Jun 27, 2024, 20:34 IST

୫୩ ବର୍ଷ ପରେ ପଡ଼ିଲା ବିରଳ ରଥଯାତ୍ରା ଦେଖନ୍ତୁ ଏହିବର୍ଷ କଣ ହେଲା ଏମିତି

Gg

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ। ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ। ବନ୍ଧୁଗଣ ପବିତ୍ର ରଥଯାତ୍ରା ପାଇଁ କୋଟି କୋଟି ଓଡ଼ିଆ ସବୁବେଳେ ଅପେକ୍ଷା କରି ରହିଥାନ୍ତି। ଏବେ ରଥଯାତ୍ରାକୁ ନେଇ କିଛି ଖବର ଆସିଛି। କୋଟି କୋଟି ଓଡିଆଙ୍କ ମହାମହିମା ଭଗବାନ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ସବୁବେଳେ ମନ୍ଦିର ଭିଡ ରହିଥାଏ। ଆଉ ପ୍ରଭୁଙ୍କ ପବିତ୍ର ରଥଯାତ୍ରା ପାଇଁ ସବୁବେଳେ ଲୋକମାନେ ଚାହିଁ ରହିଥାନ୍ତି।
Nj
ପବିତ୍ର ରଥଯାତ୍ରା ପାଇଁ ସବୁବେଳେ ଲୋକମାନେ ଅପେକ୍ଷା କରି ରହିଥାନ୍ତି। ଏବେ ପବିତ୍ର ରଥଯାତ୍ରାକୁ ନେଇ ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କିଛି କଥା କହିଛନ୍ତି ଯାହା ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ। ସେ କହିଛନ୍ତି, ଚଳିତ ବର୍ଷର ରଥଯାତ୍ରା ଶୃଙ୍ଖଳିତ ଏବଂ ସୁଚାରୁ ଭାବରେ ପାଳନ କରାଯିବ। ରଥଯାତ୍ରା ପର୍ବ ସୁଚାରୁ ରୂପରେ ହେବା ପାଇଁ ଏକ କମିଟି ଗଠନ କରାଯାଇଥିଲା। ଆଉ ଆଜି ମଧ୍ୟ ଏନେଇ ଦ୍ଵିତୀୟ ଥର ପାଇଁ ପରିଚାଳନା କମିଟି ବସିଥିଲା।
Vb
ବିଭାଗୀୟ ଅଧିକାରୀମାନେ ଯାହା ପ୍ରସ୍ତୁତ କରିଛନ୍ତି ସେନେଇ ମଧ୍ୟ ସୂଚନା ଦେଇଥିଲେ ପୃଥ୍ୱୀରାଜ ହରିଚନ୍ଦନ। ସୁଚାରୁ ରୂପରେ ଏହି ପର୍ବ ପାଳନ କରିବା ପାଇଁ ଯାହା ସବୁ ଆବଶ୍ୟକ ତାହା କରାଯିବ। ଚଳିତ ବର୍ଷ ବିରଳ ରଥଯାତ୍ରା ପଡୁଛି। ଆଉ ଏହି ରଥଯାତ୍ରା ୫୩ ବର୍ଷ ପରେ ପଡୁଛି। ଅନେକ ସଂଖ୍ୟାରେ ଯାତ୍ରୀ ମଧ୍ୟ ଆସିବେ। ସେଥିପାଇଁ ଯାହା ଆବଶ୍ୟକ ତାହା ସବୁ କରାଯିବ। ପବିତ୍ର ରଥଯାତ୍ରା ଯେଭଳି ଭଲରେ ହେବ ସେହି କଥାକୁ ଆଖି ଆଗରେ ରଖି ସବୁକିଛି କରାଯିବ। ଲୋକମାନଙ୍କର ମତ ମଧ୍ୟ ନିଆଯିବ। 
ଚଳିତ ବର୍ଷର ରଥଯାତ୍ରା ବହୁତ ଭଲ ହେବ ବୋଲି କହିଛନ୍ତି ପୃଥ୍ୱୀରାଜ ହରିଚନ୍ଦନ। ଆଉ ସ୍ନାନ ଯାତ୍ରାରେ ମହାପ୍ରଭୁ ତାଙ୍କ ଆର୍ଶୀବାଦ ଦେଖାଇଛନ୍ତି। ମହାପ୍ରଭୁଙ୍କ ଆର୍ଶୀବାଦରୁ ସବୁକିଛି ଭଲ ହେବ। ଦୁଇଦିନର ବ୍ୟବସ୍ଥା ରହିବ ଆଉ ସତର୍କତା ମୂଳକ ସ୍ଥିତି ହେବ। ବିଭାଗୀୟ ଅଧିକାରୀ, ଏବଂ ସମସ୍ତ ଅଧକାରୀ ଏହି କଥାକୁ ଗୁରୁତର ନେବେ। କୌଣସି ଅବହେଳା ରହିବ ନାହିଁ ବୋଲି ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ଯାହା ଆଶା କରାଯାଉଛି ତା'ଠାରୁ ଅଧିକ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି। ଏଭଳି ଅନେକ କଥା କହିବା ସହ ରତ୍ନ ଭଣ୍ଡାରକୁ ନେଇ ନିଷ୍ପତି ଶୀଘ୍ର ନିଆଯିବ ବୋଲି ସେ କହିଛନ୍ତ।

Advertisement