Jun 26, 2024, 19:17 IST

ଅନ୍ଧାର ରାତିରେ ମହିଳାଙ୍କ ସହ ବସ କଣ୍ଡକ୍ଟର କଲେ ଏମିତି କାମ ଦେଖନ୍ତୁ ସାଙ୍ଘାତିକ ଅଭିଯୋଗ ଆଣିଲେ ମହିଳା

Gg

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି ଖବର ଜାଣିପାରିବେ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଗୋଟିଏ ବସ୍ ମାଲିକ ଏଭଳି କାମ କରିଛନ୍ତି ଯାହା ନିନ୍ଦନୀୟ ଅଟେ ତାହା ଜାଣିପାରିବେ ଏହି ବସ୍ ମାଲିକ ଜଣକ ଏଭଳି କରିବା ପୂର୍ବରୁ ଭାବିବା ଉଚିତ୍ ସେ ଏହା ଭୁଲ କରୁଛନ୍ତି ।
Gh
ମଣିଷ ବସ୍ ଭରସାରେ ସବୁବେଳେ ଯାତାୟାତ କରିଥାଏ । ରାତି ହୋଇଗଲେ ମଧ୍ୟ ଯଦି ସେ ବସରେ ବସିଥାଏ ତାହେଲେ ସେ ଚିନ୍ତା କରି ନଥାଏ କିନ୍ତୁ ଏହି ବସ୍ କଣ୍ଡକ୍ଟର ଯଦି ଏଭଳି କରିବ ତାହେଲେ ଆଉ ଲୋକମାନେ କାହାକୁ ବିଶ୍ବାସ କରିବେ । ବସ୍ କଣ୍ଡକ୍ଟରଙ୍କ କାରନାମା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି କଣ୍ଡକ୍ଟର ଜଣକ ବସଷ୍ଟାଣ୍ଡରୁ ଜଣେ ମହିଳା ଏବଂ ତାଙ୍କ ୫ ବର୍ଷର ପୁଅକୁ ତାଙ୍କ ବସରେ ବସାଇଲେ କିନ୍ତୁ ତାଙ୍କ ରାତିରେ ଅଧା ବାଟରେ ଓହ୍ଲାଇ ଦେଲେ । ଏବେ ଏହାକୁ ନେଇ ଆସିଛି ଖବର ।
Bb
କଲ୍ୟାଣୀ ନାମକ ଏକ ଘରୋଇ ବସ ଏଭଳି ଘଟଣା ଘଟାଇଛି । ଗତ ୨୩ ତାରିଖ ଅପରାହ୍ନରେ କେନ୍ଦ୍ରାପଡ଼ା ଜିଲ୍ଲା ଚାନ୍ଦୋଳ ବଜାରର ସୁଜାତା ମହାନ୍ତି ଏବଂ ତାଙ୍କ ପାଞ୍ଚ ବର୍ଷର ପୁଅ କୋରାପୁଟ ଜୟପୁର ଯିବା ପାଇଁ ବସ ଧରିଥିଲେ । ସେ ବସରେ ଯିବାକୁ ଟିକେଟ କରିଥିଲେ । ଆଉ କଣ୍ଡକ୍ଟର ଛୁଟିରେ ଥିଲେ । କିନ୍ତୁ ତାଙ୍କର ଟିକେଟ ହୋଇଥିବାରୁ ସେ ବସରେ ବସି ଯାଇଥିଲେ । ଏହାପରେ ସେ ବସରେ ବସି ତାଙ୍କ ଗନ୍ତବ୍ୟ ସ୍ଥଳକୁ ଯାଇଥିଲେ । ଆଉ ନିଶ୍ଚିଟକୋଇଲି ଠାରେ କଣ୍ଡକ୍ଟର ଜଣକ ତାଙ୍କ ଲଗେଜ ଆଉ ତାଙ୍କୁ ଓହ୍ଲାଇ ଦେଇଥିଲେ ।
ଏବେ ଏହି ମହିଳା ଜଣକ ନିଶ୍ଚିତକୋଇଲି ଥାନାରେ ଏନେଇ ଲିଖିତ ଅଭିଯୋଗ କରିଛନ୍ତି । ସୁଜାତାକୁ ଜୋର ଜବରଦସ୍ତ ବସରୁ ବାହାର କରିଦେବା ସହ ତାଙ୍କୁ ଅ-ଶ୍ଳୀ-ଳ ବ୍ୟବହାର କରିଥିଲେ । ଏବେ ଏହି ମାମଲାକୁ ରୁଜ୍ଜୁ କରାଯାଇ ଯେଉଁମାନେ ଏଠାରେ ଦାୟୀ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏବେ ଏହି ମାମଲାକୁ ନେଇ ସବୁଆଡେ ଚର୍ଚ୍ଚା ହେଉଛି । ବର୍ତ୍ତମାନର କଣ୍ଡକ୍ଟର ସୁନୀଲ ଏଭଳି କାମ କରିଛନ୍ତି । ଆଉ ଏନେଇ ଅନେକ କଥା ଏବେ ସାମ୍ନାକୁ ଆସୁଛି । କାହାର ଦାଦାଗିରି ପାଇଁ ଏଭଳି ଘଟଣା ଘଟିଛି ଏହାକୁ ନେଇ ଏବେ ପ୍ରଶ୍ନ ଆସୁଛି ।

Advertisement