May 22, 2024, 16:54 IST

ଅଭିନେତା ଅରିନ୍ଦମଙ୍କ ପ୍ରଚାରରେ ଆଗେଇ ଆସିଲେ ଅଭିନେତ୍ରୀ ରାଣୀ ପଣ୍ଡା ଦେଖନ୍ତୁ କଣ କହିଲେ - Exclusive

Gh

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ
ରାଜନୀତି ଏବଂ କଳାକାରଙ୍କୁ ନେଇ କିଛି ଖବର ଆସିଥିବାର ଜାଣିପାରିବେ । ଆପଣମାନେ ସମସ୍ତେ ଓଲିଉଡ ଜଗତର ଅଭିନେତା ଅରିନ୍ଦମ ରାୟଙ୍କୁ ଜାଣିଥିବେ । ଏହି ଅଭିନେତା ଜଣକ ବହୁତ ସୁନ୍ଦର ଅଭିନୟ କରନ୍ତି । ତାଙ୍କ ଅଭିନୟ ଲୋକମାନଙ୍କୁ ବହୁତ ଭଲ ଲାଗିଥାଏ ।
Hh
ଏହାସହ ଆପଣମାନେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କୁ ତ ଜାଣିଥିବେ । ଏହି ଅଭିନେତ୍ରୀ ଜଣକ ସବୁବେଳେ ଲୋକମାନଙ୍କ ସେବା କରିଥାନ୍ତି । ଏବେ ଏହି ଅଭିନେତ୍ରୀ ଆଉ ଅଭିନେତା ଜଣଙ୍କୁ ନେଇ କିଛି ଖବର ଆସିଛି ।
ଅଭିନେତା ଅରିନ୍ଦମ ରାୟ ରାଜନୀତିରେ ପାଦ ଦେଇଛନ୍ତି । ଆଉ ସେ ପୂର୍ବରୁ ବିଜେଡି ଦଳରେ ଥିଲେ ଆଉ ଏବେ ସେ ବିଜେପି ଦଳରେ ଅଛନ୍ତି । ଆଉ ସେ ନିର୍ବାଚନ ଲଢ଼ୁଛନ୍ତି । ଅଭିନେତା ଅରିନ୍ଦମ ରାୟଙ୍କ ନିର୍ବାଚନରେ ପ୍ରଚାର କରୁଛନ୍ତି ଅଭିନେତ୍ରୀ ରାଣୀ ପଣ୍ଡା । 
ଅଭିନେତ୍ରୀ ରାଣୀ ପଣ୍ଡା ଏବେ ଗାଁ ଗାଁ ବୁଲି ଅରିନ୍ଦମଙ୍କ ପାଇଁ ପ୍ରଚାର କରୁଛନ୍ତି । ସେ ପ୍ରଚାର ଗାଡ଼ିରେ ଗାଁ ଗାଁ ଆଉ ଘର ଘର ବୁଲି ପ୍ରଚାର କରୁଥିବାର ଭିଡିଓ ଏବେ ସାମ୍ନାକୁ ଆସିଛି । ରାଣୀ ପଣ୍ଡା ଘରେ ଘରେ ବୁଲି ଅରିନ୍ଦମଙ୍କୁ ଭୋଟ ଦେବା ପାଇଁ କହିଲେ ।
Bb
ଆଉ କାହାର କଣ ଅସୁବିଧା ହୋଇଛି ସେହି ବିଷୟରେ ସେ ପଚାରି ବୁଝିଥିଲେ । ଆଉ ସବୁ ସମସ୍ୟା ଅରିନ୍ଦମ ସମାଧାନ କରିବେ ବୋଲି ଏବଂ ଆଉ କଣ କଣ ସବୁ ଅରିନ୍ଦମ କରିବେ ତାହା ସବୁ ସେ କହିଥିଲେ ।
ଅରିନ୍ଦମ ରାୟ ଏବେ ବିଜେପି ଦଳ ତରଫରୁ ନିର୍ବାଚନ ଲଢ଼ୁଛନ୍ତି । ଆଉ ଏବେ ତ ସାରା ରାଜ୍ୟରେ ନିର୍ବାଚନର ମାହୋଲ ରହିଛି । ନିର୍ବାଚନକୁ ନେଇ ସବୁବେଳେ ଅନେକ ଖବର ଆସିଥାଏ । ଏବେ ଅଭିନେତା ଅରିନ୍ଦମ ରାୟ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି ଆଉ ସେଥିପାଇଁ ସେ ପ୍ରଚାର କରୁଛନ୍ତି ।
ଆଉ ତାଙ୍କ ପ୍ରଚାରରେ ଅଭିନେତ୍ରୀ ରାଣୀ ପଣ୍ଡା ସାମିଲ ହୋଇ ଅନେକ କଥା କହିଛନ୍ତି ଯାହା ଆପଣମାନେ ସମସ୍ତେ ଜାଣି ପାରୁଛନ୍ତି । ସେ ସମସ୍ତଙ୍କୁ ପଦ୍ମ ଫୁଲ ଚିହ୍ନରେ ଭୋଟ ଦେଇ ଅରିନ୍ଦମ ରାୟଙ୍କୁ ବିଜୟ କରିବାକୁ କହିଛନ୍ତି ।

Advertisement