May 18, 2024, 20:38 IST

ଆସିଲା ଭୟଙ୍କର ବାତ୍ୟା ଦେଖନ୍ତୁ ଦେଖନ୍ତୁ ଏହିସବୁ ଜିଲ୍ଲାରେ ହେବ ପ୍ରବଳ ପ୍ରଭାବ

Gh

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ ।
ପାଣିପାଗକୁ ନେଇ ଆସୁଥିବା ଖବର ଆପଣମାନେ ଦେଖି ପାରୁଥିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ବାତ୍ୟାକୁ ନେଇ ଆସୁଥିବା ଖବର ପାଇପାରିବେ । ଏବେ ବାତ୍ୟା ଆସିବାକୁ ଯାଉଛି । ଏହି ବିଷୟରେ ସବୁ ଅପଡେଟ ଆପଣମାନେ ପାଇପାରିବେ । 
Bb
ଏବେ ସାରା ରାଜ୍ୟରେ କେଉଁଭଳି ଭାବରେ ଖରା ହେଉଛି ତାହା ତ ଆପଣମାନେ ଜାଣୁଥିବେ । ଖରାରେ ପୁରା ଓଡ଼ିଶା ସିଝୁଥିବା ବେଳେ ଡରାଇଲାଣି ବାତ୍ୟା । ମାଡ଼ି ଆସୁଛି ଭୟଙ୍କର ବାତ୍ୟା । ବାତ୍ୟାକୁ ନେଇ ଆସିଲା ବଡ ଅପଡେଟ ।
ଓଡ଼ିଶା ପାଇଁ ରହିଛି ବଡ ବିପଦ । ମାଡ଼ି ଆସୁଛି ବାତ୍ୟା ରେମାଲ । ଏହି ବାତ୍ୟା ଏବେ ଧୀରେ ଧୀରେ ଉଗ୍ର ରୂପ ଧାରଣ କରୁଛି । ଏହି ଦିନ ବାତ୍ୟା ତାଣ୍ଡବ ରଚିବ ବୋଲି ସମ୍ଭାବନା ରହିଛି । ଆଞ୍ଚଳିକ ପାଣିପାଗ ବିଭାଗ ଏହି ବାତ୍ୟାକୁ ନେଇ ସୂଚନା ଦେଇଛି 
ଧୀରେ ଧୀରେ ଅଶାନ୍ତ ହେଉଛି ସମୁଦ୍ର । ମେ ୨୦ ରୁ ୨୫ ତାରିଖ ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିଝଡ । ଏହି ଘୂର୍ଣ୍ଣିଝଡ ପରବର୍ତ୍ତୀ ସମୟରେ ବାତ୍ୟାର ରୂପ ନେଇପାରେ । ପୂର୍ବାନୁମାନ କରାଯାଉଥିବା ଏହି ବାତ୍ୟାର ନାମ ରେମାଲ ରଖାଯାଇଛି ।
Hh
ସାମ୍ଭାବ୍ୟ ଏହି ବାତ୍ୟାକୁ ନେଇ ପଶ୍ଚିମବଙ୍ଗ ମେଘା ସମୁଦ୍ର ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ମେ ୨୦ ରୁ ୨୫ ତାରିଖ ଭିତରେ ଘୂର୍ଣ୍ଣିଝଡ ସୃଷ୍ଟି ହେବ । ଘୂର୍ଣ୍ଣିଝଡ ରେମାଲ ବଙ୍ଗଳାଦେଶ ସୀମାନ୍ତ ହୋଇ ପଶ୍ଚିମବଙ୍ଗରେ ପ୍ରଭାବ ପକାଇପାରେ। 
ରାଜ୍ୟରେ ଆହୁରି ତିନିଦିନ ରହିବ କାଳବୈଶାଖୀର ପ୍ରଭାବ । ଦୁଇଦିନ କୋହଲା ପାଗ ରହିବା ସହିତ କିଛି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ସେଥିପାଇଁ ୧୧ ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇଛି ।
ବର୍ଷା ସହିତ ଘଡଘଡି ଆଉ ବିଜୁଳି ମଧ୍ଯ କିଛି ଜିଲ୍ଲାରେ ହୋଇପାରେ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ମେ ୩୧ ବେଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବ ବୋଲି ସୂଚନା ମିଳିଛି । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଜୁନ ଦ୍ଵିତୀୟ ସପ୍ତାହରେ ଓଡ଼ିଶା ଛୁଇଁ ପାରିବ ବୋଲି ଜଣାପଡିଛି ।

Advertisement