ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି ଖବର ଜାଣିବା ସହ ଅନେକ ବିଷୟରେ ଜାଣିପାରିବେ । ଲ୍ୟାଣ୍ଡଫଲ୍ ବେଳେ ମହାବାତ୍ୟାର କରାଳ ରୂପ । ଚାହୁଁ ଚାହୁଁ ଉଡ଼ି ଯାଉଛନ୍ତି ଲୋକମାନେ । ଆଉ ଏଭଳି ଅନେକ କିଛି ଦେଖିବାକୁ ମିଳିଛି । ମହାବାତ୍ୟାରେ ଅନେକ କ୍ଷୟକ୍ଷତି ହୋଇଥାଏ ଆଉ ଅନେକ କିଛି ଘଟଣା ବି ଘଟିଥାଏ । ଏବେ ଏହା ଆପଣମାନେ ଜାଣି ରଖନ୍ତୁ ।

ଏହି ମହାବାତ୍ୟା ତାର କରାଳ ରୂପ ଦେଖାଇଛି । ଆଉ ଏହି ବାତ୍ୟାରେ ଭାଙ୍ଗି ଯାଇଛି ଅନେକ କିଛି । ଦୁଲଦାଲ ହୋଇ ଭାଙ୍ଗି ପଡୁଛି ବିରାଟକାୟ ବିଲ୍ଡିଂ । ଅଶାନ୍ତ ସମୁଦ୍ର ଆଁରେ ଗାଏବ ହୋଇଯାଉଛି ବଡ ବଡ ଜାହାଜ । ଘଣ୍ଟା ପ୍ରତି ୧୬୨ କିମି ବେଗରେ ପବନ ବହୁଛି ବୋଲି ଏବେ ସୂଚନା ମିଳିଛି । ଏଭଳି ବାତ୍ୟା ଆପଣମାନେ ଆଗରୁ କେବେବି ଦେଖିନଥିବେ । ଆଉ ଏହା ସବୁଠାରୁ ବଡ ବାତ୍ୟା ଅଟେ । ଏହା ବାତ୍ୟା ନୁହେଁ ମହାବାତ୍ୟା ଅଟେ । ଏହି ବାତ୍ୟାର ପ୍ରଭାବ ବହୁତ ଅଧିକ ରହିଛି ।

ଘରଦ୍ୱାର କି ଗାଡ଼ି ନୁହେଁ ବରଂ ଶୂନ୍ୟରେ ଲୋକମାନେ ଉଡୁଛନ୍ତି । ଏହି ବାତ୍ୟାରେ ଗାଡ଼ି ଘୋଡ଼ା କେଉଁଆଡେ ଉଡ଼ି ଯାଇଛନ୍ତି ତାହାର ପତ୍ତା ମିଳୁନାହିଁ । ଘର ଭିତରେ ଲୋକମାନେ ସୁରକ୍ଷିତ ନାହାଁନ୍ତି କି ଘର ବାହାରେ ଲୋକମାନେ ସୁରକ୍ଷିତ ନାହାଁନ୍ତି । ଏବେ ଧ୍ଵଂସ ଲୀଳା ରଚୁଛି ବାତ୍ୟା କ୍ରାଥନ । ଏହି ବାତ୍ୟା ଯେଉଁ ଅଞ୍ଚଳକୁ ପ୍ରବେଶ କରୁଛି ପୁରା ଛାରଖାର କରିଦେଉଛି । କାହାର କିଛି ପତ୍ତା ମିଳୁନାହିଁ । ଆକାଶରୁ ମୃ-ତ୍ୟୁ ଖସୁଛି ତ ପାଣିର ସୁଅରେ ଲୋକଙ୍କ ଜୀବନ ଯାଉଛି ।
ଏହି ବାତ୍ୟା କ୍ରାଥନରେ କେତେ ଲୋକଙ୍କ ଜୀବନ ଗଲାଣି ତାହାର ହିସାବ ନାହିଁ । ଏବେ ପ୍ରକୃତି ତାର ତାଣ୍ଡବ ଦେଖାଉଛି । ପ୍ରକୃତିର ତାଣ୍ଡବରେ ଲୋକମାନେ ଛଟପଟ ହେଉଛନ୍ତି । ଘଣ୍ଟା ପ୍ରତି ୧୬୨ କିଲୋମିଟର ବେଗରେ ପବନ ବହୁଛି । ତାଇୱାନରେ ଲ୍ୟାଣ୍ଡଫଲ୍ କରିଥିଲା ବାତ୍ୟା କ୍ରାଥନ । ଏବେ ଏହି ଭୟଙ୍କର ବିପର୍ଯ୍ୟୟରେ ଅନେକ ଦେଶ ଅନେକ କ୍ଷତି ସହିଲାଣି । ଦକ୍ଷିଣ ଏସିଆର ଅନେକ ଅଞ୍ଚଳ ଏବେ ଏହି ବାତ୍ୟାର ସମ୍ମୁଖୀନ ହୋଇଛନ୍ତି । ଏବେ ତାଣ୍ଡବ ରଚୁଛି ବାତ୍ୟା କ୍ରାଥନ୍ । ଆଉ ଏଗୁ ଏହି ବାତ୍ୟା ଲ୍ୟାଣ୍ଡଫଲ୍ ସମୟରେ ଅନେକ କିଛି କ୍ଷତି ଘଟାଇଛି ।