ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ପାଇବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଏଭଳି କିଛି ଖବର ଆସିଛି ଯାହା ଶୁଣିଲେ ଆପଣ ଆଶ୍ୱସ୍ତି ଲାଭ କରିବେ । ଛତିଶଗଡ ମାଓଗଡରେ ସେନାବାହିନୀ କରିଛି ବଡ ପ୍ରହାର । ଗୁଳିରେ ଥରି ଉଠିଥିଲା ଜଙ୍ଗଲ । ଘଟିଥିଲା ଏଭଳି କିଛି । ଗୁଲିର ଗର୍ଜନରେ ଥରି ଉଠିଥିଲା ଜଙ୍ଗଲ ଥୁରଥୁରି ।

ଆଉ ଗୋଟିଏ ରାତିରେ ୩୧ ଜଣ ନକ୍ସଲ ଗୁଳି ମାଡ଼ରେ ମୃ-ତ୍ୟୁବରଣ କରିଛନ୍ତି ବୋଲି ଏବେ ଖବର ଆସିଛି । ଏହି ୩୧ ଜଣ ମାଓବାଦୀଙ୍କ ମଧ୍ୟରୁ ଅଧିକ ମାଓବାଦୀ କେରଳ ରାଜ୍ୟର ଥିଲେ ବୋଲି ଜଣାପଡିଛି । ଏହାପରେ ମାଓବାଦୀମାନଙ୍କୁ ନିଜ କାନ୍ଧରେ ବୋହି ନେଇଥିଲେ ଏହି ସୈନ୍ୟବାହିନୀ । ଏବେ ଏହି ମାଓବାଦୀଙ୍କୁ ଘେରା ବନ୍ଦୀ କରି ତନ୍ନ ତନ୍ନ କରି ଯାଞ୍ଚ କରାଯାଇଛି । ଏଥିରେ ବହୁତ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ମିଳିଛି ବୋଲି ସୂଚନା ମିଳିଛି । ଏବେ ଏହାକୁ ଜବତ କରୁଛନ୍ତି ଯବାନ ।

ଏବେ ଛତିଶଗଡ ରାଜ୍ୟରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି । ଛତିଶଗଡ ରାଜ୍ୟରେ ମାଓବାଦୀ ରହି ଅନେକ କିଛି ଘଟଣା ଘଟାଉଥିଲେ । ଏବେ ଏହି ମାଓବାଦୀ ମାନଙ୍କୁ ଗୁଳି କରି ମାରି ଦିଆଯାଇଛି । @£ଛତିଶଗଡ ରାଜ୍ୟର ସୈନ୍ୟବାହିନୀଙ୍କର ବଡ ସଫଳତା ଦେଖିବାକୁ ମିଳିଛି । ମୃ-ତ୍ୟୁବରଣ କରିଥିବା ଏହି ୩୧ ଜଣ ମାଓବାଦୀଙ୍କ ମଧ୍ୟରୁ ୧୩ ଜଣ ମହିଳା ମାଓବାଦୀ ଥିବା ବେଳେ ୧୮ ଜଣ ପୁରୁଷ ଥିଲେ । ଏବେ ଏହି ମାଓବାଦୀମାନଙ୍କ ଠାରୁ ଅନେକ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି ।
ସୈନ୍ୟବାହିନୀ ଏବେ ଏହି ନକ୍ସଲ ମାନଙ୍କୁ ଏନକାଉଣ୍ଟର କରିଛନ୍ତି । ଏବେ ଏହି ଘଟଣାକୁ ନେଇ ଅନେକ କିଛି ଖବର ଆସିବା ସହ ଅନେକ ଘଟଣା ଏବେ ସାମ୍ନାକୁ ଆସୁଛି । ଏବେ ଏହି ମାଓବାଦୀଙ୍କ ମୃ-ତ୍ୟୁକୁ ନେଇ ସବୁଠି ଚର୍ଚ୍ଚା ହେଉଛି । ଆମ ଦେଶ ପାଇଁ ଏହା ଏକ ବଡ କାମ ଅଟେ । ଏହି ଭିଡିଓ ମାଧ୍ୟମରେ ଆପଣମାନେ ସୈନ୍ୟବାହିନୀମାନଙ୍କ ନାମ ଜାଣିବା ସହ ତାଙ୍କ ବିଷୟରେ ଜାଣିପାରିବେ । ଏବେ ଏହାକୁ ନେଇ ସବୁଠି ସାବାସି ଦିଆଯାଉଛି ।