ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ବଜେଟକୁ ନେଇ ଆସିଥିବା ଖବର ସବୁ ଜାଣି ପାରିବେ । ଆପଣମାନେ ସମସ୍ତେ ୨୦୨୪-୨୫ ମସିହାର ବଜେଟ ବିଷୟରେ ତ ଜାଣିଥିବେ । ଏବେ ଏହି ବଜେଟକୁ ନେଇ ଉପ ମୁଖ୍ୟମନ୍ତ୍ରୀ କଣ ସବୁ କହିଛନ୍ତି ତାହା ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ବଜେଟ ଘୋଷଣା ହେବା ପରେ ଏମିତି କିଛି ଦେଖିବାକୁ ମିଳିଛି ।
ଓଡ଼ିଶାରେ ବିଜେଡି ସରକାର ୨୪ ବର୍ଷ ହେଲା ଶାସନ କରୁଥିଲେ । ଆଉ ଏବେ ଓଡ଼ିଶାରେ ବିଜେପି ସରକାର ଶାସନ କରୁଛି । ନିର୍ମଳ ସୀତାରମଣ ଗୋଟିଏ ସଭା ଡକାଇ ଥିଲେ । ଆଉ ସେଠାକୁ ଉପ ମୁଖ୍ୟମନ୍ତ୍ରୀ ଯାଇଥିଲେ । ଆଉ ସେଠାରେ ଓଡ଼ିଶାର ଅନେକ କିଛି ବିକାଶ ବିଷୟରେ କୁହାଯାଇଥିଲା । ଆଉ ଓଡ଼ିଶାର ଲୋକମାନେ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଯାଉଛନ୍ତି ଆଉ ଏହି କଥା ମଧ୍ୟ ସେଠାରେ କୁହାଯାଇଥିଲା । ଓଡ଼ିଶାର ଲୋକମାନେ ଓଡ଼ିଶାରେ କାମ କରିବେ ବୋଲି ସେମାନେ କଥା ପକାଇଥିଲେ ।
କେନ୍ଦ୍ର ସରକାରଙ୍କ ପାଖରେ ଏହିସବୁ କଥା କୁହାଯାଇଥିଲା । ଆଉ ଯେତେବେଳେ ଅର୍ଥମନ୍ତ୍ରୀ ବଜେଟ କରିଛନ୍ତି ସେତେବେଳେ ସେ ଓଡ଼ିଶା ପାଇଁ କିଛି କାମ କରିଛନ୍ତି । ଓଡ଼ିଶାର ଲୋକମାନେ ଏବେ ଏହି ବଜେଟ ଦ୍ଵାରା ଲାଭ ପାଇବେ ବୋଲି ଜଣାପଡିଛି । ବଜେଟ ଆପଣମାନେ ଦେଖିପାରିବେ ଆଉ ଏହି ବଜେଟରେ କୃଷକମାନଙ୍କ ପାଇଁ ଅନେକ ସାହାଯ୍ୟ ମିଳିବା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ସମସ୍ତ ପ୍ରକାରର ପଦକ୍ଷେପ ନେଇଛନ୍ତି । ଓଡ଼ିଶାରେ ୨୪ ବର୍ଷ ହେଲା ଶାସନ କରିଥିଲେ ବିଜେଡି ସରକାର ।
ବିଜେଡି ସରକାର ୨୪ ବର୍ଷ ଓଡ଼ିଶାରେ ଶାସନ କରିବା ପରେ ମଧ୍ୟ ସେ ଓଡ଼ିଶାର ବିକାଶ ପାଇଁ କିଛି ବି ପଦକ୍ଷେପ ନେଇନଥିଲେ । ସେ ତାଙ୍କ କଥା ଯଦି ରଖିବାର ଥିଲା ତାହେଲେ ସେ ଏହା ତାଙ୍କ ଭିତରେ ସୀମିତ ରଖିଥାନ୍ତେ । କିନ୍ତୁ ସେ ଏହାକୁ ବାହାରକୁ ଆଣିଲେ । ଏବେ ଯେଉଁ ବଜେଟ ହୋଇଛି ଏହା ଓଡ଼ିଶାର ଅନେକ ବିକାଶ କରିବ ବୋଲି ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି । ଉପ ମୁଖ୍ୟମନ୍ତ୍ରୀ ଏଭଳି ଅନେକ କଥା କହିଛନ୍ତି ଯାହା ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ଓଡ଼ିଶାର ବିକାଶ ହେବ ବୋଲି ସେ କହିଛନ୍ତି । ଉପ ମୁଖ୍ୟମନ୍ତ୍ରୀ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଓଡ଼ିଶାବାସୀଙ୍କ ତରଫରୁ ଧନ୍ୟବାଦ ଦେଇଛନ୍ତି ।