Jun 3, 2024, 17:06 IST

ଅସହ୍ୟ ଗରମ ପାଇଁ ମା ମଙ୍ଗଳାଙ୍କ ଦେହରେ ବୋହିଲା ଝାଳ ଦେଖନ୍ତୁ ସାମ୍ନାକୁ ଆସିଲା ଅଲୌକିକ ଦୃଶ୍ୟ

Gg

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
Gh
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି। ବନ୍ଧୁଗଣ ମା'ମଙ୍ଗଳାଙ୍କ ଦେହରୁ ବାହାରୁଛି ଗମଗମ୍ ଝାଳ।
Gh
ସୂଚନା ଅନୁସାରେ କାକଟପୁରର ଅଧିଷ୍ଟିତ ଦେବୀ ହେଉଛନ୍ତି ମା’ ମଙ୍ଗଳା। ମା’ଙ୍କ ନାମରେ ସେଠାରେ ବହୁତ ଗୁଡିଏ କିମ୍ବଦନ୍ତୀମାନ ରହିଛି। କାକଟପୁର ମଙ୍ଗଳା ମା’ଙ୍କର ଦର୍ଶନ ପାଇଁ ପ୍ରତ୍ଯେକ ଦିନ ଅନେକ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିବା ଦେଖିବାକୁ ମିଳିଥାଏ। 
କାକଟପୁର ମା’ ମଙ୍ଗଳା ସାକ୍ଷାତ ଦେବୀ ରୂପରେ ନିଜର ଭକ୍ତ ମାନଙ୍କୁ ଦର୍ଶନ ଦେଇଥାନ୍ତି। ମା' କାକଟପୁର ମଙ୍ଗଳାଙ୍କୁ ନେଇ ବର୍ତ୍ତମାନ ସମୟରେ ଏପରି କିଛି କଥା ଚର୍ଚ୍ଚା ହେବାରେ ହେବାରେ ଲାଗିଛି। ମା’ ମଙ୍ଗଳାଙ୍କ ଶରୀରରୁ ଝାଳ ନିର୍ଗତ ହେବାର ଦେଖିବାକୁ ମିଳିଛି ପାଷାଣ ମୂର୍ତ୍ତିରୁ ଯେପରି ସାକ୍ଷାତ ମଙ୍ଗଳା ମା’ ବିରାଜମାନ କରିଛନ୍ତି। ମନ୍ଦିରର ପୂଜକ ମାନେ କହିଛନ୍ତି, "ଯେ ସକାଳ ସମୟରେ ଯେତେବେଳେ ନୀତି କାନ୍ତି ଅନୁଯାଇ ମା’ଙ୍କର ସ୍ନାନଆଦି କାର୍ଯ୍ୟ କରାଯାଥାଏ।
ସେତେବେଳେ ମା’ ପୂର୍ବ ଦିନ ପିନ୍ଧିଥିବା ଲୁଗାକୁ ବାହାର କରିବା ସମୟରେ ସେହି ଲୁଗା ମଧ୍ୟ ଝାଳରେ ଓଦା ହୋଇଯାଇଥିବା ପରି ଲାଗିଥାଏ"। ତେବେ ଅନ୍ୟପଟେ ବିଜ୍ଞାନକୁ ଆଧାର କରି ବିଶେଷଜ୍ଞ କହୁଛନ୍ତି ଯେ, "ମା’ ମଙ୍ଗଳାଙ୍କ ମୂର୍ତ୍ତି ତିଆରି ହୋଇଥିବା ପଦାର୍ଥରେ ଅତ୍ୟଧିକ ଗରମ କାରଣରୁ ଜଳୀୟ ବାଷ୍ପ ବାହାରୁଛି"। ଯାହା ମା’ଙ୍କ ମୂର୍ତ୍ତିରୁ ଝାଳ ବାହାରିଲା ପରି ଦୃଶ୍ୟ ହେଉଛି। ହେଲେ ମା’ ମଙ୍ଗଳାଙ୍କର ମୂର୍ତ୍ତିରେ ସାକ୍ଷାତ ମା’ ଜିବନ୍ତ ରହିଛନ୍ତି ବୋଲି ଅନେକ ଶ୍ରଦ୍ଧାଳୁ ବିଶ୍ବାସ ରଖିଛନ୍ତି।

Advertisement