Oct 8, 2024, 15:41 IST

ଆଳୁ ଚକଟିଲା ଭଳିଆ ଦୁଇ ଯୁବକ ଙ୍କ ମୁଣ୍ଡ କୁ... ଚକଟି ଦେଇ ଚାଲିଗଲା ଅମାନିଆ ଟ୍ରକ୍..

Vg

କାମ ସାରି କେତେ ହସ ଖୁସୀରେ ଘରକୁ ଫେରୁଥିଲେ ମାତ୍ର କିଏବା ଜାଣିଥିଲା ତାଙ୍କ ସହ ଏଭଳି କିଛି ଘଟିଯିବ ବୋଲି। ଅଧା ବାଟରେ ତାଙ୍କ ସହ ଏଭଳି ଅଘଟଣା ଘଟିଯିବ ବୋଲି ସେ ଆଦୌ ହେଲେ ମଧ୍ଯ ଭାବି ନଥିଲେ। ହଠାତ୍ ତାଙ୍କ ଆଡ଼କୁ ଜମ ପରି ମାଡି ଆସିଥିଲା ଗ୍ୟାସ ଟାଙ୍କୀ ଗାଡ଼ି ଆଉ ମାଡ଼ି ଯାଇଥିଲା ଦୁଇଜଣ ଯୁବକଙ୍କ ଉପରେ। ଆଉ ଏଭଳି ଭାବରେ ମାଡ଼ି ଯାଇଥିଲା କି ଦୁଇ ଯୁବକଙ୍କ ରାସ୍ତା ଉପରେ ହିଁ ଜୀବନ ଚାଲି ଯାଇଥିଲା।
Bb
ରାସ୍ତା ଉପରେ ପଡ଼ି ରହିଛି ଦୁଇଜଣ ଯୁବକଙ୍କ ବାଇକ। ତାଙ୍କର ଜୋତା ମଧ୍ୟ ପଡ଼ି ରହିଛି ମାତ୍ର ଏହି ଦୁନିଆ ଛାଡ଼ି ଚାଲି ଯାଇଥିଲେ ଦୁଇଜଣ ଯୁବକ। ଏଭଳି ଦୁର୍ଘଟଣା ଦେଖିବା ପରେ କେହି କିଛି ବୁଝି ପାରି ନଥିଲେ। କ୍ଷଣିକ ମଧ୍ୟରେ ସବୁକିଛି ଛାରଖାର ହୋଇ ଯାଇଥିଲା। ପୁଅର ଏଭଳି ମୃ-ତ୍ୟୁ ରେ ପୂରା ପରିବାର ଲୋକ ସଂପୂର୍ଣ୍ଣ ଭାବରେ ଭାଙ୍ଗି ପଡିଛନ୍ତି। ବାଇକ୍ କୁ ଧକ୍କା ଦେଇ ଦୁଇ ଯୁବକଙ୍କ ଉପରେ ଗ୍ୟାସ ଟାଙ୍କୀ ଗାଡ଼ି ମାଡ଼ି ଯାଇଥିଲା।
Hh
ଯାହା ଫଳରେ କି ଚାଲିଗଲା ଦୁଇ ଦୁଇଟି ଜୀବନ।ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲା ପାଟଣାଗଡ଼ , ମୁଖ୍ୟରାସ୍ତା ଆଦର୍ଶ ବିଦ୍ୟାଳୟ ନିକଟରେ। ରାସ୍ତା ଉପରେ ପୁଅର ମୃ-ତ-ଦେହ ଦେଖି ପୁରା ପରିବାର ଲୋକେ ଖୁବ୍ ଜୋରେ କାନ୍ଦିବାରେ ଲାଗିଛନ୍ତି। ସେମାନେ ମଧ୍ଯ ସମସ୍ତେ ଧର୍ଯ୍ୟହରା ହୋଇ ପଡୁଛନ୍ତି। ଦୁଃଖନାସନ ନାୟକ ଯାହାଙ୍କ ବୟସ ୩୫ ବର୍ଷ ହେଇଥିବା ବେଳେ କେଶବ ମାଝୀ ଯାହାଙ୍କ ବୟସ ୩୭ ବର୍ଷ।
ମାଆର ଚେତା ମଧ୍ଯ ଫେରୁ ନାହିଁ। ଗୋଟେ ମାଆ ତାର ପୁଅର ଏଭଳି ଅବସ୍ଥା କେମିତି ବା ଦେଖି ପାରିବ। ତାର ଛାତି ଏହି ଦୁଃଖକୁ କେମିତି ଅବା ସହି ପାରିବ। ଚେତା ଶୂନ୍ୟ ମାଆ ଆଉ କିଛି ହେଲେ ମଧ୍ୟ କହି ପାରୁ ନାହିଁ। ଏବେ ସୋସିଆଲ ମିଡ଼ିଆ ମାଧ୍ୟମରେ ଅନେକ ଭିଡିଓ ଏହି ଦୁର୍ଘଟଣାର ଭାଇରାଲ୍ ହେବାରେ ଲାଗିଛି।ଲୋକମାନେ ମଧ୍ୟ ଏହାକୁ ଦେଖି ସାରିବା ପରେ ଏହି ଘଟଣା ପ୍ରତି ଖୁବ ଦୁଃଖ ପ୍ରକାଶ କରି ସାରିଛନ୍ତି।

Advertisement