Jun 9, 2024, 19:16 IST

ମାନବପ୍ରେମୀ ଆଦିତ୍ୟ ଦାସ ଙ୍କୁ ନେଇ ଆସିଲା ବଡ଼ ବିବାଦ ଦେଖନ୍ତୁ କଣ କହିଲେ ଏହି ଯୁବତୀ

Gh

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ମାନବପ୍ରେମୀ ଆଦିତ୍ୟ ଦାସଙ୍କୁ ନେଇ ଆସିଥିବା କିଛି ଖବର ଜାଣିପାରିବେ । ଆପଣମାନେ ସମାଜସେବୀ ଆଦିତ୍ୟ ଦାସଙ୍କ କାମ ବିଷୟରେ ଜାଣିଥିବେ । ସେ ସବୁବେଳେ ଲୋକମାନଙ୍କ ସେବା କରିବାକୁ ଚାହାଁନ୍ତି । ଏବେ ସେ ଆଉ ଏହି ଦୁନିଆରେ ନାହାଁନ୍ତି କିନ୍ତୁ ତାଙ୍କୁ ନେଇ କଥା ଆସୁଛି ।
Gh
ମାନବପ୍ରେମୀ ଆଦିତ୍ୟ ଦାସଙ୍କ ସ୍ତ୍ରୀ ବିଦ୍ୟାଶ୍ରୀଙ୍କ ନାଁରେ ଜଣେ ମହିଳା ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ତାଙ୍କର ଫେସବୁକରୁ କିଛି ଫଟୋ, ଆଉ କାଳ୍ପନିକ କାହାଣୀକୁ ନେଇ ସେ ତାଙ୍କ ଫେସବୁକ୍ ପେଜରେ ଏଡିଟିଙ୍ଗ କରି ଅଶ୍ଳୀଳ ଭିଡିଓ ବନେଇଛନ୍ତି । ଯାହାଫଳରେ ତାଙ୍କର ସମାଜରେ ସମ୍ମାନ ହାନି ହେଇଛି । ସେ ଏହି କଥାକୁ ନେଇ ସାଇବର ଥାନା ଏବଂ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି । ତାଙ୍କ ନାଁରେ ଅଭିଯୋଗ ରେଜିଷ୍ଟର ହୋଇଯାଇଛି । ଏହି ଭିଡିଓରେ ବିଦ୍ୟାଶ୍ରୀ ଏହି ମହିଳା ଜଣଙ୍କୁ ତାଙ୍କ ସଉତୁଣୀ ବୋଲି କହିଛନ୍ତି । 
Gh
ଆଉ ଏହାସହ ସେ ତାଙ୍କୁ ଜୋତାରେ ପିଟିବେ, ଟମାଟୋ ମାଡ କରିବେ ଏଭଳି ଅନେକ କଥା କହିଛନ୍ତି । ସେ ତାଙ୍କୁ ମାରିଦେବେ ବା ହ-ତ୍ୟା କରିବେ ବୋଲି ଧମକ ମଧ୍ୟ ଦେଇଛନ୍ତି । ଆଦିତ୍ୟ ଦାସ ସମାଜସେବା କରନ୍ତି ଏହିଥିରୁ ଏହି ମହିଳା ଜଣକ ତାଙ୍କୁ ଚିହ୍ନିଥିଲେ । ଯେତେବେଳେ ଆଦିତ୍ୟ ଦାସଙ୍କ ମୃ-ତ୍ୟୁ ହୋଇଥିଲା । ଏହାର ଚାରି ପାଞ୍ଚ ଦିନ ପରେ ସେ ଭିଡିଓ ବନାଇଥିଲେ । ଆଉ ଏହି ଭିଡିଓରେ ସେ କାଳ୍ପନିକ କଥା କହିଥିଲେ । ସେ କାହା ବିରୋଧରେ କହି ନଥିଲେ କିନ୍ତୁ ଏବେ ଏହି ଖବର ଆସୁଛି । 
ସାମାଜିକ ବିରୋଧରେ ଆସି ଯାହାକୁ ଚିହ୍ନି ନାହାଁନ୍ତି ଜାଣି ନାହାନ୍ତି ତାଙ୍କୁ ନେଇ ଏଭଳି କହିବା ଠିକ୍ ନୁହେଁ । ଲୋକମାନେ ଜାଣନ୍ତୁ ଏହି କାମ ସବୁ ବେଆଇନ କାମ ଆଉ ସେଥିପାଇଁ ସେ ଏଭଳି କାମ କରିଛନ୍ତି । ଏହି ମହିଳା ଜଣକ ଜଣେ ଆଇନଜୀବୀ ଆଉ ସେ ଏହି ଅଭିଯୋଗ କରିଛନ୍ତି । ଯଦି କେହି ଆପଣଙ୍କ ସୋସିଆଲ ଆକାଉଣ୍ଟରୁ କୌଣସି ଫଟୋ ଆଉ କିଛି ନେଇ ଏଭଳି ଅପ ବ୍ୟବହାର କରନ୍ତି ଏହା ଆଇନ୍ ବିରୋଧୀ । ସେଥିପାଇଁ ଏହି ମହିଳା ଜଣକ ଥାନାରେ ଅଭିଯୋଗ କରିଛନ୍ତି । ବିଦ୍ୟାଶ୍ରୀ ଜଣେ ଆଇନଜୀବୀ ହୋଇ ମଧ୍ଯ ଏଭଳି କରିବା ଠିକ୍ ନୁହେଁ । ଏଭଳି ଅନେକ କଥା ଏହି ମହିଳା ଜଣକ କହିଛନ୍ତି ।

Advertisement