ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଆପଣମାନେ ଦେଖିପାରିବେ ଆଉ ଜାଣିପାରିବେ ଅନେକ କିଛି ଖବର । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ କି ଏବେ ମାଡ଼ି ଆସୁଛି ୫ଟି କ୍ଷୁଦ୍ର ଗ୍ରହ । ଆଉ ଏହା କେଉଁଠାରେ ପଡ଼ିବ ଏହାକୁ ନେଇ ଏବେ ଆସୁଛି ଖବର । ଏହାକୁ ନେଇ ଏବେ ଚିନ୍ତାରେ ବୈଜ୍ଞାନିକମାନେ । ବୈଜ୍ଞାନିକମାନେ ଏବେ ଚିନ୍ତାରେ ପଡ଼ି ଯାଇଛନ୍ତି ।
ଆଗକୁ କଣ ସବୁ ଘଟିବ ଏନେଇ ଏବେ ଆସିଛି ଖବର । ଏବେ ପୃଥିବୀ ଆଡ଼କୁ କ୍ଷୁଦ୍ର ଗ୍ରହ ମାଡ଼ି ଆସୁଛି । ଏହି କ୍ଷୁଦ୍ରଗ୍ରହ ଦୃତଗତିରେ ମାଡ଼ି ଆସୁଛି ବୋଲି ଜଣାପଡିଛି । ଏବେ ସମସ୍ତେ ଏନେଇ ଚିନ୍ତାରେ ଥିବା ବେଳେ କିଛି ତାରିଖ ବିପଦ ଅଟେ । ଅଗଷ୍ଟ ୮, ୧୦, ୧୨,୧୩ ତାରିଖ ମହତ୍ୱପୂର୍ଣ୍ଣ ଅଟେ । ଆପଣମାନେ ଏହି ତାରିଖ ବିପଦ ବୋଲି ଜାଣି ରଖନ୍ତୁ । ଏବେ ହାଇ ଆର୍ଲଟରେ ସମସ୍ତ ସ୍ପେସ ଏଜେନ୍ସୀ । ଏବେ ଖବର ଆଦିଚି କି ମାଡ଼ି ଆସୁଛି ବିପଦ କେତେବେଳେ କିଛି ବି ହୋଇପାରେ ବୋଲି ସୂଚନା ମିଳିଛି ।
ପୃଥିବୀ ଆଡ଼କୁ ମାଡି ଆସୁଛି ପାଞ୍ଚ ପାଞ୍ଚଟି ବିଶାଳ କ୍ଷୁଦ୍ର ଗ୍ରହ । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପୃଥିବୀ ଆଡ଼କୁ ବଡ ବଡ କ୍ଷୁଦ୍ରଗ୍ରହ ମାଡ଼ି ଆସୁଛି । ଆଉ ଏହା ଏବେ ଚିନ୍ତାର ବିଷୟ ପାଲଟିଛି । ବଡ ବଡ ଅଟାଳିକା ସଦୃଶ ହେଉଛି ଏହି କ୍ଷୁଦ୍ରଗ୍ରହ । ପୃଥିବୀ ସହିତ ଏହି ବଡ ବଡ କ୍ଷୁଦ୍ରଗ୍ରହ ଗୁଡ଼ିକ ଧକ୍କା ହୋଇପାରେ ବୋଲି ଆଶଙ୍କା କରାଯାଉଛି । ଯେଉଁ କାରଣ ପାଇଁ ଆମେରିକାର ସ୍ପେସ ଏଜେନ୍ସୀ ନାସା ସମେତ ସାରା ଦୁନିଆର ନଜର ରହିଛି ଏହା ଉପରେ । ଏହି ପାଞ୍ଚୋଟି କ୍ଷୁଦ୍ରଗ୍ରହ ପୃଥିବୀ ଆଡ଼କୁ ଆସୁଛି ।
ଏହି କ୍ଷୁଦ୍ରଗ୍ରହ ଅଗଷ୍ଟ ୮ ତାରିଖ ରୁ ଅଗଷ୍ଟ ୧୩ ତାରିଖ ଭିତରେ ଆସିବ ବୋଲି ଆଶଙ୍କା କରାଯାଉଛି । ସବୁଠାରୁ ବଡ କ୍ଷୁଦ୍ରଗ୍ରହର ଓଜନ ହେଉଛି ୨୨୪ କେଜ 3 । ଆଉ ଏହାର ଉଚ୍ଚତା ହେଉଛି ୬୧୦ ଫୁଟ । ଅଗଷ୍ଟ ମାସ ୧୦ ତାରିଖ ବେଳକୁ କେଜ ୩ ନାମକ କ୍ଷୁଦ୍ରଗ୍ରହ ପୃଥିବୀ ଆଡ଼କୁ ମାଡି ଆସୁଛି । ଏହାକୁ ନେଇ ସମସ୍ତେ ଏବେ ଚିନ୍ତାରେ ଅଛନ୍ତି । ଆଉ ଏହାସହ ଅଗଷ୍ଟ ୧୨ ତାରିଖରେ ମଧ୍ୟ ଆଉ ଏକ ବଡ କ୍ଷୁଦ୍ରଗ୍ରହ ପୃଥିବୀ ଆଡ଼କୁ ମାଡି ଆସୁଛି । ଏହାର ନାମ ହେଉଛି ୨୦୨୪ ପିଏନୱାନ । ଏଭଳି ସବୁ ଗ୍ରହଙ୍କ ନାମ ହେଉଛି ୨୦୨୪ କେଜ୍ 3, ୨୦୨୪ ଓଏନଟୁ, ୨୦୨୪ ପିକେୱାନ ଇତ୍ୟାଦି ।