Jun 4, 2024, 20:41 IST

ସ୍ୱାମୀ ମୋବାଇଲ ରିଚାର୍ଜ କଲାନି ବୋଲି ସ୍ତ୍ରୀ ଦେଲା ଛାଡ଼ପତ୍ର ଦେଖନ୍ତୁ ଘଟିଲା ଆଶ୍ଚର୍ଯ୍ୟକର ଘଟଣା

Ggb

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ପାଇବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଜିକାଲି ଦୁନିଆରେ ଏଭଳି ଅଜବ ପ୍ରକାରର ଘଟଣା ସବୁ ଘଟୁଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବା ସହ ମୁଣ୍ଡରେ ହାତ ଦେବେ । ଏଭଳି କିଛି ଅଜବ ପ୍ରେମକୁ ନେଇ ଆସିଛି ଖବର ।
Hb
ବିବାହ ପୂର୍ବରୁ ଅନେକ ଲୋକ ଅନେକ କଥା ଭାବି ଥାଆନ୍ତି । କେହି କେହି ହସଖୁସିରେ ସଂସାର କରିବା କଥା ଭାବି ଥାଆନ୍ତି ତ ଆଉ କେହି ଆଉ କିଛି । କିନ୍ତୁ ବିବାହର ଏକ ବର୍ଷ ପରେ କେହି କେହି କୁହନ୍ତି କି ତାଙ୍କ ଦାମ୍ପତ୍ୟ ଜୀବନ ଠିକଠାକ ଚାଲିିଛି ଆଉ କେହି କେହି ଏହି ସବୁ ଝଗଡ଼ାକୁ ସହିପାରନ୍ତି ନାହିଁ ଆଉ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପକାଇ ଦିଅନ୍ତି । ଏବେ ଏହିସବୁକୁ ନେଇ କିଛି ଖବର ଆସିଛି ଯାହା ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ମୋବାଇଲ୍ ପାଇଁ ଭାଙ୍ଗିଗଲା ସମ୍ପର୍କ । 
Gg
ମୋବାଇଲ୍ ପାଇଁ ଅଲଗା ହୋଇଗଲେ ସ୍ବାମୀ ଆଉ ସ୍ତ୍ରୀ । ତାଙ୍କର ସମ୍ପର୍କରେ ପଡ଼ିଗଲା ପୂର୍ଣ୍ଣଚ୍ଛେଦ । ସ୍ବାମୀ କି ସ୍ତ୍ରୀ ଭିତରୁ କେହି ପରକୀୟା ପ୍ରୀତି କରିଲେ ବା ଯୌତୁକ ପାଇଁ କିମ୍ବା ଅନ୍ୟ କୌଣସି କାରଣ ଯାହା କଷ୍ଟ ଦେଇଥାଏ ସେଥିପାଇଁ ସ୍ବାମୀ ସ୍ତ୍ରୀ ମଧ୍ୟରେ ଛାଡ଼ପତ୍ର ହୋଇଥାଏ କିନ୍ତୁ ଆପଣମାନେ କେବେ ମୋବାଇଲ୍ ପାଇଁ ଏଭଳି ଛାଡ଼ପତ୍ର ହୋଇଛି ବୋଲି ଘଟଣା ଶୁଣିଛନ୍ତି କି ? ଏଭଳି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶ ରାଜ୍ୟର ଆଗ୍ରା ସହରରେ । ଏହି ଘଟଣା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ ହୋଇଥାଏ । 
ଏହି ଦମ୍ପତ୍ତି ଅଲଗା ହେବାର କାରଣ ହେଉଛି ମୋବାଇଲ୍ ରିଚାର୍ଜ । ସ୍ତ୍ରୀ ଜଣଙ୍କର ମୋବାଇଲ୍ ରିଚାର୍ଜ୍ ସରି ଯାଇଥିଲା । ଆଉ ସେ ତାଙ୍କ ସ୍ବାମୀଙ୍କୁ ରିଚାର୍ଜ କରିବାକୁ କହିଥିଲେ । କିନ୍ତୁ ସ୍ବାମୀ ଜଣକ ରିଚାର୍ଜ କରିବାକୁ ମନା କରିଦେଇଥିଲେ । ଆଉ ଏହାପରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଆଉ ଏହି ଝଗଡ଼ା ପରେ ସ୍ତ୍ରୀ ଜଣକ ବାପଘରକୁ ଚାଲି ଯାଇଥିଲେ । ସେ ଥାନାକୁ ଯାଇ ସ୍ବାମୀଙ୍କ ନାଁରେ ଅଭିଯୋଗ କରିଥିଲେ । କୋର୍ଟରେ ମାମଲା ବିଚାରାଧିନ ଥିବା ବେଳେ ସ୍ତ୍ରୀ ଜଣକ କିଛି ବୁଝିବାକୁ ନାରାଜ । ଏବେ କୁହାଯାଉଛି କି ମୋବାଇଲ୍ ଭାଙ୍ଗି ଦେଲା ସୁନାର ସଂସାର ।

Advertisement