜ୍ ଟେବୁଲ୍ ରଖାଯାଇଛି। ତେବେ ଏଥିରେ ୪୦ ଲକ୍ଷ ଟଙ୍କା ବ୍ୟୟରେ କେବଳ ବାଥରୁମ ନିର୍ମାଣ କରାଯାଇଛି।
Vh
ଏବଂ ପ୍ରତ୍ୟେକରେ ୧୨ ଲକ୍ଷ ଟଙ୍କା ମୂଲ୍ୟର କମଡ ଲାଗିଛି। ତେବେ ଏହା ୯.୯ ଏକର ଜମିରେ ନିର୍ମାଣ କରାଯାଇଛି। ଏହି କ୍ଳବରେ ଭୋଜି ସୁବିଧା, ଅତ୍ୟାଧୁନିକ ସମ୍ମିଳନୀ ହଲ, ଏବଂ ଉତ୍କୃଷ୍ଟ ଆଲୋକ ରହିଛି। ଏହି ମହଲରୁ ସମୁଦ୍ରକୂଳ ଦୃଶ୍ୟ ସୁନ୍ଦର ଦେଖାଯାଏ। ରୁଷିକୁଣ୍ଡା ପାହାଡ ଉପରେ ନିର୍ମିତ ଜଗନ ପ୍ୟାଲେସରେ ପ୍ରାୟ ୭ଟି କ୍ଲବ୍ ନିର୍ମାଣ କରାଯାଇଛି। ଏହି କୋଠା ଗୁଡିକରେ ସୁପର ବିଳାସପୂର୍ଣ୍ଣ ସୁବିଧା ଯୋଗାଇ ଦିଆଯାଇଛି। ତେବେ ଏହା ଜନସାଧାରଣଙ୍କ ପାଇଁ କରାଯାଇଛି ବୋଲି ଜଗନ ମୋହନ ସରକାର ଦାବି କରୁଛନ୍ତି। 
ତେବେ କୁହାଯାଉଛି ଏହି ମହଲ ସରକାର ଟଙ୍କାରେ ନିର୍ମାଣ ହେଇଛି ବୋଲି। କିନ୍ତୁ କିଛି ଲୋକ କହୁଛନ୍ତି ଏହା କଳା ଟଙ୍କାରେ ତିଆରି ହେଇଛି ବୋଲି। ତେବେ ଏବେ ଆନ୍ଧ୍ରପ୍ରଦେଶରେ ଆର୍ଥିକ ସ୍ଥିତି ଭଲ ନାହିଁ। ରାଜ୍ୟ ୧୨ କୋଟି ଟଙ୍କାର ଋଣରେ ବୁଡି ରହିଛି। ଏହି ସମୟରେ ସରକାରୀ ଅର୍ଥରେ ଏଭଳି ବ୍ୟୟ ବହୁଳ ଘର ବନେଇବା ନେଇ ଜଗନକୁ ଘେରୀଛି ଡିଡିପି। ୫୦୦ କୋଟି ଏହି ବିଳାସପୂର୍ଣ୍ଣ ମହଲରେ ୪୦ ଲକ୍ଷର ବାଥ୍ ଟେପ, ୧୨ ଲକ୍ଷର କମଡ଼, ୩୩ କୋଟି ଟଙ୍କାର ମୂଲ୍ୟବାନ ଆସବାପତ୍ର ମଧ୍ୟ ରହିଛି ଭିତରେ। ଏହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଇଯାଇଛନ୍ତି।

Advertisement