Aug 1, 2024, 10:10 IST

ନାବାଳକ ଚଳାଉଥିଲା ୨ କୋଟି ବାଇକ୍ ଅଚାନକ ଧରିଲା ପୋଲିସ,ପଡ଼ିଲା ୧ଲକ୍ଷ ର ଫାଇନ

Vg

ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ରାସ୍ତାରେ ପୋଲିସ ଙ୍କୁ ଦେଖି ଗାଡ଼ି ଚାଲକ ଭୟଭୀତ ହୋଇ ପଡିଛନ୍ତି।ଏବେ ସବୁ ଅମାନିଆ ଙ୍କ ପାଇଁ ନୂଆ ନିୟମ ଆସିଛି।ଆଉ କେହି ଖସି ଯାଇ ପାରିବେ ନାହିଁ। ଗୋଟା ଗୋଟା କରି ପୋଲିସ ସମସ୍ତଙ୍କୁ ଧରି ନେବେ।ରାସ୍ତାରେ ବାଇକ୍ ଓ ସ୍କୁଟି ଚାଳକ ଯାଉଥିଲେ।ଆଉ ରାସ୍ତାରେ ସେମାନେ ପୋଲିସ ଙ୍କୁ ଦେଖି ଛାନିଆ ରେ ଗାଡ଼ି ଛାଡି ଚାଳକ ଦୌଡୁ ଥିବା ବେଳେ ମାଡ଼ି ବସିଥିଲା ପୋଲିସ।
Gt
ଆଉ ତାପରେ ଗୋଟି ଗୋଟି କରି ଯାଞ୍ଚ କରିଥିଲେ।ତେବେ ଯାଞ୍ଚ କରିବା ବେଳେ ଗାଡ଼ି ଚାଳକ ଙ୍କ ପାଖରୁ ଅନେକ ତ୍ରୁଟି ବାହାରି ଥିବାରୁ ହଜାର ହଜାର ଟଙ୍କା ଦେବାକୁ ପଡ଼ିଛି।ପରିବହନ କମିଶନର ଏବଂ ଅତିରିକ୍ତ ପରିବହନ କମିଶନର ନିର୍ଦ୍ଦେଶ ଅନୁସାରେ ଅମାନିଆ ଙ୍କୁ ରୋକିବା ପାଇଁ ସାମ୍ନାକୁ ଆସିଛି ଆଞ୍ଚଳିକ ପରିବହନ ବିଭାଗ।ରାସ୍ତାରେ ଯାଉଥିବା ବେଳେ ପୋଲିସ ସମସ୍ତଙ୍କୁ ଧରି ନେଇ ଥିଲେ।
Gg
ବର୍ତ୍ତମାନ ସମସ୍ତ ସ୍ଥାନରେ ଗାଡ଼ି ଚେକିଂ ଚାଲିଛି।ବିନା ହେଲମେଟ କିମ୍ବା କାଗଜ ପତ୍ର ଠିକ୍ ନଥିଲେ ଉପଯୁକ୍ତ ବୟସ ହୋଇ ନଥିଲେ ଗାଡ଼ି ଚାଲକ ଙ୍କ ପାଇଁ ମହଙ୍ଗା ପଡ଼ିଛି।ଏହି ଅମାନିଆ ଗାଡ଼ି ଚାଳକ ଙ୍କ ଯୋଗୁ ଅନେକ ଅମୂଲ୍ୟ ଜୀବନ ଅକାଳରେ ଚାଲି ଯାଉଛି।ବାପା ମା ଛୋଟ ପିଲାଙ୍କୁ ଗାଡ଼ି ଦେଇ ଦୁଃଖ କଷ୍ଟ ଭୋଗୁଛନ୍ତି।ଯାହାକି ଅସହ୍ୟ ହେଉଛି ଯନ୍ତ୍ରଣା।ସମସ୍ତଙ୍କ ସଚେତନ ସହିତ ନାବାଳକ ଗାଡ଼ି ଚାଳକ ଙ୍କ ପାଇଁ ସ୍ବତନ୍ତ୍ର ସତର୍କ କରୁଛି ଭଦ୍ରକ ଆଞ୍ଚଳିକ ପରିବହନ ବିଭାଗ।
ବିଭିନ୍ନ ସ୍ଥାନରେ ଚେକିଂ ବେଳେ ଏକ ଲକ୍ଷ ରୁ ଅଧିକ ଟଙ୍କା ର ଫାଇନ ଆଦାୟ ହୋଇଛି।ଏହି ଖବରଟି ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।ଦର୍ଶକ ମାନେ ଏହା ଦେଖି ବେଶ ଖୁସି ହୋଇଛନ୍ତି।

Advertisement