May 19, 2024, 09:13 IST

ପାଣି ଭିତରେ ବୁଲୁଛି ଭୟାନକ ଜୀବ..ବଞ୍ଚାଅ ବଞ୍ଚାଅ, ମତେ ୟେ ମା-ରି-ଦେବ..

Hhj

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ସମୟରେ ଏକ ଭିଡିଓ ସାମ୍ନା କୁ ଆସିଛି ଯେଉଁଥିରେ କି ଦେଖିବାକୁ ମିଳିଛି ପାଣି ଭିତରେ ଦୁଇଜଣ ଯୁବକ ଛଟପଟ ହେବାରେ ଲାଗିଛନ୍ତି।
ଗାଁ ଲୋକଙ୍କ ମୋବାଇଲ ରେ କଏଦ ହୋଇଛି ଏହି ଦୁଇଜଣ ଯୁବକ ଙ୍କ ଜୀବନ ମରଣ ସମୟର ଦୃଶ୍ୟ। ଦୁଇ ଯୁବକ ମଧ୍ୟ ବଞ୍ଚାଅ ବଞ୍ଚାଅ କହି ଖୁବ୍ ଜୋରେ ଚିତ୍କାର କରୁଥିଲେ। ପାଣି ଭିତରେ ଥାଇ ମଧ୍ୟ ଦୁଇ ଯୁବକ ଖୁବ ଜୋରେ ରଡି କରୁଥିଲେ।
Hh
ଏହାକୁ ଆପଣ ମାନେ ମଧ୍ୟ ଦେଖିଲେ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ହୋଇ ଯିବେ। ପାଣି ଭିତରେ ଚିତ୍କାର କରି କରି ବୁଡି ଯାଉଛନ୍ତି ଦୁଇଜଣ ଯୁବକ। ଅକାତ କାତ ପାଣି ରେ ଦୁଇଜଣ ଯୁବକ ବଞ୍ଚାଅ ବଞ୍ଚାଅ ବୋଲି କହି ମଧ୍ୟ ସେମାନେ ରଡି ଛାଡୁଛନ୍ତି।
ଏପଟେ ଗାଁ ଲୋକ ନଦୀ କୂଳରେ ଛିଡ଼ା ହୋଇ ଏହି ଯୁବକ ଦୁଇଜଣ ଙ୍କ ଭିଡିଓ ମଧ୍ୟ କରୁଛନ୍ତି। ଖୁବ୍ ଜୋରେ ମଧ୍ୟ ନଦୀ ଭିତରେ ପାଣି ବହି ଯାଉଛି। ସେହି ପାଣିରେ ମଧ୍ୟ ଦୁଇଜଣ ଯୁବକ ବୁଡି ଯିବାକୁ ବସିଥିଲେ।
ହେଲେ ନଦୀ କୂଳରେ ଥାଇ ଗାଁ ଲୋକେ ତାଙ୍କର ଭିଡିଓ କରିବାରେ ଲାଗିଥିଲେ। ଏହି ଦୃଶ୍ୟ ଦେଖିଲେ ଜଣା ପଡି ଯାଉଛି କି ଏହି ଦୁଇଜଣ ଯୁବକଙ୍କ ଅବସ୍ଥା ସେହି ପାଣି ଭିତରେ କିଭଳି ଭାବରେ ଅଛି।
Hh
ଏହି ଦୃଶ୍ୟ ହେଉଛି ନଦୀ ଭିତରେ କିଛି ଘଟି ଯାଇ ଥିବାର ଦୁଇ ମିନିଟ ପୂର୍ବର ଭିଡିଓ ଅଟେ। ଏହି ଦୁଇ ମିନିଟ ଭିତରେ ତାଙ୍କ ସହ ଏଭଳି କିଛି ଘଟି ଯାଇଛି। ତାଙ୍କୁ କେହି ବଞ୍ଚାଇବା କୁ ମଧ୍ୟ ଯାଇ ପାରୁ ନାହାଁନ୍ତି କାରଣ ସେମାନେ ବୁଡ଼ିଯିବେ।
ମଧ୍ୟପ୍ରଦେଶ ର ଦୁଇଜଣ ସରକାରୀ କର୍ମଚାରୀ ନଦୀବନ୍ଧ ଯୋଜନା ପାଇଁ ସେଠାକୁ ଆସିଥିବା ବେଳେ ତାଙ୍କର ଗୋଡ଼ ଖସି ଯିବାରୁ ସେ ନଦୀ ଭିତରେ ଗଳି ପଡିଥିଲେ। ଏହାପରେ ସେମାନେ ନିଜେ ନିଜେ ଚେଷ୍ଟା କରି ନଦୀ ଉପରକୁ ଉଠି
ଆସିଥିଲେ ଆଉ ନିଜ ଜୀବନ ବଞ୍ଚାଇ ଦେଇଥିଲେ। ଏହି ଦୁଇ ମିନିଟ ର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି।

Advertisement