Updated: Jun 1, 2024, 18:17 IST

ଏୟାର ହୋଷ୍ଟେସଙ୍କ ପ୍ରାଇଭେଟ୍ ପାର୍ଟରୁ ଏକ କେଜି ସୁନା ଜବତ ଦେଖନ୍ତୁ କେମିତି କରୁଥିଲେ ଏତେବଡ଼ ଜଘନ୍ୟ କାଣ୍ଡ

Vv

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଘଟଣା ପାଇପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଏହି ଘଟଣାକୁ ନେଇ ଏନେଇ ଖବର ଆସୁଛି । ଜଣେ ମହିଳା ଏୟାର ହଷ୍ଟେଜଙ୍କୁ ନେଇ ଆସିଛି ଏହି ଖବର । ଏହି ମହିଳା ହଷ୍ଟେଜ ଜଣକ ତାଙ୍କ ପ୍ରାଇଭେଟ୍ ପାର୍ଟରେ ଲୁଚାଇଥିଲେ ଏଭଳି କିଛି ।
Bb
ଏହି ମହିଳା ଜଣକ ତାଙ୍କ ପ୍ରାଇଭେଟ୍ ପାର୍ଟରେ ଏକ କେଜିର ସୁନା ଲୁଚାଇଥିଲେ । ୧ କେଜିର ସୁନା ଲୁଚାଇଥିଲେ ଏହି ଏୟାର ହଷ୍ଟେଜ ମହିଳା ଜଣକ । ପୁରୁଷ ଗୁପ୍ତାଙ୍ଗ ଆକାର ଦେଇ ସୁନାକୁ ପ୍ରାଇଭେଟ୍ ପାର୍ଟରେ ଲୁଚାଇଥିଲେ । ସେ ସୁନା ଲୁଚାଇ କୁନ୍ନୂରକୁ କରୁଥିଲେ ଚାଲାଣ । ସେ ହିନ୍ଦୀ ଫିଲ୍ମ୍ କିୟୁରୁ ପାଇଲେ ଏହି ଟେକନିକ । ଏହି ମହିଳା ଜଣଙ୍କର କାମ ଏପରି ଯିଏ ବି ଶୁଣିବ ସେ ଆଶ୍ଚର୍ଯ୍ୟ ହୋଇଯିବ । କେରଳର କୁନ୍ନୂର ବିମାନ ବନ୍ଦରରେ ଜଣେ ଏୟାର ହଷ୍ଟେଜଙ୍କ ପାଖରୁ ଏହି ସୁନା ଜବତ ହୋଇଛି ।
Bb
ଏହି ଏୟାର ହଷ୍ଟେଜ ଜଣକ ତାଙ୍କ ପ୍ରାଇଭେଟ୍ ପାର୍ଟରେ ଗେଞ୍ଜି ଦେଇ ଏହି ସୁନା ଲୁଚାଇ ରଖିଥିଲେ । ୯୬୦ ଗ୍ରାମ ସୁନାକୁ ସ୍ଵତନ୍ତ୍ର ଆକାର ଦିଆଯାଇଥିଲା । ଏହିସବୁ ସୁନାକୁ ପୁରୁଷ ଗୁପ୍ତାଙ୍ଗର ଆକାର ଦିଆଯାଇ ନିଜ ପ୍ରାଇଭେଟ୍ ପାର୍ଟରେ ଥୋଇ ବେଶ୍ ମଜାର ସହ ଚାଲାଣ କରାଯାଉଥିଲା । ଏହି ଏୟାର ହଷ୍ଟେଜ ଜଣକ ହେଉଛନ୍ତି ଏୟାର ଇଣ୍ଡିଆ ଏକ୍ସପ୍ରେସର । ତାଙ୍କ ଠାରୁ ଏତେ ସୁନା ଜବତ ହେବା ପରେ ପୋଲିସ ତାଙ୍କୁ ଗିରଫ କରିଛି । ସେ ବସ୍କଟରୁ ଏହି ସୁନା ଆଣି ଚାଲାଣ କରୁଥିଲେ । 
ପୂର୍ବରୁ ମଧ୍ୟ ସେ ଅନେକ ଥର ଏହିପରି ଭାବରେ ସୁନା ଚାଲାଣ କରିଛନ୍ତି । ଏହି ଏୟାର ହଷ୍ଟେଜଙ୍କ ନାମ ସୁରଭି ଖାତୁନ । ସେ କୋଲକାତାରେ ରହୁଛନ୍ତି । ତାଙ୍କୁ ଏବେ ଜବତ କରାଯାଇଛି । ଆଉ ମାଜିଷ୍ଟ୍ରେଟଙ୍କ ପାଖକୁ ନିଆ ଯାଇଥିଲା । ତାଙ୍କୁ ୧୪ ଦିନ ପାଇଁ ରିମାଣ୍ଡରେ ନିଆଯାଇଛି ।
ମସ୍କଟରୁ କୁନ୍ନୁର ଆସିଥିବା ବିମାନରେ ସେ ସୁନା ଚାଲାଣ କରିଥିଲେ ।ସେ ଅନେକ ଥର ଏଭଳି ସୁନା ଚାଲାଣ କରୁଥିବାର ଦେଖାଯାଇଛି । ଏବେ ଏହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଏବେ ଏହାକୁ ନେଇ ଚର୍ଚ୍ଚା ହେଉଛି । ଭାରତରେ ଏହା ହେଉଛି ପ୍ରଥମ ଘଟଣା ।

Advertisement