May 16, 2024, 16:39 IST

ଅନ୍ୟର ବାହାଘର ଦେଖି କାନ୍ଦିଲେ ଅଭିନେତ୍ରୀ ରାଣୀ ପଣ୍ଡା!! ଦେଖନ୍ତୁ ଏହି ଦୃଶ୍ୟ

Hh

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆପଣମାନେ ସମସ୍ତେ ଯାତ୍ରା ଜଗତକୁ ନେଇ ଆସୁଥିବା ଖବର ସବୁ ଜାଣି ପାରୁଥିବେ ।
ଆପଣମାନେ ସମସ୍ତେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କୁ ଜାଣିଥିବେ । ଏହି ଅଭିନେତ୍ରୀ ଜଣକ ବହୁତ ସୁନ୍ଦର ଅଭିନୟ କରନ୍ତି । ସେ ସବୁବେଳେ ଲୋକମାନଙ୍କର ସେବା କରିଥାନ୍ତି । ସେ ସବୁବେଳେ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥାନ୍ତି । ଏବେ ତାଙ୍କୁ ନେଇ କିଛି ଖବର ଆସିଛି । 
Hh
ଅଭିନେତ୍ରୀ ରାଣୀ ପଣ୍ଡା ଏବେ ପୁଣି କାନ୍ଦି ଥିବାର ନଜର ଆସିଛନ୍ତି । ସେ କାହାର ବାହାଘରକୁ ଯାଇଥିଲେ । ଆଉ ସେଠାରେ ସେ ତାଙ୍କୁ ଆର୍ଶୀବାଦ ଦେଇ କରି ଆସିଲେ । ସେ ସିନା ବହୁତ ଖୁସି ଥିଲେ କିନ୍ତୁ ତାଙ୍କ ମନ ଭିତରେ ବହୁତ ଯନ୍ତ୍ରଣା ଥିଲା ।
ଅଭିନେତ୍ରୀ ରାଣୀ ପଣ୍ଡା ଦିନେ ବି ବହୁତ ସ୍ବପ୍ନ ଦେଖିଥିଲେ । ସେ ବି ଦିନେ ବିବାହ କରିବେ ଆଉ ଶାଶୁଘରକୁ ଯିବେ । କିନ୍ତୁ ତାଙ୍କର ସବୁ ସ୍ବପ୍ନ ସ୍ବପ୍ନରେ ହିଁ ରହିଗଲା । ଆଉ ସେ ଏବେ ଏକୁଟିଆ ହୋଇ ଯାଇଛନ୍ତି । ଯାହାକୁ ସେ ତାଙ୍କ ଜୀବନ ଠାରୁ ଅଧିକ ଭଲ ପାଉଥିଲେ ସେ ତାଙ୍କୁ ଛାଡ଼ି ଚାଲି ଯାଇଛନ୍ତି । 
ସେ କାହାର ବାହାଘରକୁ ଯାଇଥିଲେ ଆଉ ବାହାଘରରୁ ଫେରିବା ପରେ ସେ ପୁରୁଣା ଦିନ କଥା ମନେ ପକାଇଥିଲେ । ଆଉ ତାଙ୍କର ମନେ ପଡ଼ି ଯାଇଥିଲା ତାଙ୍କୁ କେହି ଜଣେ ପ୍ରତିଶ୍ରୁତି ଦେଇଥିଲା ବିବାହ କରିବାକୁ ଆଉ ସବୁଦିନ ତାଙ୍କ ସହିତ ରହିବ ବୋଲି କହିଥିଲା ।
Bb
ତାଙ୍କର ହାତ ଧରିଥିଲା ଆଜି ସେହି ମଣିଷଟା ତାଙ୍କୁ ଧୋକା ଦେଇ ଚାଲିଗଲା । ଆପଣମାନେ ରାଣୀ ପଣ୍ଡାଙ୍କ ସେହି ଭିଡିଓ ଦେଖିଥିବେ ଯେଉଁ ଭିଡିଓରେ ସେ କାନ୍ଦୁଛନ୍ତି ଆଉ କାନ୍ଦି କାନ୍ଦି ତାଙ୍କ ଦୁଃଖ କଥା କହୁଛନ୍ତି । 
ରାଣୀ ପଣ୍ଡା ଚିତ୍କାର କରି କାନ୍ଦୁଥିଲେ ଆଉ ଦେଖାଉଥିଲେ ସବୁ ସମୟର ଫଟୋ । ତାଙ୍କ ପ୍ରେମିକ ତାଙ୍କୁ କିଭଳି ପ୍ରତାରଣା କରିଛି । ସେ ଦୁଃଖ କଷ୍ଟରେ ଥାଇ ମଧ୍ୟ କେବେବି ଲୋକଙ୍କୁ ସାହାଯ୍ୟ କରିବା ବନ୍ଦ କରି ନାହାଁନ୍ତି । ସେ ଆଖିରୁ ଲୁହ ପୋଛି ମଧ୍ୟ ଲୋକଙ୍କ ସେବା କରିଥାନ୍ତି ।
ସେ ନିଜ ଅତୀତ କଥା ମନେ ପକାଇଛନ୍ତି । ଆଉ ତାଙ୍କ ପ୍ରେମିକ ତାଙ୍କୁ ଅନେକ କଥା କହିଥିଲେ । କିନ୍ତୁ ସେ କିଛି ବି କରିନଥିଲେ । ତାଙ୍କ ପ୍ରେମିକ ବିକ୍ରମ ତାଙ୍କୁ ଧୋକା ଦେଇ ଦେଇଛନ୍ତି । ତାଙ୍କ ବିରୋଧରେ ମାମଲା ମଧ୍ୟ ରୁଜ୍ଜୁ କରାଯାଇଛି । ଆଉ ଏବେ ରାଣୀ ପଣ୍ଡା ସବୁକିଛି ଭୁଲି ଆଗକୁ ବଢ଼ିଛନ୍ତି ।

Advertisement